ରାଜଧାନୀରେ ଚାଞ୍ଚଲ୍ୟ: ସ୍ୱାମୀକୁ କାଠ ଫାଳିଆରେ ପିଟି ହତ୍ଯା କଲା ସ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ମଣ୍ଡପ ବସ୍ତିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ତେବେ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ପ୍ରାଥମିତ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀକୁ ଅଟକ ରଖି ପୋଲିସ୍‌ ପଚରା ଉଚରା କରୁଛି। କଣା ପାଇଁ ଏଭଳି ଘଟଣା ଘଟିଲା  ଏ ନେଇ କାରଣ ଅସ୍ପଷ୍ଟ ରହିଛି। ସବୁ ଦିଗକୁ ନେଇ ଅଭିଯୁକ୍ତ ସ୍ତ୍ରୀକୁ ପଚରାଉଚରା କରୁଛି ପୋଲିସ୍‌। ତେବେ ନିଶାଶକ୍ତ ଅବସ୍ଥାରେ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ମଣ୍ଡପ ବସ୍ତିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ତେବେ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ପ୍ରାଥମିତ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀକୁ ଅଟକ ରଖି ପୋଲିସ୍‌ ପଚରା ଉଚରା କରୁଛି। କଣା ପାଇଁ ଏଭଳି ଘଟଣା ଘଟିଲା  ଏ ନେଇ କାରଣ ଅସ୍ପଷ୍ଟ ରହିଛି। ସବୁ ଦିଗକୁ ନେଇ ଅଭିଯୁକ୍ତ ସ୍ତ୍ରୀକୁ ପଚରାଉଚରା କରୁଛି ପୋଲିସ୍‌। ତେବେ ନିଶାଶକ୍ତ ଅବସ୍ଥାରେ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। କାରଣ ସେହି ଆଖପାଖରେ ହାଣ୍ଡିଆ ଏବଂ ନିଶା ବ୍ୟବସାୟ ବହୁଳ ଭାରେ ଚାଲିଥାଏ। କୌଣସି କାରଣରୁ ବଚ୍ଚସା ହେବା ପରେ ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ କିଛି ସମୟ ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବ ତଦନ୍ତ ଆରମ୍ଭ କରିବ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

21 Sep 2021 By The Sakala

ରାଜଧାନୀରେ ଚାଞ୍ଚଲ୍ୟ: ସ୍ୱାମୀକୁ କାଠ ଫାଳିଆରେ ପିଟି ହତ୍ଯା କଲା ସ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଡମଣା ମଣ୍ଡପ ବସ୍ତିରେ ଘଟିଛି ଏଭଳି ହତ୍ୟାକାଣ୍ଡ। ତେବେ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ପ୍ରାଥମିତ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀକୁ ଅଟକ ରଖି ପୋଲିସ୍‌ ପଚରା ଉଚରା କରୁଛି। କଣା ପାଇଁ ଏଭଳି ଘଟଣା ଘଟିଲା  ଏ ନେଇ କାରଣ ଅସ୍ପଷ୍ଟ ରହିଛି। ସବୁ ଦିଗକୁ ନେଇ ଅଭିଯୁକ୍ତ ସ୍ତ୍ରୀକୁ ପଚରାଉଚରା କରୁଛି ପୋଲିସ୍‌। ତେବେ ନିଶାଶକ୍ତ ଅବସ୍ଥାରେ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। କାରଣ ସେହି ଆଖପାଖରେ ହାଣ୍ଡିଆ ଏବଂ ନିଶା ବ୍ୟବସାୟ ବହୁଳ ଭାରେ ଚାଲିଥାଏ। କୌଣସି କାରଣରୁ ବଚ୍ଚସା ହେବା ପରେ ସ୍ୱାମୀକୁ କାଠ ଫାଳିଆରେ ସ୍ତ୍ରୀ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ କିଛି ସମୟ ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବ ତଦନ୍ତ ଆରମ୍ଭ କରିବ।

https://www.thesakala.in/crime/death-news-bbsr-the-woman-beat-her-husband/article-5537
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର