ପୁଲିସ ନାଁ କହି ଲୁଟିନେଲେ ଅଦୃଶ୍ୟ ଠକ: ଘର ଭିତରେ ବନ୍ଦୀ କରି ରଖିବାସହ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା

The Sakala Picture
Published On

ଭୁବନେଶ୍ବର: ପୁଲିସ ନାଁ କହି ଲୁଟିନେଲା ଠକ। ରାଜଧାନୀରୁ ଫିଲ୍ମ ଷ୍ଟାଇଲରେ ସାଇବର ଲୁଟ।  ନିଜକୁ ପୁଲିସ ଅଫିସରର ପରିଚୟ ଦେଇ ସଫ୍ଟୱାର ଇଞ୍ଜିନିୟରଙ୍କୁ ଘର ଭିତରେ ୩ ଦିନ ଧରି ବନ୍ଦୀ କରିକି ରଖିଲେ। ଅପରାଧୀ ଦର୍ଶାଇ ତାଙ୍କୁ ଟଙ୍କା ଦେଇ ସମାଧାନର ସୂତ୍ର ବି ଦେଲେ।  ଘର ଭିତରେ ନିଜ ପତ୍ନୀ ଓ ଛୁଆଙ୍କ ସହ ଥାଇ ମଧ୍ୟ ତାଙ୍କୁ ଏକୁଟିଆ ନ ରହିଲେ ଗିରଫ କରିବାକୁ ଧମକ ଦେଲ ।  ସ୍କାଇପିରେ ଭିଡ଼ିଓ […]

ଭୁବନେଶ୍ବର: ପୁଲିସ ନାଁ କହି ଲୁଟିନେଲା ଠକ। ରାଜଧାନୀରୁ ଫିଲ୍ମ ଷ୍ଟାଇଲରେ ସାଇବର ଲୁଟ।  ନିଜକୁ ପୁଲିସ ଅଫିସରର ପରିଚୟ ଦେଇ ସଫ୍ଟୱାର ଇଞ୍ଜିନିୟରଙ୍କୁ ଘର ଭିତରେ ୩ ଦିନ ଧରି ବନ୍ଦୀ କରିକି ରଖିଲେ। ଅପରାଧୀ ଦର୍ଶାଇ ତାଙ୍କୁ ଟଙ୍କା ଦେଇ ସମାଧାନର ସୂତ୍ର ବି ଦେଲେ।  ଘର ଭିତରେ ନିଜ ପତ୍ନୀ ଓ ଛୁଆଙ୍କ ସହ ଥାଇ ମଧ୍ୟ ତାଙ୍କୁ ଏକୁଟିଆ ନ ରହିଲେ ଗିରଫ କରିବାକୁ ଧମକ ଦେଲ ।  ସ୍କାଇପିରେ ଭିଡ଼ିଓ କଲ କରି, ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଲୁଟ କଲେ ସାଇବ ଲୁଟେରା।  ଆକାଉଣ୍ଟରେ ଥିବା ଦେଢ଼ ଲକ୍ଷ ଟଙ୍କା ଲୁଟ କରିବା ପରେ ବି ଲୁଟେରାଙ୍କ ଦୌରାତ୍ମ କମି ନ ଥିଲା। ପାର୍ଶଲ ଆସିଛି ଯେଉଁଥିରେ ଡ୍ରଗସ୍ ଯାଉଥିଲା କିମ୍ବା ଆପଣଙ୍କ ଆଧାର ଓ ପ୍ୟାନ କାର୍ଡ ବ୍ୟବହାର କରି ଲୋନ କରାଯାଇଛି ବୋଲି ଅଦୃଶ୍ୟ ଠକ କହିଥିଲେ।  ଯାହାକୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ ହୋଇଛି କହି ଛୁ ମାରିଛି ସାଇବର ଲୁଟେରା।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

05 Oct 2024 By The Sakala

ପୁଲିସ ନାଁ କହି ଲୁଟିନେଲେ ଅଦୃଶ୍ୟ ଠକ: ଘର ଭିତରେ ବନ୍ଦୀ କରି ରଖିବାସହ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା

ଭୁବନେଶ୍ବର: ପୁଲିସ ନାଁ କହି ଲୁଟିନେଲା ଠକ। ରାଜଧାନୀରୁ ଫିଲ୍ମ ଷ୍ଟାଇଲରେ ସାଇବର ଲୁଟ।  ନିଜକୁ ପୁଲିସ ଅଫିସରର ପରିଚୟ ଦେଇ ସଫ୍ଟୱାର ଇଞ୍ଜିନିୟରଙ୍କୁ ଘର ଭିତରେ ୩ ଦିନ ଧରି ବନ୍ଦୀ କରିକି ରଖିଲେ। ଅପରାଧୀ ଦର୍ଶାଇ ତାଙ୍କୁ ଟଙ୍କା ଦେଇ ସମାଧାନର ସୂତ୍ର ବି ଦେଲେ।  ଘର ଭିତରେ ନିଜ ପତ୍ନୀ ଓ ଛୁଆଙ୍କ ସହ ଥାଇ ମଧ୍ୟ ତାଙ୍କୁ ଏକୁଟିଆ ନ ରହିଲେ ଗିରଫ କରିବାକୁ ଧମକ ଦେଲ ।  ସ୍କାଇପିରେ ଭିଡ଼ିଓ କଲ କରି, ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଲୁଟ କଲେ ସାଇବ ଲୁଟେରା।  ଆକାଉଣ୍ଟରେ ଥିବା ଦେଢ଼ ଲକ୍ଷ ଟଙ୍କା ଲୁଟ କରିବା ପରେ ବି ଲୁଟେରାଙ୍କ ଦୌରାତ୍ମ କମି ନ ଥିଲା। ପାର୍ଶଲ ଆସିଛି ଯେଉଁଥିରେ ଡ୍ରଗସ୍ ଯାଉଥିଲା କିମ୍ବା ଆପଣଙ୍କ ଆଧାର ଓ ପ୍ୟାନ କାର୍ଡ ବ୍ୟବହାର କରି ଲୋନ କରାଯାଇଛି ବୋଲି ଅଦୃଶ୍ୟ ଠକ କହିଥିଲେ।  ଯାହାକୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ ହୋଇଛି କହି ଛୁ ମାରିଛି ସାଇବର ଲୁଟେରା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର