୨୦୨୨-୨୩ରେ ୪୦ ହଜାର ନୂଆ ନିଯୁକ୍ତି ଦେବ ଟିସିଏସ୍‌

The Sakala Picture
Published On

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ବହୁ ଔଦ୍ୟୋଗିକ କ୍ଷେତ୍ର ପ୍ରଭାବିତ ହୋଇଥିଲା ବେଳେ ଆଇଟି କ୍ଷେତ୍ର ମଧ୍ୟ ଆଂଶିକ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ଏହି ସ୍ଥିତିରେ ପରିବର୍ତ୍ତନ ସହ ଅନେକ କ୍ଷେତ୍ର ସ୍ବାଭାବିକ ହୋଇଥିବା ବେଳେ ଅଭିବୃଦ୍ଧି ଗତିଶୀଳ ହୋଇଛି। ଏହାକୁ ନେଇ ଏବେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଉତ୍ସାହ ଫେରୁଛି। ଏହିକ୍ରମରେ ଦେଶର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ୍‌ (ଟିସିଏସ୍) ଚଳିତ ଆର୍ଥକ ବର୍ଷ(୨୦୨୨-୨୩)ରେ ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। […]

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ବହୁ ଔଦ୍ୟୋଗିକ କ୍ଷେତ୍ର ପ୍ରଭାବିତ ହୋଇଥିଲା ବେଳେ ଆଇଟି କ୍ଷେତ୍ର ମଧ୍ୟ ଆଂଶିକ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ଏହି ସ୍ଥିତିରେ ପରିବର୍ତ୍ତନ ସହ ଅନେକ କ୍ଷେତ୍ର ସ୍ବାଭାବିକ ହୋଇଥିବା ବେଳେ ଅଭିବୃଦ୍ଧି ଗତିଶୀଳ ହୋଇଛି। ଏହାକୁ ନେଇ ଏବେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଉତ୍ସାହ ଫେରୁଛି। ଏହିକ୍ରମରେ ଦେଶର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ୍‌ (ଟିସିଏସ୍) ଚଳିତ ଆର୍ଥକ ବର୍ଷ(୨୦୨୨-୨୩)ରେ ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

କମ୍ପାନୀ ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଆଇଟି ଉଦ୍ୟୋଗର ଦ୍ରୁତ ଅଭିବୃଦ୍ଧି ଯ଼ୋଗୁଁ କମ୍ପାନୀ ନିଜର ଲକ୍ଷ୍ୟ ତୁଳନାରେ ଅଧିକ ନିଯୁକ୍ତି ପ୍ରଦାନ କରିଥିଲା। ଏହି ବର୍ଷର ଶେଷ ତଥା ଚତୁର୍ଥ ତ୍ରୟମାସରେ କମ୍ପାନୀ ୩୫ ହଜାର ନିଯୁକ୍ତି ପ୍ରଦାନ କରିଥିଲା। ଏହାକୁ ମିଶାଇ କମ୍ପାନୀର ମୋଟ କର୍ମଚାରୀ ସଂଖ୍ୟା ଏବେ ୫,୯୨,୧୨୫ରେ ପହଞ୍ଚିଛି। ଡିଜିଟାଇଜେସନ ବ୍ୟବସ୍ଥା ପ୍ରତି ଏବେ ସର୍ବାଧିକ ଚାହିଦା ବୃଦ୍ଧିକୁ ନେଇ ଆଇଟି ପେଷାଦାରମାନଙ୍କ ଚାହିଦା ବଢିବାରେ ଲାଗିଛି ବୋଲି କୁହାଯାଇଛି। କେବଳ ଟିସିଏସ୍‌ ନୁହେଁ, ଅନ୍ୟ ପ୍ରମୁଖ ଆଇଟି କମ୍ପାନୀମାନଙ୍କ ପକ୍ଷରୁ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଅଧିକ ନିଯୁକ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

17 Apr 2022 By The Sakala

୨୦୨୨-୨୩ରେ ୪୦ ହଜାର ନୂଆ ନିଯୁକ୍ତି ଦେବ ଟିସିଏସ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ବହୁ ଔଦ୍ୟୋଗିକ କ୍ଷେତ୍ର ପ୍ରଭାବିତ ହୋଇଥିଲା ବେଳେ ଆଇଟି କ୍ଷେତ୍ର ମଧ୍ୟ ଆଂଶିକ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ଏହି ସ୍ଥିତିରେ ପରିବର୍ତ୍ତନ ସହ ଅନେକ କ୍ଷେତ୍ର ସ୍ବାଭାବିକ ହୋଇଥିବା ବେଳେ ଅଭିବୃଦ୍ଧି ଗତିଶୀଳ ହୋଇଛି। ଏହାକୁ ନେଇ ଏବେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଉତ୍ସାହ ଫେରୁଛି। ଏହିକ୍ରମରେ ଦେଶର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ୍‌ (ଟିସିଏସ୍) ଚଳିତ ଆର୍ଥକ ବର୍ଷ(୨୦୨୨-୨୩)ରେ ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି।

କମ୍ପାନୀ ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଆଇଟି ଉଦ୍ୟୋଗର ଦ୍ରୁତ ଅଭିବୃଦ୍ଧି ଯ଼ୋଗୁଁ କମ୍ପାନୀ ନିଜର ଲକ୍ଷ୍ୟ ତୁଳନାରେ ଅଧିକ ନିଯୁକ୍ତି ପ୍ରଦାନ କରିଥିଲା। ଏହି ବର୍ଷର ଶେଷ ତଥା ଚତୁର୍ଥ ତ୍ରୟମାସରେ କମ୍ପାନୀ ୩୫ ହଜାର ନିଯୁକ୍ତି ପ୍ରଦାନ କରିଥିଲା। ଏହାକୁ ମିଶାଇ କମ୍ପାନୀର ମୋଟ କର୍ମଚାରୀ ସଂଖ୍ୟା ଏବେ ୫,୯୨,୧୨୫ରେ ପହଞ୍ଚିଛି। ଡିଜିଟାଇଜେସନ ବ୍ୟବସ୍ଥା ପ୍ରତି ଏବେ ସର୍ବାଧିକ ଚାହିଦା ବୃଦ୍ଧିକୁ ନେଇ ଆଇଟି ପେଷାଦାରମାନଙ୍କ ଚାହିଦା ବଢିବାରେ ଲାଗିଛି ବୋଲି କୁହାଯାଇଛି। କେବଳ ଟିସିଏସ୍‌ ନୁହେଁ, ଅନ୍ୟ ପ୍ରମୁଖ ଆଇଟି କମ୍ପାନୀମାନଙ୍କ ପକ୍ଷରୁ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଅଧିକ ନିଯୁକ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର