କଟକ ବିଡାନାସିରେ ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ: ୪ ଗିରଫ

The Sakala Picture
Published On

କଟକ: କଟକ ବିଡାନାସି ଚହଁଟାରେ ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ  ହୋଇଛି। ଏନେଇ କଟକ ଡିସିପି ସମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହି ଘଟଣାରେ ବିଡାନାସି ପୁଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୧୫ ହଜାର ଟଙ୍କାର ଏକ ବୋଲେରୋ ଜବତ କରାଯାଇଛି।  ଏହି ଲୁଟେରା ମାନଙ୍କ ନାଁରେ ସହରର ଏକାଧିକ ଥାନାରେ ମାମଲା ରହିଛି। ଲୁଟେରାଙ୍କ ସମ୍ପର୍କରେ ଖବର […]

କଟକ: କଟକ ବିଡାନାସି ଚହଁଟାରେ ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ  ହୋଇଛି। ଏନେଇ କଟକ ଡିସିପି ସମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହି ଘଟଣାରେ ବିଡାନାସି ପୁଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୧୫ ହଜାର ଟଙ୍କାର ଏକ ବୋଲେରୋ ଜବତ କରାଯାଇଛି।  ଏହି ଲୁଟେରା ମାନଙ୍କ ନାଁରେ ସହରର ଏକାଧିକ ଥାନାରେ ମାମଲା ରହିଛି। ଲୁଟେରାଙ୍କ ସମ୍ପର୍କରେ ଖବର ଦେବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯିବା ସହ ତାଙ୍କୁ ପୁରସ୍କୃତ କରାଯିବ ବୋଲି କଟକ ଡିସିପି ପୂର୍ବରୁ ଘୋଷଣା କରିଥିଲେ। ତେବେ ଏକ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୪ ଲୁଟେରାଙ୍କୁ କାବୁ କରିଥିବା ଜଣାପଡିଛି ।

02 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର