ଭିଜିଲାନ୍ସ ଜାଲରେ ଭଦ୍ରେଶ୍ୱର ଥାନା ASI, କେସ୍ କୋହଳ ପାଇଁ ନେଉଥିଲେ ଲାଞ୍ଚ

The Sakala Picture
Published On

ମାହାଙ୍ଗା: ଭିଜିଲାନ୍ସ ଜାଲରେ ଭଦ୍ରେଶ୍ୱର ଥାନା ASI ଆଲୋକ ଶଢ଼ଙ୍ଗୀ ।  ୮ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାସନ୍ସ ହାତରେ ଧରାପଡ଼ିଥିଲେ ASI ଆଲୋକ ଶଢ଼ଙ୍ଗୀ। ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତଙ୍କକ ଠାରୁ କେସରେ କୋହୋଳ ଦଫା ଲଗେଇବା ପାଇଁ ଟଙ୍କା ନେଉଥିଲା ବେଳେ ଧରାପଡ଼ିଥିଲେ । ଏହି ସମୟରେ ଭିଜିଲାସନ୍ସର ଦୁଇ ଜଣିଆ ଟିମ୍ ଭଦ୍ରେଶ୍ୱର ଥାନ ASI ଆଲୋକ ଶଢ଼ଙ୍ଗୀଙ୍କୁ କାବୁ କରିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

02 Mar 2024 By The Sakala

ଭିଜିଲାନ୍ସ ଜାଲରେ ଭଦ୍ରେଶ୍ୱର ଥାନା ASI, କେସ୍ କୋହଳ ପାଇଁ ନେଉଥିଲେ ଲାଞ୍ଚ

ମାହାଙ୍ଗା: ଭିଜିଲାନ୍ସ ଜାଲରେ ଭଦ୍ରେଶ୍ୱର ଥାନା ASI ଆଲୋକ ଶଢ଼ଙ୍ଗୀ ।  ୮ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାସନ୍ସ ହାତରେ ଧରାପଡ଼ିଥିଲେ ASI ଆଲୋକ ଶଢ଼ଙ୍ଗୀ। ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତଙ୍କକ ଠାରୁ କେସରେ କୋହୋଳ ଦଫା ଲଗେଇବା ପାଇଁ ଟଙ୍କା ନେଉଥିଲା ବେଳେ ଧରାପଡ଼ିଥିଲେ । ଏହି ସମୟରେ ଭିଜିଲାସନ୍ସର ଦୁଇ ଜଣିଆ ଟିମ୍ ଭଦ୍ରେଶ୍ୱର ଥାନ ASI ଆଲୋକ ଶଢ଼ଙ୍ଗୀଙ୍କୁ କାବୁ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର