ଖୋର୍ଦ୍ଧା କ୍ରାଇମବ୍ରାଞ୍ଚ ଏସଟିଏଫକୁ ବଡ ସଫଳତା: ୧୦ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ ସହ ୨ ଆନ୍ତରାଜ୍ୟ ବନ୍ଧୁକ ବେପାରୀ ଗିରଫ

The Sakala Picture
Published On

ଖୋର୍ଦ୍ଧା: ଖୋର୍ଦ୍ଧା ରଣପୁର ସିକୋ ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍‌ର ଚଢ଼ାଉ। ଚଢ଼ାଉ ବେଳେ ୧୦ଟି ବନ୍ଧୁକ ଜବତ କରିବା ସହ ୨ଜଣ ଆନ୍ତରାଜ୍ୟ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କରିଛି ଏସଟିଏଫ । ଏହି ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ୍ ବନ୍ଧୁକ କାରବାର ହେଉଥିବା ଖବର ପାଇଁ ଏସଟିଏଫ ଟିମ୍ ଚଢ଼ାଉ କରିଥିଲା । ତେବେ ବନ୍ଧୁକ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ୨ ଜଣ ବ୍ୟବସାୟୀଙ୍କୁ ଟିମ୍‌ କାବୁ କରିଥିଲା । ଏହାସହ […]

ଖୋର୍ଦ୍ଧା: ଖୋର୍ଦ୍ଧା ରଣପୁର ସିକୋ ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍‌ର ଚଢ଼ାଉ। ଚଢ଼ାଉ ବେଳେ ୧୦ଟି ବନ୍ଧୁକ ଜବତ କରିବା ସହ ୨ଜଣ ଆନ୍ତରାଜ୍ୟ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କରିଛି ଏସଟିଏଫ ।

ଆହୁରି ପଢ଼ନ୍ତୁ: ଦୁବାଇରେ ଗିରଫ ହେଲା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ, ଭାରତ ଆଣିବାକୁ ପ୍ରସ୍ତୁତି କରୁଛି ହରିୟାଣା ଏସଟିଏଫ୍

ଏହି ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ୍ ବନ୍ଧୁକ କାରବାର ହେଉଥିବା ଖବର ପାଇଁ ଏସଟିଏଫ ଟିମ୍ ଚଢ଼ାଉ କରିଥିଲା । ତେବେ ବନ୍ଧୁକ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ୨ ଜଣ ବ୍ୟବସାୟୀଙ୍କୁ ଟିମ୍‌ କାବୁ କରିଥିଲା । ଏହାସହ ସେଠାରୁ ୧୦ଟି ବନ୍ଧୁକ ଓ ୮ରାଉଣ୍ଡ ଗୁଳି ମଧ୍ୟ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ନୟାଗଡ଼ ରଣପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଟାଉନର। ଉଭୟଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ଏକାଧିକ ଆପରାଧିକ ମାମଲା ରହିଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ରାୟଗଡ଼ରେ ଚାଞ୍ଚଲ୍ୟ: ଲିଭ୍-ଇନ୍ ପାର୍ଟନରକୁ ମଙ୍ଗଳସୂତ୍ରରେ ତଣ୍ଟିଚିପି ହତ୍ୟା କଲା ପ୍ରେମିକ

18 Jul 2021 By The Sakala

ଖୋର୍ଦ୍ଧା କ୍ରାଇମବ୍ରାଞ୍ଚ ଏସଟିଏଫକୁ ବଡ ସଫଳତା: ୧୦ଟି ବନ୍ଧୁକ ଓ ୮ ରାଉଣ୍ଡ ଗୁଳି ଜବତ ସହ ୨ ଆନ୍ତରାଜ୍ୟ ବନ୍ଧୁକ ବେପାରୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ରଣପୁର ସିକୋ ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍‌ର ଚଢ଼ାଉ। ଚଢ଼ାଉ ବେଳେ ୧୦ଟି ବନ୍ଧୁକ ଜବତ କରିବା ସହ ୨ଜଣ ଆନ୍ତରାଜ୍ୟ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କରିଛି ଏସଟିଏଫ ।

ଏହି ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ୍ ବନ୍ଧୁକ କାରବାର ହେଉଥିବା ଖବର ପାଇଁ ଏସଟିଏଫ ଟିମ୍ ଚଢ଼ାଉ କରିଥିଲା । ତେବେ ବନ୍ଧୁକ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ୨ ଜଣ ବ୍ୟବସାୟୀଙ୍କୁ ଟିମ୍‌ କାବୁ କରିଥିଲା । ଏହାସହ ସେଠାରୁ ୧୦ଟି ବନ୍ଧୁକ ଓ ୮ରାଉଣ୍ଡ ଗୁଳି ମଧ୍ୟ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ନୟାଗଡ଼ ରଣପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଟାଉନର। ଉଭୟଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ଏକାଧିକ ଆପରାଧିକ ମାମଲା ରହିଥିବା ସୂଚନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର