ପୂଜା ମଣ୍ଡପରେ ମାତିଛନ୍ତି ଲୁଟେରା: ରାଜଧାନୀରୁ ବ୍ଲେଡ ଗ୍ଯାଙ୍ଗ ଓ ଜଣେ ଲେଡି ଲୁଟେରା ଗିରଫ୍

The Sakala Picture
Published On

ଭୁବନେଶ୍ବର: ପାର୍ବଣରେ ମାତିଛନ୍ତି ଦୁର୍ବୃତ୍ତ। ଦୁର୍ଗାପୂଜା ଭିଡ଼ର ଉଠାଉଛନ୍ତି ଫାଇଦା ।  ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରେ ଚୋରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଏକ ବ୍ଲେଡ୍ ଗ୍ଯାଙ୍ଗ ଠାବ ହୋଇଛି। ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରୁ ଚୋରି କରୁଥିଲେ ଏହି ବ୍ଲେଡ ଗ୍ୟାଙ୍ଗ । ଉକ୍ତ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ କାବୁ କରିଛି ପୁଲିସ । ସେମାନଙ୍କ ଠାରୁ ବ୍ଲେଡ୍ ଜବତ୍ ହୋଛି। ଏହି […]

ଭୁବନେଶ୍ବର: ପାର୍ବଣରେ ମାତିଛନ୍ତି ଦୁର୍ବୃତ୍ତ। ଦୁର୍ଗାପୂଜା ଭିଡ଼ର ଉଠାଉଛନ୍ତି ଫାଇଦା ।  ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରେ ଚୋରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଏକ ବ୍ଲେଡ୍ ଗ୍ଯାଙ୍ଗ ଠାବ ହୋଇଛି। ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରୁ ଚୋରି କରୁଥିଲେ ଏହି ବ୍ଲେଡ ଗ୍ୟାଙ୍ଗ । ଉକ୍ତ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ କାବୁ କରିଛି ପୁଲିସ । ସେମାନଙ୍କ ଠାରୁ ବ୍ଲେଡ୍ ଜବତ୍ ହୋଛି। ଏହି ବ୍ଲେଡ ଗ୍ଯାଙ୍ଗରେ ଦୁଇ ଜଣ ବଙ୍ଗୀୟ ଓ ୪ ଜଣ ବିହାରର ରହିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

ସେହିପରି ଜଣେ ଲେଡି ଲୁଟେରା ପୂଜା ମଣ୍ଡପରୁ ଗିରଫ ହୋଇଛନ୍ତି। ଦର୍ଶନ ବାହାନାରେ ଲୋକଙ୍କୁ ଟାର୍ଗେର୍ଟ କରୁଥିେଲେ। ସିସିଟିଭିରେ ଚୋରି ବେଳରେ ଚିତ୍ର କଏଦ ହୋଇଥିଲା। ପୂଜା କମିଟି ସିସିଟିଭିରୁ ଦେଖି ପୁଲିସକୁ ଜିମା ଦେଇଥିଲେ। ମଞ୍ଚେଶ୍ୱର ଥାନା ଉକ୍ତ ମହିଳା ଜଣଙ୍କୁ ଅଟର ରଖି ପଚରା ଉଚରା କରୁଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

03 Oct 2022 By The Sakala

ପୂଜା ମଣ୍ଡପରେ ମାତିଛନ୍ତି ଲୁଟେରା: ରାଜଧାନୀରୁ ବ୍ଲେଡ ଗ୍ଯାଙ୍ଗ ଓ ଜଣେ ଲେଡି ଲୁଟେରା ଗିରଫ୍

ଭୁବନେଶ୍ବର: ପାର୍ବଣରେ ମାତିଛନ୍ତି ଦୁର୍ବୃତ୍ତ। ଦୁର୍ଗାପୂଜା ଭିଡ଼ର ଉଠାଉଛନ୍ତି ଫାଇଦା ।  ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରେ ଚୋରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଏକ ବ୍ଲେଡ୍ ଗ୍ଯାଙ୍ଗ ଠାବ ହୋଇଛି। ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରୁ ଚୋରି କରୁଥିଲେ ଏହି ବ୍ଲେଡ ଗ୍ୟାଙ୍ଗ । ଉକ୍ତ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ କାବୁ କରିଛି ପୁଲିସ । ସେମାନଙ୍କ ଠାରୁ ବ୍ଲେଡ୍ ଜବତ୍ ହୋଛି। ଏହି ବ୍ଲେଡ ଗ୍ଯାଙ୍ଗରେ ଦୁଇ ଜଣ ବଙ୍ଗୀୟ ଓ ୪ ଜଣ ବିହାରର ରହିଥିବା ଜଣାପଡ଼ିଛି ।

ସେହିପରି ଜଣେ ଲେଡି ଲୁଟେରା ପୂଜା ମଣ୍ଡପରୁ ଗିରଫ ହୋଇଛନ୍ତି। ଦର୍ଶନ ବାହାନାରେ ଲୋକଙ୍କୁ ଟାର୍ଗେର୍ଟ କରୁଥିେଲେ। ସିସିଟିଭିରେ ଚୋରି ବେଳରେ ଚିତ୍ର କଏଦ ହୋଇଥିଲା। ପୂଜା କମିଟି ସିସିଟିଭିରୁ ଦେଖି ପୁଲିସକୁ ଜିମା ଦେଇଥିଲେ। ମଞ୍ଚେଶ୍ୱର ଥାନା ଉକ୍ତ ମହିଳା ଜଣଙ୍କୁ ଅଟର ରଖି ପଚରା ଉଚରା କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର