କ୍ରାଇମବ୍ରାଞ୍ଚ ଓ ଆରପିଏଫର ମିଳିତ ଚଢ଼ାଉ: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୧୫କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ କିନ୍ନର ଗିରିଫ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇକୁ  କିନ୍ନର କରୁଥିଲେ ଚାଲା । ଟ୍ରେନ୍ ଯୋଗେ ଅହମଦାବାଦ ଗଞ୍ଜେଇ ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଓ ଭୁବନେଶ୍ୱର ଆରପିଏଫର ମିଳିତ ଚଢ଼ାଉ ବେଳେ ଧରା ପଡ଼ିଛନ୍ତି କିନ୍ନର । ପୁରୀ-ଗୁଜରାଟ ଗାନ୍ଧିଧାମ ଏକ୍ସପ୍ରେସରେ ଅହମଦାବାଦ ଗଞ୍ଜେଇ ଚାଲାଣ କରୁଥିଲେ । ଭୁବନେଶ୍ୱର ରେଳ ଷ୍ଟେସନର ରେଲୱେ ମେଲ୍ ସର୍ଭିସ ଅଫିସ ସାମ୍ନାରୁ ୨ ଜଣ କିନ୍ନର ଗଞ୍ଜେଇ ସହ ଧରା ପଡ଼ିଛନ୍ତି । ସେମାନେ […]

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇକୁ  କିନ୍ନର କରୁଥିଲେ ଚାଲା । ଟ୍ରେନ୍ ଯୋଗେ ଅହମଦାବାଦ ଗଞ୍ଜେଇ ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଓ ଭୁବନେଶ୍ୱର ଆରପିଏଫର ମିଳିତ ଚଢ଼ାଉ ବେଳେ ଧରା ପଡ଼ିଛନ୍ତି କିନ୍ନର । ପୁରୀ-ଗୁଜରାଟ ଗାନ୍ଧିଧାମ ଏକ୍ସପ୍ରେସରେ ଅହମଦାବାଦ ଗଞ୍ଜେଇ ଚାଲାଣ କରୁଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ଭୁବନେଶ୍ୱର ରେଳ ଷ୍ଟେସନର ରେଲୱେ ମେଲ୍ ସର୍ଭିସ ଅଫିସ ସାମ୍ନାରୁ ୨ ଜଣ କିନ୍ନର ଗଞ୍ଜେଇ ସହ ଧରା ପଡ଼ିଛନ୍ତି । ସେମାନେ ହ୍ୟାଣ୍ଡବ୍ୟାଗ ଓ ସୁଟକେସରେ ଗଞ୍ଜେଇ ନେଉଥିଲେ । ଅଭିଯୁକ୍ତ ଦୁହେଁ ହେଲେ ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା ଏବଂ ଅନ୍ୟଜଣେ ବସନ୍ତ ସ୍ୱାଇଁ ଓରଫ ବାସନ୍ତୀ । ଦୁଇ ଜଣଙ୍କଠାରୁ ୧୫ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଦୁହେଁ ସୋମବାର ପ୍ରଶାନ୍ତି ଏକ୍ସପ୍ରେସରେ ବାଲୁଗାଁରୁ ଗଞ୍ଜେଇ ଆଣି ଭୁବନେଶ୍ୱର ଆସିଥିଲେ । ପରେ ଗାନ୍ଧୀଧାମ ଏକ୍ସପ୍ରେସରେ ସୋମବାର ରାତି ୯ଟାରେ ଭୁବନେଶ୍ୱର ଷ୍ଟେସନରୁ ଅହମଦାବାଦ ଅଭିମୁଖେ ଯାଇଥାନ୍ତେ । ତା’ପୂର୍ବରୁ ସୂଚନା ପାଇ ରାତି ୮ଟା ସମୟରେ ଗଞ୍ଜେଇ ସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି ।

29 Jun 2021 By The Sakala

କ୍ରାଇମବ୍ରାଞ୍ଚ ଓ ଆରପିଏଫର ମିଳିତ ଚଢ଼ାଉ: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୧୫କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ କିନ୍ନର ଗିରିଫ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇକୁ  କିନ୍ନର କରୁଥିଲେ ଚାଲା । ଟ୍ରେନ୍ ଯୋଗେ ଅହମଦାବାଦ ଗଞ୍ଜେଇ ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଓ ଭୁବନେଶ୍ୱର ଆରପିଏଫର ମିଳିତ ଚଢ଼ାଉ ବେଳେ ଧରା ପଡ଼ିଛନ୍ତି କିନ୍ନର । ପୁରୀ-ଗୁଜରାଟ ଗାନ୍ଧିଧାମ ଏକ୍ସପ୍ରେସରେ ଅହମଦାବାଦ ଗଞ୍ଜେଇ ଚାଲାଣ କରୁଥିଲେ ।

ଭୁବନେଶ୍ୱର ରେଳ ଷ୍ଟେସନର ରେଲୱେ ମେଲ୍ ସର୍ଭିସ ଅଫିସ ସାମ୍ନାରୁ ୨ ଜଣ କିନ୍ନର ଗଞ୍ଜେଇ ସହ ଧରା ପଡ଼ିଛନ୍ତି । ସେମାନେ ହ୍ୟାଣ୍ଡବ୍ୟାଗ ଓ ସୁଟକେସରେ ଗଞ୍ଜେଇ ନେଉଥିଲେ । ଅଭିଯୁକ୍ତ ଦୁହେଁ ହେଲେ ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା ଏବଂ ଅନ୍ୟଜଣେ ବସନ୍ତ ସ୍ୱାଇଁ ଓରଫ ବାସନ୍ତୀ । ଦୁଇ ଜଣଙ୍କଠାରୁ ୧୫ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ।

ଦୁହେଁ ସୋମବାର ପ୍ରଶାନ୍ତି ଏକ୍ସପ୍ରେସରେ ବାଲୁଗାଁରୁ ଗଞ୍ଜେଇ ଆଣି ଭୁବନେଶ୍ୱର ଆସିଥିଲେ । ପରେ ଗାନ୍ଧୀଧାମ ଏକ୍ସପ୍ରେସରେ ସୋମବାର ରାତି ୯ଟାରେ ଭୁବନେଶ୍ୱର ଷ୍ଟେସନରୁ ଅହମଦାବାଦ ଅଭିମୁଖେ ଯାଇଥାନ୍ତେ । ତା’ପୂର୍ବରୁ ସୂଚନା ପାଇ ରାତି ୮ଟା ସମୟରେ ଗଞ୍ଜେଇ ସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର