କ୍ରୀସ୍‌ମାସ୍‌ରେ ‘ସୀତାରେ ଜମିନ୍‌ ପର୍‌’

The Sakala Picture
Published On

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିର୍‌ ଖାନ୍‌ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୀତାରେ ଜମିନ୍‌ ପର୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅମିର୍‌ ଶେଷ ଥର ପାଇଁ ‘ଲାଲ୍ ସିଂହ ଚଢ୍ଢା’ରେ ଦେଖାଯାଇଥିଲେ। ଏହି ଫିଲ୍ମ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଏଥିରେ ଅମିର୍‌ଙ୍କ ସହ କରିନା କପୁର ଦେଖାଯାଇଥିଲେ। ଏବେ ଅମିର୍‌ ପୁଣି ଥରେ ଏକ ହିଟ୍‌ ଫିଲ୍ମ ଦେଇ ପୁଣି ଥରେ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଫିଲ୍ମ କ୍ରୀସ୍‌ମାସ୍‌ ଅବସରରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ […]

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିର୍‌ ଖାନ୍‌ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୀତାରେ ଜମିନ୍‌ ପର୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅମିର୍‌ ଶେଷ ଥର ପାଇଁ ‘ଲାଲ୍ ସିଂହ ଚଢ୍ଢା’ରେ ଦେଖାଯାଇଥିଲେ। ଏହି ଫିଲ୍ମ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଏଥିରେ ଅମିର୍‌ଙ୍କ ସହ କରିନା କପୁର ଦେଖାଯାଇଥିଲେ। ଏବେ ଅମିର୍‌ ପୁଣି ଥରେ ଏକ ହିଟ୍‌ ଫିଲ୍ମ ଦେଇ ପୁଣି ଥରେ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଫିଲ୍ମ କ୍ରୀସ୍‌ମାସ୍‌ ଅବସରରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ଅମିର୍‌ ବିପକ୍ଷରେ ଜେନେଲିଆ ଡିସୁଜା ଦେଖାଯିବେ। ତେବେ ଫିଲ୍ମର ଥିମ୍‌ ‘ତାରେ ଜମିନ୍‌ ପର୍’ ଭଳି ହେବ ବୋଲି ନିକଟରେ ଅମିର୍ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି। ଅବଶ୍ୟ ଏହି ଫିଲ୍ମ ପୂର୍ବରୁ ଅମିର୍‌ ଅନ୍ୟ ଦୁଇ ତିନୋଟି ଫିଲ୍ମରେ ଦେଖାଯିବେ। ଯେଉଁଥିରେ ତାଙ୍କ ଭୂମିକା ବେଶ୍‌ ଛୋଟ ରହିବ। ଏହାବାଦ୍‌ ଅମିର୍‌ ‘ଅତି ସୁନ୍ଦର ’ ନାମରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏଥିରେ ମଧ୍ୟ ତାଙ୍କର ଏକ ଛୋଟ ଭୂମିକା ରହିଛି।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

07 Mar 2024 By The Sakala

କ୍ରୀସ୍‌ମାସ୍‌ରେ ‘ସୀତାରେ ଜମିନ୍‌ ପର୍‌’

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଅମିର୍‌ ଖାନ୍‌ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୀତାରେ ଜମିନ୍‌ ପର୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଅମିର୍‌ ଶେଷ ଥର ପାଇଁ ‘ଲାଲ୍ ସିଂହ ଚଢ୍ଢା’ରେ ଦେଖାଯାଇଥିଲେ। ଏହି ଫିଲ୍ମ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଏଥିରେ ଅମିର୍‌ଙ୍କ ସହ କରିନା କପୁର ଦେଖାଯାଇଥିଲେ। ଏବେ ଅମିର୍‌ ପୁଣି ଥରେ ଏକ ହିଟ୍‌ ଫିଲ୍ମ ଦେଇ ପୁଣି ଥରେ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଫିଲ୍ମ କ୍ରୀସ୍‌ମାସ୍‌ ଅବସରରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ଅମିର୍‌ ବିପକ୍ଷରେ ଜେନେଲିଆ ଡିସୁଜା ଦେଖାଯିବେ। ତେବେ ଫିଲ୍ମର ଥିମ୍‌ ‘ତାରେ ଜମିନ୍‌ ପର୍’ ଭଳି ହେବ ବୋଲି ନିକଟରେ ଅମିର୍ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି। ଅବଶ୍ୟ ଏହି ଫିଲ୍ମ ପୂର୍ବରୁ ଅମିର୍‌ ଅନ୍ୟ ଦୁଇ ତିନୋଟି ଫିଲ୍ମରେ ଦେଖାଯିବେ। ଯେଉଁଥିରେ ତାଙ୍କ ଭୂମିକା ବେଶ୍‌ ଛୋଟ ରହିବ। ଏହାବାଦ୍‌ ଅମିର୍‌ ‘ଅତି ସୁନ୍ଦର ’ ନାମରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏଥିରେ ମଧ୍ୟ ତାଙ୍କର ଏକ ଛୋଟ ଭୂମିକା ରହିଛି।

https://www.thesakala.in/entertainment/aamir-khan-and-darsheel-safary-film-sitaare-zameen-par-first-look/article-30468
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp