ପୁଣି ରାଜଧାନୀରୁ ଆଉ ଏକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ୨ଦିନରେ ୩ ଆତ୍ମହତ୍ୟା

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଆଜି ପୁଣି ଆଉ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୁଲିସ । ବଡଗଡ଼ ଥାନା ଅଞ୍ଚଳରେ ଆତ୍ମହତ୍ୟା ନେଇ ସୂଚନା । ମୃତ ଯୁବତୀଙ୍କ ନାଁ କେ. ଇନ୍ଦିରା ରାଓ।  ବୟସ ୧୮ ବର୍ଷ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ବରରେ ଗତକାଲି ୨ଜଣ […]

ଭୁବନେଶ୍ବର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଆଜି ପୁଣି ଆଉ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୁଲିସ । ବଡଗଡ଼ ଥାନା ଅଞ୍ଚଳରେ ଆତ୍ମହତ୍ୟା ନେଇ ସୂଚନା । ମୃତ ଯୁବତୀଙ୍କ ନାଁ କେ. ଇନ୍ଦିରା ରାଓ।  ବୟସ ୧୮ ବର୍ଷ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ବରରେ ଗତକାଲି ୨ଜଣ ଯୁବତୀ ଆତ୍ମହତ୍ୟା କରିଥିଲେ। ଖାରବେଳନଗର ଅଞ୍ଚଳରେ ବେକରେ ରଶି ଲଗାଇ ଜଣେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ। ସେହିପରି ଅନ୍ୟଜଣେ ମହିଳାଙ୍କ ମୃତଦେହ ଏକ ବନ୍ଦ ଘରୁ ରସୁଲଗଡ ସ୍ଥିତ ଭାଗବତ ସନ୍ଧାନ ଶାନ୍ତି ନିବାସରୁ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

26 Aug 2022 By The Sakala

ପୁଣି ରାଜଧାନୀରୁ ଆଉ ଏକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ୨ଦିନରେ ୩ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଆଜି ପୁଣି ଆଉ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୁଲିସ । ବଡଗଡ଼ ଥାନା ଅଞ୍ଚଳରେ ଆତ୍ମହତ୍ୟା ନେଇ ସୂଚନା । ମୃତ ଯୁବତୀଙ୍କ ନାଁ କେ. ଇନ୍ଦିରା ରାଓ।  ବୟସ ୧୮ ବର୍ଷ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ବରରେ ଗତକାଲି ୨ଜଣ ଯୁବତୀ ଆତ୍ମହତ୍ୟା କରିଥିଲେ। ଖାରବେଳନଗର ଅଞ୍ଚଳରେ ବେକରେ ରଶି ଲଗାଇ ଜଣେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ। ସେହିପରି ଅନ୍ୟଜଣେ ମହିଳାଙ୍କ ମୃତଦେହ ଏକ ବନ୍ଦ ଘରୁ ରସୁଲଗଡ ସ୍ଥିତ ଭାଗବତ ସନ୍ଧାନ ଶାନ୍ତି ନିବାସରୁ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

https://www.thesakala.in/crime/another-suicide-of-young-girl-in-the-bbsr/article-14441
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର