ଅପରେସନ ହ୍ବାଇଟ୍ ସ୍ପାଇଡର: ରାଜଧାନୀରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର, ୨ ଗିରଫ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ଅପରେସନ ହ୍ବାଇଟ ସ୍ପାଇଡର । ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ୨ ଧଳାଜହର ବେପାରୀ ଗିରଫ । ଜବତ ବ୍ରାଉନସୁଗାରର ପରିମାଣ ୧୦୦ ଗ୍ରାମ ହେବ ବୋଲି ଜଣାପଡିଛି । କମିଶନରେଟ ପୁଲିସର ବସ୍ତିକୁ ଚାଲ ଅଭିଯାନରେ ନିୟୋଜିତ ଥିବା ବସ୍ତିମିତ୍ରଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିଛି ପୁଲିସ । ରାଜଧାନୀରେ ବସ୍ତିକୁ ଅପରାଧ ମୁକ୍ତ କରିବାକୁ ପୁଲିସ ଚଲାଇଛି ‘ବସ୍ତିକୁ ଚାଲ’ ଅଭିଯାନ । ଏହି ଅଭିଯାନ ଜରିଆରେ […]

ଭୁବନେଶ୍ବର: ରାଜଧାନୀରେ ଅପରେସନ ହ୍ବାଇଟ ସ୍ପାଇଡର । ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ୨ ଧଳାଜହର ବେପାରୀ ଗିରଫ । ଜବତ ବ୍ରାଉନସୁଗାରର ପରିମାଣ ୧୦୦ ଗ୍ରାମ ହେବ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

କମିଶନରେଟ ପୁଲିସର ବସ୍ତିକୁ ଚାଲ ଅଭିଯାନରେ ନିୟୋଜିତ ଥିବା ବସ୍ତିମିତ୍ରଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିଛି ପୁଲିସ । ରାଜଧାନୀରେ ବସ୍ତିକୁ ଅପରାଧ ମୁକ୍ତ କରିବାକୁ ପୁଲିସ ଚଲାଇଛି ‘ବସ୍ତିକୁ ଚାଲ’ ଅଭିଯାନ । ଏହି ଅଭିଯାନ ଜରିଆରେ ଆରମ୍ଭ ହୋଇଛି ଅପରେସନ ହ୍ବାଇଟ୍ ସ୍ପାଇଡର । ଟାର୍ଗେଟରେ ଡ୍ରଗ୍ସ ମାଫିଆ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସୂଚନା ଅନୁଯାୟୀ, ଅପରେସନ ହ୍ବାଇଟ୍ ସ୍ପାଇଡର ଜରିଆରେ ବର୍ତ୍ତମାନ ସୁଦ୍ଧା ସାଢେ ୩ କିଲୋ ବ୍ରାଉନସୁଗାର ଜବତ କରାଯାଇ ସାରିଲାଣି । ଗତ ଅଗଷ୍ଟ ମାସରୁ ଆଜି ସୁଦ୍ଧା ୫୨ ଜଣ ଗିରଫ ହୋଇଛନ୍ତି । ଗତ ୧୯ ତାରିଖରେ ୧୦ରୁ ଅଧିକ ଟଙ୍କାର ୧୦୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣ ବେପାରୀଙ୍କୁ ଧରିଥିଲା ତମାଣ୍ଡୋ ପୁଲିସ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସୂଚନାଯୋଗ୍ୟ, ନିଶା କାରବାର ବନ୍ଦ କରିବାକୁ କୁ ରୋକ ଲଗେଇବା ପାଇଁ ସେଣ୍ଟ୍ରାଲାଇଜ ମନିଟରିନିଂ ୟୁନିଟ ଗଠନ କରାଯିବ । ଏନଡିପିଏସ ମାମଲାରେ ସମସ୍ତ ଡାଟା ରଖାଯିବ । ଜେଲ ଯାଇଥିବା ଅଭିଯୁକ୍ତମାନଙ୍କ ତାଲିକା ସଟ୍ ଲିଷ୍ଟେଡ୍ କରାଯିବ । ଜେଲରୁ ବାହାରିବା ପରେ ସେମାନଙ୍କ ଉପରେ ପୁଲିସ ନଜର ରଖିବ । ଏହାସହ ଅଭିଯୁକ୍ତଙ୍କ ଜିଲ୍ଲା ଓ ରାଜ୍ୟ ବହାରର ନେଟୱର୍କ ପୁଲିସ ଟାର୍ଗେଟ କରିବ ।

25 Nov 2021 By The Sakala

ଅପରେସନ ହ୍ବାଇଟ୍ ସ୍ପାଇଡର: ରାଜଧାନୀରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ଅପରେସନ ହ୍ବାଇଟ ସ୍ପାଇଡର । ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ୨ ଧଳାଜହର ବେପାରୀ ଗିରଫ । ଜବତ ବ୍ରାଉନସୁଗାରର ପରିମାଣ ୧୦୦ ଗ୍ରାମ ହେବ ବୋଲି ଜଣାପଡିଛି ।

କମିଶନରେଟ ପୁଲିସର ବସ୍ତିକୁ ଚାଲ ଅଭିଯାନରେ ନିୟୋଜିତ ଥିବା ବସ୍ତିମିତ୍ରଙ୍କ ତଥ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିଛି ପୁଲିସ । ରାଜଧାନୀରେ ବସ୍ତିକୁ ଅପରାଧ ମୁକ୍ତ କରିବାକୁ ପୁଲିସ ଚଲାଇଛି ‘ବସ୍ତିକୁ ଚାଲ’ ଅଭିଯାନ । ଏହି ଅଭିଯାନ ଜରିଆରେ ଆରମ୍ଭ ହୋଇଛି ଅପରେସନ ହ୍ବାଇଟ୍ ସ୍ପାଇଡର । ଟାର୍ଗେଟରେ ଡ୍ରଗ୍ସ ମାଫିଆ ।

ସୂଚନା ଅନୁଯାୟୀ, ଅପରେସନ ହ୍ବାଇଟ୍ ସ୍ପାଇଡର ଜରିଆରେ ବର୍ତ୍ତମାନ ସୁଦ୍ଧା ସାଢେ ୩ କିଲୋ ବ୍ରାଉନସୁଗାର ଜବତ କରାଯାଇ ସାରିଲାଣି । ଗତ ଅଗଷ୍ଟ ମାସରୁ ଆଜି ସୁଦ୍ଧା ୫୨ ଜଣ ଗିରଫ ହୋଇଛନ୍ତି । ଗତ ୧୯ ତାରିଖରେ ୧୦ରୁ ଅଧିକ ଟଙ୍କାର ୧୦୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣ ବେପାରୀଙ୍କୁ ଧରିଥିଲା ତମାଣ୍ଡୋ ପୁଲିସ ।

ସୂଚନାଯୋଗ୍ୟ, ନିଶା କାରବାର ବନ୍ଦ କରିବାକୁ କୁ ରୋକ ଲଗେଇବା ପାଇଁ ସେଣ୍ଟ୍ରାଲାଇଜ ମନିଟରିନିଂ ୟୁନିଟ ଗଠନ କରାଯିବ । ଏନଡିପିଏସ ମାମଲାରେ ସମସ୍ତ ଡାଟା ରଖାଯିବ । ଜେଲ ଯାଇଥିବା ଅଭିଯୁକ୍ତମାନଙ୍କ ତାଲିକା ସଟ୍ ଲିଷ୍ଟେଡ୍ କରାଯିବ । ଜେଲରୁ ବାହାରିବା ପରେ ସେମାନଙ୍କ ଉପରେ ପୁଲିସ ନଜର ରଖିବ । ଏହାସହ ଅଭିଯୁକ୍ତଙ୍କ ଜିଲ୍ଲା ଓ ରାଜ୍ୟ ବହାରର ନେଟୱର୍କ ପୁଲିସ ଟାର୍ଗେଟ କରିବ ।

https://www.thesakala.in/crime/10-lakh-rupees-worth-of-brown-sugar-was-seized-from-the-bbsr-2-arrested/article-7131
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର