ହାତ ଗୋଡ ବାନ୍ଧି ଲୁଟିଲେ ଦୁର୍ବୃତ୍ତ: ୨୫ ଭରି ସୁନା, ୨ କେଜି ରୂପା, ୩୦ହଜାର ଟଙ୍କା ଓ ୪ଟି ମୋବାଇଲ ଲୁଟ୍

The Sakala Picture
Published On

ରାୟଗଡ଼ା: ରାୟଗଡ଼ାରେ ବଡ଼ ଧରଣର ଲୁଟ୍ । ସାଇପ୍ରିୟା ନଗରର ଏମ.ଭେଙ୍କେଟ ରାବନାଙ୍କ ଘରୁ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି । ଘର ମାଲିକଙ୍କ ହାତ ଗୋଡ଼ ବାନ୍ଧି ଲୁଟିଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ପ୍ରାୟ ୧୦ରୁ ଅଧିକ ଡ଼କାୟତ ଘରର ଝରକା ଭାଙ୍ଗି ୨୫ ଭରି ସୁନା ଅଳଙ୍କାର, ୨ କେଜି ରୂପା, ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଲୁଟି ନେଇଛନ୍ତି । ୮ ଜଣ ଡକାୟତ […]

ରାୟଗଡ଼ା: ରାୟଗଡ଼ାରେ ବଡ଼ ଧରଣର ଲୁଟ୍ । ସାଇପ୍ରିୟା ନଗରର ଏମ.ଭେଙ୍କେଟ ରାବନାଙ୍କ ଘରୁ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି । ଘର ମାଲିକଙ୍କ ହାତ ଗୋଡ଼ ବାନ୍ଧି ଲୁଟିଲେ ଦୁର୍ବୃତ୍ତ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନା ଅନୁଯାୟୀ, ପ୍ରାୟ ୧୦ରୁ ଅଧିକ ଡ଼କାୟତ ଘରର ଝରକା ଭାଙ୍ଗି ୨୫ ଭରି ସୁନା ଅଳଙ୍କାର, ୨ କେଜି ରୂପା, ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଲୁଟି ନେଇଛନ୍ତି । ୮ ଜଣ ଡକାୟତ ଘରେ ପଶି ଥିବାବେଳେ ୨ ଜଣ ଘର ବାହାରେ ଜଗିଥିଲେ । ଡକାୟତମାନେ ଘରର ଝରକା ଭାଙ୍ଗି ଘରେ ପଶି ପରିବାର ସଦସ୍ୟଙ୍କ ଗୋଡ଼ ଓ ହାତ ବାନ୍ଧି ଲୁଟ୍ କରିଥିଲେ । ପାଟି କରିଲେ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଘରେ ଥିବା ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟ୍ କରିଥିଲେ ଡକାୟତ । ଏହି ଘଟଣା ପରେ ରାୟଗଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

02 Apr 2022 By The Sakala

ହାତ ଗୋଡ ବାନ୍ଧି ଲୁଟିଲେ ଦୁର୍ବୃତ୍ତ: ୨୫ ଭରି ସୁନା, ୨ କେଜି ରୂପା, ୩୦ହଜାର ଟଙ୍କା ଓ ୪ଟି ମୋବାଇଲ ଲୁଟ୍

ରାୟଗଡ଼ା: ରାୟଗଡ଼ାରେ ବଡ଼ ଧରଣର ଲୁଟ୍ । ସାଇପ୍ରିୟା ନଗରର ଏମ.ଭେଙ୍କେଟ ରାବନାଙ୍କ ଘରୁ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି । ଘର ମାଲିକଙ୍କ ହାତ ଗୋଡ଼ ବାନ୍ଧି ଲୁଟିଲେ ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, ପ୍ରାୟ ୧୦ରୁ ଅଧିକ ଡ଼କାୟତ ଘରର ଝରକା ଭାଙ୍ଗି ୨୫ ଭରି ସୁନା ଅଳଙ୍କାର, ୨ କେଜି ରୂପା, ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଲୁଟି ନେଇଛନ୍ତି । ୮ ଜଣ ଡକାୟତ ଘରେ ପଶି ଥିବାବେଳେ ୨ ଜଣ ଘର ବାହାରେ ଜଗିଥିଲେ । ଡକାୟତମାନେ ଘରର ଝରକା ଭାଙ୍ଗି ଘରେ ପଶି ପରିବାର ସଦସ୍ୟଙ୍କ ଗୋଡ଼ ଓ ହାତ ବାନ୍ଧି ଲୁଟ୍ କରିଥିଲେ । ପାଟି କରିଲେ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଘରେ ଥିବା ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟ୍ କରିଥିଲେ ଡକାୟତ । ଏହି ଘଟଣା ପରେ ରାୟଗଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

https://www.thesakala.in/crime/robbery-in-rayagada/article-10446
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର