ମସ୍କକୁ ଟ୍ୱିଟରର ନୋଟିସ୍‌ : ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ

The Sakala Picture
Published On

ୱାଶିଂଟନ୍‌ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ସହ ଚୁକ୍ତି ଶେଷ ହେବା ପୂର୍ବରୁ ଟେସ୍‌ଲା ମୁୂଖ୍ୟ ଏଲନ୍ ମସ୍କ ଏକ ଆଇନଗତ ମାମଲାରେ ଯୋଡି ହୋଇଯାଇଛନ୍ତି। ମସ୍କକୁ ଟ୍ୱିଟର ପକ୍ଷରୁ ଏକ ଆଇନଗତ ନୋଟିସ୍‌ ପଠାଯାଇଛି। ଶନିବାର ଟ୍ୱିଟ୍ କରି ମସ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଟ୍ୱିଟର ତାଙ୍କ ଉପରେ ଅଣ-ପ୍ରକାଶ ଚୁକ୍ତି (ଏନଡିଏ)ର ଉଲ୍ଲଂଘନ କରିଥିବା ଅଭିଯୋଗ ଲଗାଇଛି। କିଛି ସମୟ ପାଇଁ ଟ୍ୱିଟର ସହ ଏହି କାରବାର […]

ୱାଶିଂଟନ୍‌ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ସହ ଚୁକ୍ତି ଶେଷ ହେବା ପୂର୍ବରୁ ଟେସ୍‌ଲା ମୁୂଖ୍ୟ ଏଲନ୍ ମସ୍କ ଏକ ଆଇନଗତ ମାମଲାରେ ଯୋଡି ହୋଇଯାଇଛନ୍ତି। ମସ୍କକୁ ଟ୍ୱିଟର ପକ୍ଷରୁ ଏକ ଆଇନଗତ ନୋଟିସ୍‌ ପଠାଯାଇଛି। ଶନିବାର ଟ୍ୱିଟ୍ କରି ମସ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଟ୍ୱିଟର ତାଙ୍କ ଉପରେ ଅଣ-ପ୍ରକାଶ ଚୁକ୍ତି (ଏନଡିଏ)ର ଉଲ୍ଲଂଘନ କରିଥିବା ଅଭିଯୋଗ ଲଗାଇଛି। କିଛି ସମୟ ପାଇଁ ଟ୍ୱିଟର ସହ ଏହି କାରବାର ବନ୍ଦ ହୋଇଯାଇଥିବା ନେଇ ସୂଚନା ଆସିବା ପରେ ଟ୍ୱିଟରର ଷ୍ଟକ୍ ମୂଲ୍ୟରେ ପ୍ରାୟ ୧୦% ହ୍ରାସ ଘଟିଛି। ଏଠାରେ ସଚନାଯୋଗ୍ୟ ଯେ, ମସ୍କ କିଛି ଦିନ ପୂର୍ବରୁ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବା ପାଇଁ ଏକ ଚୁକ୍ତି କରିଥିଲେ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

16 May 2022 By The Sakala

ମସ୍କକୁ ଟ୍ୱିଟରର ନୋଟିସ୍‌ : ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ

ୱାଶିଂଟନ୍‌ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ସହ ଚୁକ୍ତି ଶେଷ ହେବା ପୂର୍ବରୁ ଟେସ୍‌ଲା ମୁୂଖ୍ୟ ଏଲନ୍ ମସ୍କ ଏକ ଆଇନଗତ ମାମଲାରେ ଯୋଡି ହୋଇଯାଇଛନ୍ତି। ମସ୍କକୁ ଟ୍ୱିଟର ପକ୍ଷରୁ ଏକ ଆଇନଗତ ନୋଟିସ୍‌ ପଠାଯାଇଛି। ଶନିବାର ଟ୍ୱିଟ୍ କରି ମସ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଟ୍ୱିଟର ତାଙ୍କ ଉପରେ ଅଣ-ପ୍ରକାଶ ଚୁକ୍ତି (ଏନଡିଏ)ର ଉଲ୍ଲଂଘନ କରିଥିବା ଅଭିଯୋଗ ଲଗାଇଛି। କିଛି ସମୟ ପାଇଁ ଟ୍ୱିଟର ସହ ଏହି କାରବାର ବନ୍ଦ ହୋଇଯାଇଥିବା ନେଇ ସୂଚନା ଆସିବା ପରେ ଟ୍ୱିଟରର ଷ୍ଟକ୍ ମୂଲ୍ୟରେ ପ୍ରାୟ ୧୦% ହ୍ରାସ ଘଟିଛି। ଏଠାରେ ସଚନାଯୋଗ୍ୟ ଯେ, ମସ୍କ କିଛି ଦିନ ପୂର୍ବରୁ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବା ପାଇଁ ଏକ ଚୁକ୍ତି କରିଥିଲେ।

https://www.thesakala.in/business/twitter-notice-to-moscow-allegations-of-breach-of-contract/article-11620
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp