ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ, ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିଶ

The Sakala Picture
Published On

ଭୁବନେଶ୍ୱର: ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ। ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କଲା ପୁଲିଶ। ପାହାଳ ଥାନା ହଂସପାଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ହୋଇଥିଲା ଉଦ୍ୟମ। ବସନ୍ତ ପ୍ରଧାନ, ସାଗର ଭୋଇ, ଗୁରୁ ଚରଣ ମଲିକକୁ ଗିରଫ କଲା ପୁଲିଶ। ଶନିବାର ରାତିରେ ବ୍ୟାଙ୍କର ସ୍କାଏ ଲାଇଟ ଭାଙ୍ଗି ଭିତରେ ପଶିଥିଲେ। ଷ୍ଟ୍ରଙ୍ଗରୁମ କବାଟ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ। ହେଲେ ଲୁଟରେ ବିଫଳ ହେବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ପୁଲିଶ […]

ଭୁବନେଶ୍ୱର: ବ୍ୟାଙ୍କ ଲୁଟ ଉଦ୍ୟମ ପଣ୍ଡ। ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କଲା ପୁଲିଶ। ପାହାଳ ଥାନା ହଂସପାଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ହୋଇଥିଲା ଉଦ୍ୟମ। ବସନ୍ତ ପ୍ରଧାନ, ସାଗର ଭୋଇ, ଗୁରୁ ଚରଣ ମଲିକକୁ ଗିରଫ କଲା ପୁଲିଶ। ଶନିବାର ରାତିରେ ବ୍ୟାଙ୍କର ସ୍କାଏ ଲାଇଟ ଭାଙ୍ଗି ଭିତରେ ପଶିଥିଲେ। ଷ୍ଟ୍ରଙ୍ଗରୁମ କବାଟ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ। ହେଲେ ଲୁଟରେ ବିଫଳ ହେବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ପୁଲିଶ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଶାବଳ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କଲା ପୁଲିଶ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର