ସାଇବର ହ୍ୟାକିଙ୍ଗ ଅଭିଯୋଗରେ ଭୁବନେଶ୍ବରରୁ ଜଣଙ୍କୁ କାବୁ କଲା ଦିଲ୍ଲୀ ପୁଲିସ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରରେ ଦିଲ୍ଲୀ ପୁଲିସ। ସାଇବର ଠକେଇ ଅଭିଯୋଗରେ ପହଞ୍ଚିଲା ପୁଲିସ । ପ୍ରଭାତ ପାତ୍ର ନାମକ ଜଣେ ଅଭିଯୁକ୍ତକୁ କାବୁ କରିଛି ପୁଲିସ ।ଭେରିଫିକେସନ୍ ପାଇଁ ରାଜଧାନୀରେ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ବରରେ ପହଞ୍ଚିଛି। ସାଇବର ହ୍ୟାକିଙ୍ଗ ଅଭିଯୋଗ ପରେ ତଦନ୍ତ ପାଇଁ ଆସିଛି ଦିଲ୍ଲୀ ପୁଲିସର ସାଇବର ଟିମ୍ ।  ବମୀଖାଲ ଏକ ଆପର୍ଟମେଣ୍ଟରେ କମ୍ପ୍ୟୁଟର ଓ ମୋବାଇଲ ଯାଞ୍ଚ କରିଛି।  ଆଇପି ଆଡ୍ରେସକୁ ଟ୍ରାକ କରି ଦିଲ୍ଲୀରୁ ଓଡିଶା ଆସିଛି ଟିମ […]

ଭୁବନେଶ୍ୱର: ଭୁବନେଶ୍ୱରରେ ଦିଲ୍ଲୀ ପୁଲିସ। ସାଇବର ଠକେଇ ଅଭିଯୋଗରେ ପହଞ୍ଚିଲା ପୁଲିସ । ପ୍ରଭାତ ପାତ୍ର ନାମକ ଜଣେ ଅଭିଯୁକ୍ତକୁ କାବୁ କରିଛି ପୁଲିସ ।ଭେରିଫିକେସନ୍ ପାଇଁ ରାଜଧାନୀରେ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ବରରେ ପହଞ୍ଚିଛି। ସାଇବର ହ୍ୟାକିଙ୍ଗ ଅଭିଯୋଗ ପରେ ତଦନ୍ତ ପାଇଁ ଆସିଛି ଦିଲ୍ଲୀ ପୁଲିସର ସାଇବର ଟିମ୍ ।  ବମୀଖାଲ ଏକ ଆପର୍ଟମେଣ୍ଟରେ କମ୍ପ୍ୟୁଟର ଓ ମୋବାଇଲ ଯାଞ୍ଚ କରିଛି।  ଆଇପି ଆଡ୍ରେସକୁ ଟ୍ରାକ କରି ଦିଲ୍ଲୀରୁ ଓଡିଶା ଆସିଛି ଟିମ । ଲକ୍ଷ୍ମୀସାଗର ଥାନା ପୁଲିସ ସହଯୋଗରେ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

24 Feb 2024 By The Sakala

ସାଇବର ହ୍ୟାକିଙ୍ଗ ଅଭିଯୋଗରେ ଭୁବନେଶ୍ବରରୁ ଜଣଙ୍କୁ କାବୁ କଲା ଦିଲ୍ଲୀ ପୁଲିସ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିଲ୍ଲୀ ପୁଲିସ। ସାଇବର ଠକେଇ ଅଭିଯୋଗରେ ପହଞ୍ଚିଲା ପୁଲିସ । ପ୍ରଭାତ ପାତ୍ର ନାମକ ଜଣେ ଅଭିଯୁକ୍ତକୁ କାବୁ କରିଛି ପୁଲିସ ।ଭେରିଫିକେସନ୍ ପାଇଁ ରାଜଧାନୀରେ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ବରରେ ପହଞ୍ଚିଛି। ସାଇବର ହ୍ୟାକିଙ୍ଗ ଅଭିଯୋଗ ପରେ ତଦନ୍ତ ପାଇଁ ଆସିଛି ଦିଲ୍ଲୀ ପୁଲିସର ସାଇବର ଟିମ୍ ।  ବମୀଖାଲ ଏକ ଆପର୍ଟମେଣ୍ଟରେ କମ୍ପ୍ୟୁଟର ଓ ମୋବାଇଲ ଯାଞ୍ଚ କରିଛି।  ଆଇପି ଆଡ୍ରେସକୁ ଟ୍ରାକ କରି ଦିଲ୍ଲୀରୁ ଓଡିଶା ଆସିଛି ଟିମ । ଲକ୍ଷ୍ମୀସାଗର ଥାନା ପୁଲିସ ସହଯୋଗରେ ତଦନ୍ତ ଜାରି ରହିଛି।

https://www.thesakala.in/crime/delhi-police-arrested-a-man-from-bbsr-on-charges-of-cyber-hacking/article-30159
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର