୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାର ରାୟ ପ୍ରକାଶ: ୩୦ଜଣ ଅଭିଯୁକ୍ତଙ୍କୁ ୨ବର୍ଷ ଜେଲ

The Sakala Picture
Published On

କନ୍ଧମାଳ: ୨୦୦୮ ମସିହା କନ୍ଧମାଳ ଦଙ୍ଗା ସମୟରେ କୋଟଗଡ ଥାନା ଅଂଚଳର ବଣ୍ଡାପିପିଲିରେ ଘଟିଥିବା ଘଟଣାର ରାୟ ପ୍ରକାଶ ପାଇଛି। ଘଟଣାର ସମସ୍ତ ସାକ୍ଷ ଓ ପ୍ରମାଣ ଆଧାରରେ JMFC ଅନୁରାଗ ଦେହୁରୀ ୩୦ଜଣ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡା ଦେଶ ସହିତ ଏକ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ୬ମାସ ଅଧିକା ଜେଲ ଦଣ୍ଡ ଭୋଗିବାକୁ ହେବ। ୩୦ଜଣରୁ କୋର୍ଟରେ ଅନୁପସ୍ଥିତ ଥିବା ୬ଜଣଙ୍କ ବିରୁଦ୍ଧରେ କୋର୍ଟ ପକ୍ଷରୁ […]

କନ୍ଧମାଳ: ୨୦୦୮ ମସିହା କନ୍ଧମାଳ ଦଙ୍ଗା ସମୟରେ କୋଟଗଡ ଥାନା ଅଂଚଳର ବଣ୍ଡାପିପିଲିରେ ଘଟିଥିବା ଘଟଣାର ରାୟ ପ୍ରକାଶ ପାଇଛି। ଘଟଣାର ସମସ୍ତ ସାକ୍ଷ ଓ ପ୍ରମାଣ ଆଧାରରେ JMFC ଅନୁରାଗ ଦେହୁରୀ ୩୦ଜଣ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡା ଦେଶ ସହିତ ଏକ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ୬ମାସ ଅଧିକା ଜେଲ ଦଣ୍ଡ ଭୋଗିବାକୁ ହେବ। ୩୦ଜଣରୁ କୋର୍ଟରେ ଅନୁପସ୍ଥିତ ଥିବା ୬ଜଣଙ୍କ ବିରୁଦ୍ଧରେ କୋର୍ଟ ପକ୍ଷରୁ NBW ଇସୁ କରାଯାଇଛି।

ଆହୁରି ପଢ଼ନ୍ତୁ: ମିରଟ୍ ବଦଳରେ ମଥୁରା ଜେଲରେ ମୁସ୍କାନକୁ ମିଳିପାରେ ଫାଶୀ !, ଜାଣନ୍ତୁ ଏହାର ପ୍ରକୃତ କାରଣ

ସୂଚନା ଅନୁଯାୟୀ, ସେତେବେଳେ ବଣ୍ଡାପିପିଲିର ଅତୁଲ ପରିଜାଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଆଜି ରାୟ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର