ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି, ଲାଞ୍ଚ ନେଲାବେଳେ ମାଡ଼ିବସିଲା ଭିଜିଲାନ୍ସ

The Sakala Picture
Published On

ଭୁବନେଶ୍ବର: ଭିଜଲାନ୍ସ ଜାଲଲେ କନିଷ୍ଠ କିରାଣି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲର କନିଷ୍ଠ କିରାଣି ଗୋଲେଖ ନାୟକ ନାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଭିଯୋଗକାରୀଙ୍କ ଠାରୁ ତାଙ୍କ ଜମିର ସୀମା ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେବା ତଥା ଫାଇଲ୍ ପ୍ରୋସେସ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏହି ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଅଭିଯୋଗପରେ ଭିଜିଲାନ୍ସ  ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରି ଆଜି ଲାଞ୍ଚୁଆ କନିଷ୍ଠ କିରାଣି ଗୋଲେଖ ନାୟକଙ୍କୁ […]

ଭୁବନେଶ୍ବର: ଭିଜଲାନ୍ସ ଜାଲଲେ କନିଷ୍ଠ କିରାଣି। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ତହସିଲର କନିଷ୍ଠ କିରାଣି ଗୋଲେଖ ନାୟକ ନାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଭିଯୋଗକାରୀଙ୍କ ଠାରୁ ତାଙ୍କ ଜମିର ସୀମା ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦେବା ତଥା ଫାଇଲ୍ ପ୍ରୋସେସ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏହି ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଅଭିଯୋଗପରେ ଭିଜିଲାନ୍ସ  ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରି ଆଜି ଲାଞ୍ଚୁଆ କନିଷ୍ଠ କିରାଣି ଗୋଲେଖ ନାୟକଙ୍କୁ ଗିରଫ କରିଥିଲେ। ଲାଞ୍ଚ ଟଙ୍କା ଜବତ କରାଯାଥିବାବେଳେ ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର