ଆଇପିଏଲ ବେଟିଂ ଅଭିଯୋଗରେ ୬ ଅଭିଯୁକ୍ତକୁ ଗିରଫ କଲା ପୁଲିସ

The Sakala Picture
Published On

ରାଉରକେଲା: ଆରମ୍ଭ ହୋଇଛି ଆଇଏପିଏଲ୍। ଏହାରି ମଧ୍ୟରେ ଜୋରଦାର ଆରମ୍ଭ ହୋଇଯାଇଛି ବେଟିଂ କାରବାର। ଏହି ବେଟିଂ କାରବାର କରୁଥିବା ଅଭିଯୋଗରେ ୬ ଅଭିଯୁକ୍ତକୁ ଗିରଫ କରିଛି ରଘୁନାଥପାଲି ଥାନା ପୁଲିସ। ଅଭିଯୁକ୍ତଙ୍କ ଠାରୁ ୨୦ ଟି ମୋବାଇଲ ଫୋନ, ଦୁଇଟି ଲାପଟପ, ୪ଟି ଏଟିଏମ କାର୍ଡ ଜବତ କରିଛି ପୁଲିସ। ଏହି ବେଟିଂ କାରବାରରେ ସମ୍ପୃକ୍ତ ଥିବା ୮ ଟି ବ୍ୟାଙ୍କ ଏକାଉଣ୍ଟ୍ ଫ୍ରିଜ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଉତ୍ତର ପ୍ରଦେଶ, ଛତିସଗଡ ଓ […]

ରାଉରକେଲା: ଆରମ୍ଭ ହୋଇଛି ଆଇଏପିଏଲ୍। ଏହାରି ମଧ୍ୟରେ ଜୋରଦାର ଆରମ୍ଭ ହୋଇଯାଇଛି ବେଟିଂ କାରବାର। ଏହି ବେଟିଂ କାରବାର କରୁଥିବା ଅଭିଯୋଗରେ ୬ ଅଭିଯୁକ୍ତକୁ ଗିରଫ କରିଛି ରଘୁନାଥପାଲି ଥାନା ପୁଲିସ। ଅଭିଯୁକ୍ତଙ୍କ ଠାରୁ ୨୦ ଟି ମୋବାଇଲ ଫୋନ, ଦୁଇଟି ଲାପଟପ, ୪ଟି ଏଟିଏମ କାର୍ଡ ଜବତ କରିଛି ପୁଲିସ। ଏହି ବେଟିଂ କାରବାରରେ ସମ୍ପୃକ୍ତ ଥିବା ୮ ଟି ବ୍ୟାଙ୍କ ଏକାଉଣ୍ଟ୍ ଫ୍ରିଜ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଉତ୍ତର ପ୍ରଦେଶ, ଛତିସଗଡ ଓ ମହାରାଷ୍ଟ୍ର ଅଞ୍ଚଳର ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

06 Apr 2023 By The Sakala

ଆଇପିଏଲ ବେଟିଂ ଅଭିଯୋଗରେ ୬ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ରାଉରକେଲା: ଆରମ୍ଭ ହୋଇଛି ଆଇଏପିଏଲ୍। ଏହାରି ମଧ୍ୟରେ ଜୋରଦାର ଆରମ୍ଭ ହୋଇଯାଇଛି ବେଟିଂ କାରବାର। ଏହି ବେଟିଂ କାରବାର କରୁଥିବା ଅଭିଯୋଗରେ ୬ ଅଭିଯୁକ୍ତକୁ ଗିରଫ କରିଛି ରଘୁନାଥପାଲି ଥାନା ପୁଲିସ। ଅଭିଯୁକ୍ତଙ୍କ ଠାରୁ ୨୦ ଟି ମୋବାଇଲ ଫୋନ, ଦୁଇଟି ଲାପଟପ, ୪ଟି ଏଟିଏମ କାର୍ଡ ଜବତ କରିଛି ପୁଲିସ। ଏହି ବେଟିଂ କାରବାରରେ ସମ୍ପୃକ୍ତ ଥିବା ୮ ଟି ବ୍ୟାଙ୍କ ଏକାଉଣ୍ଟ୍ ଫ୍ରିଜ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଉତ୍ତର ପ୍ରଦେଶ, ଛତିସଗଡ ଓ ମହାରାଷ୍ଟ୍ର ଅଞ୍ଚଳର ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର