ଚାକିରି ଦେବା ନାଁରେ ଠକେଇ, ୪ ସାଇବର ଠକକୁ ଗିରଫ କଲା ପୁଲିସ

The Sakala Picture
Published On

ଭୁବନେଶ୍ବର: ଏମ୍ସରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ୪ ଜଣ ଅଭିଯୁକ୍ତକୁ ଗିରଫ କଲା ସାଇବର ଥାନା ପୁଲିସ। ଫେସବୁକରେ ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିଲେ ସାଇବର ଲୁଟେରା । ୩ ଜଣ ଅଭିଯୋଗକାରୀଙ୍କ ଠାରୁ ୨.୫ ଲକ୍ଷ ତାଙ୍କ ଠକେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଟଙ୍କା, ଲାପଟପ, ମୋବାଇଲ, ପ୍ରି-ଆକ୍ଟିଭେଟେଡ଼ ସିମ ଜବତ କରାଯାଇଛି। […]

ଭୁବନେଶ୍ବର: ଏମ୍ସରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ୪ ଜଣ ଅଭିଯୁକ୍ତକୁ ଗିରଫ କଲା ସାଇବର ଥାନା ପୁଲିସ। ଫେସବୁକରେ ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିଲେ ସାଇବର ଲୁଟେରା । ୩ ଜଣ ଅଭିଯୋଗକାରୀଙ୍କ ଠାରୁ ୨.୫ ଲକ୍ଷ ତାଙ୍କ ଠକେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଟଙ୍କା, ଲାପଟପ, ମୋବାଇଲ, ପ୍ରି-ଆକ୍ଟିଭେଟେଡ଼ ସିମ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ନିଜକୁ ଡାକ୍ତର ପରିଚୟ ଦେଇ ଫେସବୁକରେ ଏମ୍ସ ଭଳି ପ୍ରତିଷ୍ଠିତ ମେଡିକାଲରେ ଚାକିରି କରେଇଦେବାକୁ ମିଛ ବିଜ୍ଞାପନ ଦେଉଥିଲେ। ଏମିତିକି ମିଛ  ଜଏନିଂ ଲେଟର ଦେଇ ଟଙ୍କା ଠକୁଥିଲେ। ଯାହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ ୪ ଜଣକୁ ଗିରଫ କରିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

30 Jan 2023 By The Sakala

ଚାକିରି ଦେବା ନାଁରେ ଠକେଇ, ୪ ସାଇବର ଠକକୁ ଗିରଫ କଲା ପୁଲିସ

ଭୁବନେଶ୍ବର: ଏମ୍ସରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ୪ ଜଣ ଅଭିଯୁକ୍ତକୁ ଗିରଫ କଲା ସାଇବର ଥାନା ପୁଲିସ। ଫେସବୁକରେ ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିଲେ ସାଇବର ଲୁଟେରା । ୩ ଜଣ ଅଭିଯୋଗକାରୀଙ୍କ ଠାରୁ ୨.୫ ଲକ୍ଷ ତାଙ୍କ ଠକେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ଟଙ୍କା, ଲାପଟପ, ମୋବାଇଲ, ପ୍ରି-ଆକ୍ଟିଭେଟେଡ଼ ସିମ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ନିଜକୁ ଡାକ୍ତର ପରିଚୟ ଦେଇ ଫେସବୁକରେ ଏମ୍ସ ଭଳି ପ୍ରତିଷ୍ଠିତ ମେଡିକାଲରେ ଚାକିରି କରେଇଦେବାକୁ ମିଛ ବିଜ୍ଞାପନ ଦେଉଥିଲେ। ଏମିତିକି ମିଛ  ଜଏନିଂ ଲେଟର ଦେଇ ଟଙ୍କା ଠକୁଥିଲେ। ଯାହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ ୪ ଜଣକୁ ଗିରଫ କରିବାରେ ସଫଳ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର