କ୍ରାଇମବ୍ରାଞ୍ଚ କବଜାରେ ଅନଲାଇନ ବେଟିଂ ଠକ, ୧୫୦ ଆକାଉଣ୍ଟରେ ହେଉଥିଲା କାରବାର
ଭୁବନେଶ୍ବର: କ୍ରାଇମବ୍ରାଞ୍ଚ କବଜାରେ ଅନଲାଇନ ବେଟିଂ ଚିଟଫଣ୍ଡ ଠକ । ଚୀନରେ କମ୍ପାନୀ ରେଜିଷ୍ଟ୍ରେସନ , ଦୁବାଇରୁ ହେଉଥିଲା ଅପରେସନ। ୨ ଜଣ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଦୁଇ ଅଭିଯୁକ୍ତ ହେଲେ ରୁସ୍ତମ ଖାନ ଓ ମହମଦ ହାକିମ । ଉଭୟଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ୧୫୦ ଆକାଉଣ୍ଟରେ ଏହି ରାକେଟ ଅପରେଟ ହେଉଥିଲା । ଏବେସୁଦ୍ଧା ୧୭ ଟି ଆକାଉଣ୍ଟ କୁ ଠାବ କରିଛି କ୍ରାଇମବ୍ରାଞ୍ଚ । ଏବେ […]
ଭୁବନେଶ୍ବର: କ୍ରାଇମବ୍ରାଞ୍ଚ କବଜାରେ ଅନଲାଇନ ବେଟିଂ ଚିଟଫଣ୍ଡ ଠକ । ଚୀନରେ କମ୍ପାନୀ ରେଜିଷ୍ଟ୍ରେସନ , ଦୁବାଇରୁ ହେଉଥିଲା ଅପରେସନ। ୨ ଜଣ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଦୁଇ ଅଭିଯୁକ୍ତ ହେଲେ ରୁସ୍ତମ ଖାନ ଓ ମହମଦ ହାକିମ । ଉଭୟଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ୧୫୦ ଆକାଉଣ୍ଟରେ ଏହି ରାକେଟ ଅପରେଟ ହେଉଥିଲା । ଏବେସୁଦ୍ଧା ୧୭ ଟି ଆକାଉଣ୍ଟ କୁ ଠାବ କରିଛି କ୍ରାଇମବ୍ରାଞ୍ଚ । ଏବେ ସୁଦ୍ଧା ୧୦୮ କୋଟି ଟଙ୍କା ଠାବ କରାଯାଇଛି। ଗିରଫ ପରେ ୨ ଅଭିଯୁକ୍ତଙ୍କୁ ଚିଫ ଜୁଡ଼ିସିଆଲ ମାଜିଷ୍ଟ୍ରେଟରେ ହଜାର କରାଯାଇ ୫ ଦିନିଆ ଟ୍ରାନଜିଟ ରିମାଣ୍ଡରେ ଅଣାଯାଉଛି । ଉଭୟଙ୍କୁ ବ୍ରହ୍ମପୁର ଓ.ପି.ଆଇ.ଡି କୋର୍ଟରେ ହାଜର କରାଯିବ। ଏବେ ଏହି ଘଟଣାକୁ ନେଇ EOW ଇଣ୍ଟରପୁଲର ସହାୟତା ଲୋଡ଼ିଛି ।