ଭିଜିଲାନ୍ସ ଜାଲରେ ଆରଏମସି ଇନିସପେକ୍ଟର, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

The Sakala Picture
Published On

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଆରଏମସି ଇନିସପେକ୍ଟର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସର୍ଗିପାଲି ରେଗୁଲେଟେଡ ମାର୍କେଟ କମିଟି ବା ଆରଏମସି ଇନିସପେକ୍ଟର ବନମାଳି ନାୟକଙ୍କ ଘରେ ଭିଜିଲାନ୍ସ  ଚଢାଉ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଟାଉନ କେନ୍ଦୁଆପଡ଼ା ତଳଶଙ୍କରା ମୌଜାରେ ଥିବା ୨ଟି ୩ ମହଲା କୋଠାରେ ରେଡ୍ ହୋଇଛି । ଡେଙ୍ଗିଭାଡ଼ିରେ ଥିବା ୨ ମହଲା କୋଠା, କିଞ୍ଜିରିକେଲା ଥାନା କୁକୁଡ଼ିଡ଼ିହିରେ ଥିବା […]

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଆରଏମସି ଇନିସପେକ୍ଟର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସର୍ଗିପାଲି ରେଗୁଲେଟେଡ ମାର୍କେଟ କମିଟି ବା ଆରଏମସି ଇନିସପେକ୍ଟର ବନମାଳି ନାୟକଙ୍କ ଘରେ ଭିଜିଲାନ୍ସ  ଚଢାଉ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଟାଉନ କେନ୍ଦୁଆପଡ଼ା ତଳଶଙ୍କରା ମୌଜାରେ ଥିବା ୨ଟି ୩ ମହଲା କୋଠାରେ ରେଡ୍ ହୋଇଛି । ଡେଙ୍ଗିଭାଡ଼ିରେ ଥିବା ୨ ମହଲା କୋଠା, କିଞ୍ଜିରିକେଲା ଥାନା କୁକୁଡ଼ିଡ଼ିହିରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ ଚାଲିଛି । ସରେଇକେଲାରେ ଥିବା ସମ୍ପର୍କୀୟଙ୍କ ଘର ଓ ଅଫିସ ଚାମ୍ବରରେ ମଧ୍ୟ ଯାଞ୍ଚ ଚଳାଇଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ସ୍ପେଶାଲ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ଜାରି ରହିଛି । ଭିଜିଲାନ୍ସର ଏହି ଚଢ଼ାଉରେ ୫ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

02 Apr 2022 By The Sakala

ଭିଜିଲାନ୍ସ ଜାଲରେ ଆରଏମସି ଇନିସପେକ୍ଟର, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଆରଏମସି ଇନିସପେକ୍ଟର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସର୍ଗିପାଲି ରେଗୁଲେଟେଡ ମାର୍କେଟ କମିଟି ବା ଆରଏମସି ଇନିସପେକ୍ଟର ବନମାଳି ନାୟକଙ୍କ ଘରେ ଭିଜିଲାନ୍ସ  ଚଢାଉ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଟାଉନ କେନ୍ଦୁଆପଡ଼ା ତଳଶଙ୍କରା ମୌଜାରେ ଥିବା ୨ଟି ୩ ମହଲା କୋଠାରେ ରେଡ୍ ହୋଇଛି । ଡେଙ୍ଗିଭାଡ଼ିରେ ଥିବା ୨ ମହଲା କୋଠା, କିଞ୍ଜିରିକେଲା ଥାନା କୁକୁଡ଼ିଡ଼ିହିରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ ଚାଲିଛି । ସରେଇକେଲାରେ ଥିବା ସମ୍ପର୍କୀୟଙ୍କ ଘର ଓ ଅଫିସ ଚାମ୍ବରରେ ମଧ୍ୟ ଯାଞ୍ଚ ଚଳାଇଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ସ୍ପେଶାଲ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ଜାରି ରହିଛି । ଭିଜିଲାନ୍ସର ଏହି ଚଢ଼ାଉରେ ୫ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର