ରାଜଧାନୀରେ ଡବଲ ମର୍ଡର: ଘର ଭିତରୁ ମିଳିଲା ମା’ ଓ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ଭୁବନେଶ୍ବରରେ ଡବଲ ମର୍ଡର। ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗ ନଗର ଲେନ – K4ରେ ମଙ୍ଗଳବାର ଏଭଳି ବିଭତ୍ସ ହତ୍ଯା କାଣ୍ଡ ଘଟିଯାଇଛି। ୧୦ବର୍ଷର ପୁଅ ଓ ସ୍ତ୍ରୀର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି ।  ସ୍ବାମୀ ଏହି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ହତ୍ଯା ପଛରେ ରହିଥିବା କାରଣ କିଛି ଜଣା ପଡ଼ି ନାହିଁ। ଖବର ପାଇ ତମାଣ୍ଡୋ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘରକୁ ସିଲ୍ କରିବା ସହ ତଦନ୍ତ […]

ଭୁବନେଶ୍ବର: ରାଜଧାନୀରେ ଭୁବନେଶ୍ବରରେ ଡବଲ ମର୍ଡର। ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗ ନଗର ଲେନ – K4ରେ ମଙ୍ଗଳବାର ଏଭଳି ବିଭତ୍ସ ହତ୍ଯା କାଣ୍ଡ ଘଟିଯାଇଛି। ୧୦ବର୍ଷର ପୁଅ ଓ ସ୍ତ୍ରୀର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି ।  ସ୍ବାମୀ ଏହି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ହତ୍ଯା ପଛରେ ରହିଥିବା କାରଣ କିଛି ଜଣା ପଡ଼ି ନାହିଁ। ଖବର ପାଇ ତମାଣ୍ଡୋ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘରକୁ ସିଲ୍ କରିବା ସହ ତଦନ୍ତ ଆରମ୍ଭ କରିଛି।  ଅନୁସନ୍ଧାନରେ ଯୋଗଦେବା ପାଇଁ ଏକ ଫୋରେନସିକ୍ ଟିମ୍ ମଧ୍ଯ ଘଟଣା ସ୍ଥଳକୁ ଡକାଯାଇଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

02 Nov 2021 By The Sakala

ରାଜଧାନୀରେ ଡବଲ ମର୍ଡର: ଘର ଭିତରୁ ମିଳିଲା ମା’ ଓ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ

ଭୁବନେଶ୍ବର: ରାଜଧାନୀରେ ଭୁବନେଶ୍ବରରେ ଡବଲ ମର୍ଡର। ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗ ନଗର ଲେନ – K4ରେ ମଙ୍ଗଳବାର ଏଭଳି ବିଭତ୍ସ ହତ୍ଯା କାଣ୍ଡ ଘଟିଯାଇଛି। ୧୦ବର୍ଷର ପୁଅ ଓ ସ୍ତ୍ରୀର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି ।  ସ୍ବାମୀ ଏହି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ହତ୍ଯା ପଛରେ ରହିଥିବା କାରଣ କିଛି ଜଣା ପଡ଼ି ନାହିଁ। ଖବର ପାଇ ତମାଣ୍ଡୋ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘରକୁ ସିଲ୍ କରିବା ସହ ତଦନ୍ତ ଆରମ୍ଭ କରିଛି।  ଅନୁସନ୍ଧାନରେ ଯୋଗଦେବା ପାଇଁ ଏକ ଫୋରେନସିକ୍ ଟିମ୍ ମଧ୍ଯ ଘଟଣା ସ୍ଥଳକୁ ଡକାଯାଇଛି।

https://www.thesakala.in/crime/double-murder-in-bbsr-kalinganagar/article-6554
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର