ରାଜଧାନୀରୁ ୧୨ କୋଟିର ସୁନା ଜବତ, ୪ ଅଟକ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଜବତ ହେଲା ସୁନା । ରାଜଧାନୀରୁ ୧୨ କୋଟିର ସୁନାକୁ ଜବତ କରିଛି ଜିଆରପି । ମୁମ୍ବାଇ-କୋଣାର୍କ ଏକ୍ସପ୍ରେସରେ ୩୨ କେଜିରୁ ଅଧିକ ସୁନା ଆସିଥିବା ସୂଚନା ମିଳିଛି । ଜିଆରପି ୩୨ କେଜିର ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଜିଆରପି । ଏହି ସୁନା ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା । କୋଣାର୍କ ଏକ୍ସପ୍ରେସରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ବର ଆସିଥିଲେ । ଅଟକ ଥିବା ୪ […]

ଭୁବନେଶ୍ୱର: ରାଜଧାନୀରେ ଜବତ ହେଲା ସୁନା । ରାଜଧାନୀରୁ ୧୨ କୋଟିର ସୁନାକୁ ଜବତ କରିଛି ଜିଆରପି । ମୁମ୍ବାଇ-କୋଣାର୍କ ଏକ୍ସପ୍ରେସରେ ୩୨ କେଜିରୁ ଅଧିକ ସୁନା ଆସିଥିବା ସୂଚନା ମିଳିଛି । ଜିଆରପି ୩୨ କେଜିର ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଜିଆରପି । ଏହି ସୁନା ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା । କୋଣାର୍କ ଏକ୍ସପ୍ରେସରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ବର ଆସିଥିଲେ । ଅଟକ ଥିବା ୪ ଜଣ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ । ପ୍ରତି ବ୍ୟାଗରେ ୮ କେଜି ଲେଖାଏଁ ସୁନା ପ୍ୟାକ୍ ହୋଇଥିଲା । ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ଜିଆରପି । ତେବେ ଏହି ଘଟଣାରେ ଇନକମ୍ ଟ୍ୟାକ୍ସ ଓ ଜିଏସଟିର ମିଳିତ ଭାବରେ ଛାନଭିନ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

02 Mar 2022 By The Sakala

ରାଜଧାନୀରୁ ୧୨ କୋଟିର ସୁନା ଜବତ, ୪ ଅଟକ

ଭୁବନେଶ୍ୱର: ରାଜଧାନୀରେ ଜବତ ହେଲା ସୁନା । ରାଜଧାନୀରୁ ୧୨ କୋଟିର ସୁନାକୁ ଜବତ କରିଛି ଜିଆରପି । ମୁମ୍ବାଇ-କୋଣାର୍କ ଏକ୍ସପ୍ରେସରେ ୩୨ କେଜିରୁ ଅଧିକ ସୁନା ଆସିଥିବା ସୂଚନା ମିଳିଛି । ଜିଆରପି ୩୨ କେଜିର ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଜିଆରପି । ଏହି ସୁନା ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା । କୋଣାର୍କ ଏକ୍ସପ୍ରେସରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ବର ଆସିଥିଲେ । ଅଟକ ଥିବା ୪ ଜଣ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ । ପ୍ରତି ବ୍ୟାଗରେ ୮ କେଜି ଲେଖାଏଁ ସୁନା ପ୍ୟାକ୍ ହୋଇଥିଲା । ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ଜିଆରପି । ତେବେ ଏହି ଘଟଣାରେ ଇନକମ୍ ଟ୍ୟାକ୍ସ ଓ ଜିଏସଟିର ମିଳିତ ଭାବରେ ଛାନଭିନ ଜାରି ରଖିଛି ।

https://www.thesakala.in/crime/12-crore-gold-seized-from-the-bbsr/article-9626
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର