ଦୁର୍ଦ୍ଦାନ୍ତ ଅପରାଧୀ ରାକାକୁ କମିଶନରେଟ ପୋଲିସର ଏନକାଉଣ୍ଟର

The Sakala Picture
Published On

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ କୁ କମିଶନରେଟ ପୋଲିସର ଏନକାଉଣ୍ଟର । କନ୍ଦରପୁର ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଆଜି ସକାଳୁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଦୁର୍ଦ୍ଦାନ୍ତ ଅପରାଧୀ ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ସହ ବାଇକ୍ ଜବତ କରିଛି କନ୍ଦରପୁର ଥାନା ପୋଲିସ । ଏକ ଅପରାଧିକ ମାମଲାରେ ପୋଲିସ ତାକୁ ଖୋଜୁଥିଲା । ଆଜି ସକାଳ ପ୍ରାୟ ୬ଟା ୩୦ ସମୟରେ ରାକା ଜଗତସିଂହପୁରରୁ କଟକ […]

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ କୁ କମିଶନରେଟ ପୋଲିସର ଏନକାଉଣ୍ଟର । କନ୍ଦରପୁର ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଆଜି ସକାଳୁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଦୁର୍ଦ୍ଦାନ୍ତ ଅପରାଧୀ ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ସହ ବାଇକ୍ ଜବତ କରିଛି କନ୍ଦରପୁର ଥାନା ପୋଲିସ । ଏକ ଅପରାଧିକ ମାମଲାରେ ପୋଲିସ ତାକୁ ଖୋଜୁଥିଲା । ଆଜି ସକାଳ ପ୍ରାୟ ୬ଟା ୩୦ ସମୟରେ ରାକା ଜଗତସିଂହପୁରରୁ କଟକ ଆସୁଥିଲା । ଖବର ପାଇ ପୋଲିସ ପରମହଂସ-ଅଠାଙ୍ଗ ୪୨ ନମ୍ବର ମଉଜା ନଇ ବନ୍ଧରେ ରାକାର ପିଛା କରିଥିଲା ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ରାକା । ପୋଲିସର ପାଲଟା ଗୁଳି ରାକାର ଗୋଡ଼ରେ ବାଜିଛି । ରାକାକୁ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳି ବିନିମୟ ବେଳେ କନ୍ଦରପୁର ଥାନା ଆଇଆଇସି ଓ ଏସଆଇ ମଧ୍ୟ ଆହାତ ହୋଇଛନ୍ତି । ରାକା ଏକାଧିକ ଅପରାଧରେ ଜଡ଼ିତ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । କଟକ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ରାକା ବିରୋଧରେ ରହିଛି ସଂଗୀନ ମାମଲା ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

16 Oct 2021 By The Sakala

ଦୁର୍ଦ୍ଦାନ୍ତ ଅପରାଧୀ ରାକାକୁ କମିଶନରେଟ ପୋଲିସର ଏନକାଉଣ୍ଟର

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ କୁ କମିଶନରେଟ ପୋଲିସର ଏନକାଉଣ୍ଟର । କନ୍ଦରପୁର ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଆଜି ସକାଳୁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଦୁର୍ଦ୍ଦାନ୍ତ ଅପରାଧୀ ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ସହ ବାଇକ୍ ଜବତ କରିଛି କନ୍ଦରପୁର ଥାନା ପୋଲିସ । ଏକ ଅପରାଧିକ ମାମଲାରେ ପୋଲିସ ତାକୁ ଖୋଜୁଥିଲା । ଆଜି ସକାଳ ପ୍ରାୟ ୬ଟା ୩୦ ସମୟରେ ରାକା ଜଗତସିଂହପୁରରୁ କଟକ ଆସୁଥିଲା । ଖବର ପାଇ ପୋଲିସ ପରମହଂସ-ଅଠାଙ୍ଗ ୪୨ ନମ୍ବର ମଉଜା ନଇ ବନ୍ଧରେ ରାକାର ପିଛା କରିଥିଲା ।

ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ରାକା । ପୋଲିସର ପାଲଟା ଗୁଳି ରାକାର ଗୋଡ଼ରେ ବାଜିଛି । ରାକାକୁ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳି ବିନିମୟ ବେଳେ କନ୍ଦରପୁର ଥାନା ଆଇଆଇସି ଓ ଏସଆଇ ମଧ୍ୟ ଆହାତ ହୋଇଛନ୍ତି । ରାକା ଏକାଧିକ ଅପରାଧରେ ଜଡ଼ିତ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । କଟକ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ରାକା ବିରୋଧରେ ରହିଛି ସଂଗୀନ ମାମଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର