ପରକୀୟା ପ୍ରୀତି ସନ୍ଦେହରେ ସଇତାନ ସାଜିଲା ସ୍ବାମୀ, କଟୁରୀରେ ହତ୍ଯା ପରେ ସ୍ତ୍ରୀର କଟା ମୁଣ୍ଡ ଧରି ବୁଲିଲା

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୂର୍ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀ ବେକ୍ କୁ କଟୁରୀରେ କଟିଲା ସ୍ବାମୀ।  ସ୍ତ୍ରୀର କଟା ବେକ ଧରି ରାସ୍ତାରେ ବୁଲିଲା ସ୍ବାମୀ। ଏହି ସମୟରେ ସ୍ଥାନୀୟ ଲୋକେ ସ୍ବାମୀକୁ କାବୁ କରିଛନ୍ତି। ଅଭିଯୁକ୍ତ ସ୍ୱାମୀର ନାଁ ନାକଫୋଡି ମାଝୀ ଜଣାପଡିଛି। ସୂଚନା ଅନୁଯାୟୀ, ସ୍ବାମୀ ନାକଫୋଡି ମାଝୀ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀ ଶୁଚଳା ମାଝିର ମୁଣ୍ଡ କାଟିଥିବା ନିଜେ ମାନିଛି । ମୁଣ୍ଡ […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୂର୍ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀ ବେକ୍ କୁ କଟୁରୀରେ କଟିଲା ସ୍ବାମୀ।  ସ୍ତ୍ରୀର କଟା ବେକ ଧରି ରାସ୍ତାରେ ବୁଲିଲା ସ୍ବାମୀ। ଏହି ସମୟରେ ସ୍ଥାନୀୟ ଲୋକେ ସ୍ବାମୀକୁ କାବୁ କରିଛନ୍ତି। ଅଭିଯୁକ୍ତ ସ୍ୱାମୀର ନାଁ ନାକଫୋଡି ମାଝୀ ଜଣାପଡିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ସୂଚନା ଅନୁଯାୟୀ, ସ୍ବାମୀ ନାକଫୋଡି ମାଝୀ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀ ଶୁଚଳା ମାଝିର ମୁଣ୍ଡ କାଟିଥିବା ନିଜେ ମାନିଛି । ମୁଣ୍ଡ କାଟିବା ପରେ ହାତରେ କଟାମୁଣ୍ଡ ଧରି ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସୁଥିବା ବେଳେ ଜଙ୍ଖିରା ନିକଟରେ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦା। ପରେ ଗନ୍ଦିଆ ଥାନା ପୁଲିସ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ପରେ ପିଶାଚ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

15 Jul 2022 By The Sakala

ପରକୀୟା ପ୍ରୀତି ସନ୍ଦେହରେ ସଇତାନ ସାଜିଲା ସ୍ବାମୀ, କଟୁରୀରେ ହତ୍ଯା ପରେ ସ୍ତ୍ରୀର କଟା ମୁଣ୍ଡ ଧରି ବୁଲିଲା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୂର୍ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀ ବେକ୍ କୁ କଟୁରୀରେ କଟିଲା ସ୍ବାମୀ।  ସ୍ତ୍ରୀର କଟା ବେକ ଧରି ରାସ୍ତାରେ ବୁଲିଲା ସ୍ବାମୀ। ଏହି ସମୟରେ ସ୍ଥାନୀୟ ଲୋକେ ସ୍ବାମୀକୁ କାବୁ କରିଛନ୍ତି। ଅଭିଯୁକ୍ତ ସ୍ୱାମୀର ନାଁ ନାକଫୋଡି ମାଝୀ ଜଣାପଡିଛି।

ସୂଚନା ଅନୁଯାୟୀ, ସ୍ବାମୀ ନାକଫୋଡି ମାଝୀ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀ ଶୁଚଳା ମାଝିର ମୁଣ୍ଡ କାଟିଥିବା ନିଜେ ମାନିଛି । ମୁଣ୍ଡ କାଟିବା ପରେ ହାତରେ କଟାମୁଣ୍ଡ ଧରି ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସୁଥିବା ବେଳେ ଜଙ୍ଖିରା ନିକଟରେ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦା। ପରେ ଗନ୍ଦିଆ ଥାନା ପୁଲିସ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ପରେ ପିଶାଚ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।

https://www.thesakala.in/crime/husband-killed-his-wife-in-dhenkanal/article-13302
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର