ହ୍ୱାଟ୍ସଆପ୍ ଉପରେ ଆଉ ବିଶ୍ୱାସ କରିହେବ ନାହିଁ: ଏଲନ୍ ମସ୍କ
ନୂଆଦିଲ୍ଲୀ: ବିଲିୟନେୟାର ତଥା ଟ୍ୱିଟର ମାଲିକ ଏଲନ ମସ୍କ ଦାବି କରିଛନ୍ତି ଯେ, ହ୍ୱାଟ୍ସଆପ୍ ଉପରେ ଆଉ ବିଶ୍ୱାସ କରାଯାଇପାରିବନାହିଁ। ଏକ ଟ୍ୱିଟରେ ଏଲନ୍ ମସ୍କ ଏହା କରିଛନ୍ତି। ପ୍ରକୃତରେ ଜଣେ ୟୁଜର୍ସଙ୍କ ଫୋନ୍ରେ ତାଙ୍କ ଅନୁମତି ବିନା ହ୍ୱାଟ୍ସଆପ୍ ମାଇକ୍ରୋଫୋନ୍ ବ୍ୟବହାର କରୁଥିବା ସେ ଜାଣିବାକୁ ପାଇଥିଲେ। ସେ ଏହି କଥା ଟ୍ୱିଟରରେ ସେୟାର କରିବା ପରେ ୟୁଜର୍ସ ଜଣଙ୍କୁ ଟ୍ୱିଟର ମୁଖ୍ୟ ଏହି ଉତ୍ତର ଦେଉଛନ୍ତି। ୟୁଜର୍ସ ଜଣକ ଲେଖିଛନ୍ତି, ହ୍ୱାଟ୍ସଆପ୍ ବ୍ୟାକ୍ ଗ୍ରାଉଣ୍ଡରେ […]
ନୂଆଦିଲ୍ଲୀ: ବିଲିୟନେୟାର ତଥା ଟ୍ୱିଟର ମାଲିକ ଏଲନ ମସ୍କ ଦାବି କରିଛନ୍ତି ଯେ, ହ୍ୱାଟ୍ସଆପ୍ ଉପରେ ଆଉ ବିଶ୍ୱାସ କରାଯାଇପାରିବନାହିଁ। ଏକ ଟ୍ୱିଟରେ ଏଲନ୍ ମସ୍କ ଏହା କରିଛନ୍ତି। ପ୍ରକୃତରେ ଜଣେ ୟୁଜର୍ସଙ୍କ ଫୋନ୍ରେ ତାଙ୍କ ଅନୁମତି ବିନା ହ୍ୱାଟ୍ସଆପ୍ ମାଇକ୍ରୋଫୋନ୍ ବ୍ୟବହାର କରୁଥିବା ସେ ଜାଣିବାକୁ ପାଇଥିଲେ। ସେ ଏହି କଥା ଟ୍ୱିଟରରେ ସେୟାର କରିବା ପରେ ୟୁଜର୍ସ ଜଣଙ୍କୁ ଟ୍ୱିଟର ମୁଖ୍ୟ ଏହି ଉତ୍ତର ଦେଉଛନ୍ତି। ୟୁଜର୍ସ ଜଣକ ଲେଖିଛନ୍ତି, ହ୍ୱାଟ୍ସଆପ୍ ବ୍ୟାକ୍ ଗ୍ରାଉଣ୍ଡରେ ମାଇକ୍ରୋଫୋନ୍ ବ୍ୟବହାର କରୁଛି। ସେ ଶୋଇଥିଲେ ଏବଂ ସକାଳ ୬ ଟାରେ ଉଠି ଦେଖିଲେ ଯେ ହ୍ୱାଟ୍ସଆପ୍ ତାଙ୍କର ବିନା ଅନୁମତିରେ ମାଇକ୍ରୋଫୋନ୍ ବ୍ୟବହାର କରୁଛି। ଏଥରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି କ›ଣ ସବୁ ଚାଲିଛି। ଏହାକୁ ବ୍ୟକ୍ତି ଜଣକ ତାଙ୍କର ଟାଇମ୍ଲାଇନ୍ରେ ସେୟାର କରିଛନ୍ତି। ଏହି ଟୁଇଟ ଉପରେ ଏଲନ୍ ମସ୍କ କୋଟ୍ ଟୁଇଟ୍ କରି ଉତ୍ତର ଦେଇ କହିଛନ୍ତି ଯେ ହ୍ୱାଟସ୍ ଆପ୍ ଉପରେ ଆଉ ବିଶ୍ୱାସ କରାଯାଇପାରିବନାହିଁ। ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଅନେକ ଲୋକେ ଜାଣି ନାହାଁନ୍ତି ଯେ ହ୍ୱାଟସ୍ ଆପ୍ ମେଟା/ଫେସବୁକ୍ ମାଲିକାନା ଅଟେ। ଏହାପରେ ପୁଣି ଏଲନ୍ ମସ୍କ ଜବ ରଖିଥିଲେ।