STF କବଜାରେ ନିଶା ବେପାରୀ ଓ ଜଙ୍ଗଲ ତସ୍କରୀ

The Sakala Picture
Published On

ବୌଦ୍ଧ: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ନିଶା ବେପାରୀ ଓ ଜଙ୍ଗଲ ତସ୍କରୀ । ବୌଦ୍ଧ ପୁରୁଣା କଟକ ଚାରି ଛକରେ ଚଢାଉ ବେଳେ ନିଶା ବେପାରୀକୁ ଗିରଫ କରିଛି ଏସଟିଏଫ । ଏହି ଚଢାଉ ବେଳେ ୨କେଜି ଅଫିମ, ୨କେଜି ଗଞ୍ଜେଇ ପାଉଡପ ଓ ୬୦ ପ୍ୟାକେଟ ସିଗାରେଟ ଜବତ କରାଯାଇଛି। ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଗଞ୍ଜେଇ ପାଉଡ଼ର ମୂଲ୍ୟ ୫୦ହଜାର ଟଙ୍କା ବୋଲି ଜଣାପଡ଼ିଛି। ଅଧିକ ତଥ୍ୟ ପାଇଁ […]

ବୌଦ୍ଧ: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ନିଶା ବେପାରୀ ଓ ଜଙ୍ଗଲ ତସ୍କରୀ । ବୌଦ୍ଧ ପୁରୁଣା କଟକ ଚାରି ଛକରେ ଚଢାଉ ବେଳେ ନିଶା ବେପାରୀକୁ ଗିରଫ କରିଛି ଏସଟିଏଫ । ଏହି ଚଢାଉ ବେଳେ ୨କେଜି ଅଫିମ, ୨କେଜି ଗଞ୍ଜେଇ ପାଉଡପ ଓ ୬୦ ପ୍ୟାକେଟ ସିଗାରେଟ ଜବତ କରାଯାଇଛି। ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଗଞ୍ଜେଇ ପାଉଡ଼ର ମୂଲ୍ୟ ୫୦ହଜାର ଟଙ୍କା ବୋଲି ଜଣାପଡ଼ିଛି। ଅଧିକ ତଥ୍ୟ ପାଇଁ ପଚରା ଉଚରା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସେହିପରି ବୌଦ୍ଧ ପୁରୁଣା କଟକ ଅଞ୍ଚଳରେ ଚଢ଼ାଉ ବେଳେ ଜଣେ ଜଙ୍ଗଲ ତସ୍କରୀକୁ ମଧ୍ୟ ଗିରଫ କରିଛି ପୁଲିସ । ହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ ହୋଇଛି। ଏହି ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

18 Sep 2023 By The Sakala

STF କବଜାରେ ନିଶା ବେପାରୀ ଓ ଜଙ୍ଗଲ ତସ୍କରୀ

ବୌଦ୍ଧ: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ନିଶା ବେପାରୀ ଓ ଜଙ୍ଗଲ ତସ୍କରୀ । ବୌଦ୍ଧ ପୁରୁଣା କଟକ ଚାରି ଛକରେ ଚଢାଉ ବେଳେ ନିଶା ବେପାରୀକୁ ଗିରଫ କରିଛି ଏସଟିଏଫ । ଏହି ଚଢାଉ ବେଳେ ୨କେଜି ଅଫିମ, ୨କେଜି ଗଞ୍ଜେଇ ପାଉଡପ ଓ ୬୦ ପ୍ୟାକେଟ ସିଗାରେଟ ଜବତ କରାଯାଇଛି। ଜବତ ଅଫିମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ଗଞ୍ଜେଇ ପାଉଡ଼ର ମୂଲ୍ୟ ୫୦ହଜାର ଟଙ୍କା ବୋଲି ଜଣାପଡ଼ିଛି। ଅଧିକ ତଥ୍ୟ ପାଇଁ ପଚରା ଉଚରା ଜାରି ରହିଛି।

ସେହିପରି ବୌଦ୍ଧ ପୁରୁଣା କଟକ ଅଞ୍ଚଳରେ ଚଢ଼ାଉ ବେଳେ ଜଣେ ଜଙ୍ଗଲ ତସ୍କରୀକୁ ମଧ୍ୟ ଗିରଫ କରିଛି ପୁଲିସ । ହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ ହୋଇଛି। ଏହି ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର