ବ୍ରହ୍ମପୁର ଏମକେସିଜି ମେଡିକାଲରୁ ୭ ଦଲାଲ ଗିରଫ, ଏସପିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ସ୍ବତନ୍ତ୍ର ଟିମ୍

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ୭ ଜଣ ଦଲାଲଙ୍କୁ ଗିରଫ ବ୍ରହ୍ମପୁର ପୁଲିସ ଗରିଫ କରିଛି। ଦୀର୍ଘ ୪ବର୍ଷ ପରେ ପୁଣି ଅପରେସନ ଦଲାଲ ଆରମ୍ଭ କରିଛି। ଦଲାଲଙ୍କୁ ଧରିବାକୁ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଯୋଜନା କରିଥିଲେ। କୌଣସି ଥାନାକୁ ସୂଚନା ନଦେଇ ନିଜେ ଏସପି ନେତୃତ୍ୱ ନେଇଥିଲେ। ଆଜି ସକାଳୁ ୧୫ଜଣ କନେଷ୍ଟବଳଙ୍କୁ ବିଭିନ୍ନ ୱାର୍ଡକୁ ପଠାଇଥିଲେ। ସମସ୍ତେ ଗାଉଳିଆ ବେଶରେ ଥିଲେ। କିଏ ଲୁଙ୍ଗି ଟାୱଲ […]

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ୭ ଜଣ ଦଲାଲଙ୍କୁ ଗିରଫ ବ୍ରହ୍ମପୁର ପୁଲିସ ଗରିଫ କରିଛି। ଦୀର୍ଘ ୪ବର୍ଷ ପରେ ପୁଣି ଅପରେସନ ଦଲାଲ ଆରମ୍ଭ କରିଛି। ଦଲାଲଙ୍କୁ ଧରିବାକୁ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଯୋଜନା କରିଥିଲେ। କୌଣସି ଥାନାକୁ ସୂଚନା ନଦେଇ ନିଜେ ଏସପି ନେତୃତ୍ୱ ନେଇଥିଲେ।

ଆହୁରି ପଢ଼ନ୍ତୁ: ବିବାହ ଆଳରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ୨୫ ଲକ୍ଷ ଓ ଆଇଫୋନ୍‌‌ ଠକିନେଲା ରସିକିଆ ଡାକ୍ତର, ବାନ୍ଧିଲା ପୋଲିସ

ଆଜି ସକାଳୁ ୧୫ଜଣ କନେଷ୍ଟବଳଙ୍କୁ ବିଭିନ୍ନ ୱାର୍ଡକୁ ପଠାଇଥିଲେ। ସମସ୍ତେ ଗାଉଳିଆ ବେଶରେ ଥିଲେ। କିଏ ଲୁଙ୍ଗି ଟାୱଲ ପିନ୍ଧିଥିଲେ ତ ଆଉ କିଏ ହାପ ପ୍ୟାଣ୍ଟ ସହ ମଇଳା ସାର୍ଟ ପିନ୍ଧିଥିଲେ। ସେମାନେ ବିଭିନ୍ନ ୱାର୍ଡକୁ ଯିବା ପରେ ଦଲାଲ ମାନେ ତାଙ୍କ ପାଖକୁ ଆସିଥିଲେ।

ଆହୁରି ପଢ଼ନ୍ତୁ: ପୁଣେ ଲୋହଗଡ଼ କିଲ୍ଲା ମାମଲା: କେତନଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ବି ଉଦ୍ୟମ କରିଥିଲା ସିୟା, ବାପା କଲେ ବଡ଼ ଖୁଲାସା

ଦଲାଲଙ୍କୁ ଦେଖି ଜଣେ କନେଷ୍ଟବଳ କାହ୍ନା ଡାକୁଆ ସୁରଟ ଯିବାର ଅଛି ଜଲଦି ଡାକ୍ତରଙ୍କୁ ଦେଖା କରାଇଦେବାକୁ କହିଥିଲେ। କହ୍ନାଙ୍କୁ ନ୍ୟୁରୋ ସର୍ଜରୀ ବିଭାଗରୁ ଘରୋଇ ଡାକ୍ତରଖାନାକୁ ନେବା ବେଳେ ଜଣେ ଦଲାଲଙ୍କୁ କାବୁ କରିଥିଲା। ପରେ ଆଉଟଡୋରରେ ବୁଲୁଥିବା ଅନ୍ୟ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ। ଏସପି ଡା ସର୍ବଣା ବିବେକ ଏମ , ଏସଡିପିଓ ରାଜୀବ ଲୋଚନ ପଣ୍ଡା, ବୈଦ୍ୟନାଥପୁର ଥାନା ଆଇଆଇସି ରାମ କୁମାର ମୁର୍ମୁ ଓ ମେଡିକାଲ ଫାଣ୍ଡି ଅଧିକାରୀ ଭୈରବ କୁମାର ଭୁଆଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ଏମାନଙ୍କ ଲିଙ୍କରେ ଯେଉଁ ମାନେ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ବୋଲି  ଏସପି କହିଛନ୍ତି।

ଆହୁରି ପଢ଼ନ୍ତୁ: କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ହତ୍ୟାର ଦିନକ ପୂର୍ବରୁ ପୁଣେର ଏକ କାଫେରେ ନଜର ଆସିଲେ ସିୟା ଓ ଚେତନ

18 Oct 2022 By The Sakala

ବ୍ରହ୍ମପୁର ଏମକେସିଜି ମେଡିକାଲରୁ ୭ ଦଲାଲ ଗିରଫ, ଏସପିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ସ୍ବତନ୍ତ୍ର ଟିମ୍

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ୭ ଜଣ ଦଲାଲଙ୍କୁ ଗିରଫ ବ୍ରହ୍ମପୁର ପୁଲିସ ଗରିଫ କରିଛି। ଦୀର୍ଘ ୪ବର୍ଷ ପରେ ପୁଣି ଅପରେସନ ଦଲାଲ ଆରମ୍ଭ କରିଛି। ଦଲାଲଙ୍କୁ ଧରିବାକୁ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଯୋଜନା କରିଥିଲେ। କୌଣସି ଥାନାକୁ ସୂଚନା ନଦେଇ ନିଜେ ଏସପି ନେତୃତ୍ୱ ନେଇଥିଲେ।

ଆଜି ସକାଳୁ ୧୫ଜଣ କନେଷ୍ଟବଳଙ୍କୁ ବିଭିନ୍ନ ୱାର୍ଡକୁ ପଠାଇଥିଲେ। ସମସ୍ତେ ଗାଉଳିଆ ବେଶରେ ଥିଲେ। କିଏ ଲୁଙ୍ଗି ଟାୱଲ ପିନ୍ଧିଥିଲେ ତ ଆଉ କିଏ ହାପ ପ୍ୟାଣ୍ଟ ସହ ମଇଳା ସାର୍ଟ ପିନ୍ଧିଥିଲେ। ସେମାନେ ବିଭିନ୍ନ ୱାର୍ଡକୁ ଯିବା ପରେ ଦଲାଲ ମାନେ ତାଙ୍କ ପାଖକୁ ଆସିଥିଲେ।

ଦଲାଲଙ୍କୁ ଦେଖି ଜଣେ କନେଷ୍ଟବଳ କାହ୍ନା ଡାକୁଆ ସୁରଟ ଯିବାର ଅଛି ଜଲଦି ଡାକ୍ତରଙ୍କୁ ଦେଖା କରାଇଦେବାକୁ କହିଥିଲେ। କହ୍ନାଙ୍କୁ ନ୍ୟୁରୋ ସର୍ଜରୀ ବିଭାଗରୁ ଘରୋଇ ଡାକ୍ତରଖାନାକୁ ନେବା ବେଳେ ଜଣେ ଦଲାଲଙ୍କୁ କାବୁ କରିଥିଲା। ପରେ ଆଉଟଡୋରରେ ବୁଲୁଥିବା ଅନ୍ୟ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ। ଏସପି ଡା ସର୍ବଣା ବିବେକ ଏମ , ଏସଡିପିଓ ରାଜୀବ ଲୋଚନ ପଣ୍ଡା, ବୈଦ୍ୟନାଥପୁର ଥାନା ଆଇଆଇସି ରାମ କୁମାର ମୁର୍ମୁ ଓ ମେଡିକାଲ ଫାଣ୍ଡି ଅଧିକାରୀ ଭୈରବ କୁମାର ଭୁଆଁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ଏମାନଙ୍କ ଲିଙ୍କରେ ଯେଉଁ ମାନେ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ବୋଲି  ଏସପି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର