ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ, ଡିଜେଲ ବିକ୍ରିରେ ୧୦ ରୁ ୧୫% ହ୍ରାସ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ ବିକ୍ରି ହ୍ରାସ ପାଇଛି। ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ ବିକ୍ରିରେ ଅନ୍ୟୂନ ୧୦% ହ୍ରାସ ଘଟିଥିଲା ବେଳେ ଡିଜେଲ ବିକ୍ରି ୧୫.୬% ହ୍ରାସ ପାଇଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ସମୀକ୍ଷାରୁ ଜଣାପଡ଼ିଛି। ସେହିପରି ଏହି ସମୟରେ ଏଲପିଜି ଚାହିଦାରେ ମଧ୍ୟ ୨% ହ୍ରାସ ଘଟିଥିବା ଜଣାପଡ଼ିଛି। ମାର୍ଚ୍ଚ ୨୨ ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ […]

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ ବିକ୍ରି ହ୍ରାସ ପାଇଛି। ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ ବିକ୍ରିରେ ଅନ୍ୟୂନ ୧୦% ହ୍ରାସ ଘଟିଥିଲା ବେଳେ ଡିଜେଲ ବିକ୍ରି ୧୫.୬% ହ୍ରାସ ପାଇଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ସମୀକ୍ଷାରୁ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ସେହିପରି ଏହି ସମୟରେ ଏଲପିଜି ଚାହିଦାରେ ମଧ୍ୟ ୨% ହ୍ରାସ ଘଟିଥିବା ଜଣାପଡ଼ିଛି। ମାର୍ଚ୍ଚ ୨୨ ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା ବେଳେ ମାର୍ଚ୍ଚ ୨୨ରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ଘଟିଥିଲା।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

17 Apr 2022 By The Sakala

ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ, ଡିଜେଲ ବିକ୍ରିରେ ୧୦ ରୁ ୧୫% ହ୍ରାସ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ ବିକ୍ରି ହ୍ରାସ ପାଇଛି। ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ ବିକ୍ରିରେ ଅନ୍ୟୂନ ୧୦% ହ୍ରାସ ଘଟିଥିଲା ବେଳେ ଡିଜେଲ ବିକ୍ରି ୧୫.୬% ହ୍ରାସ ପାଇଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ସମୀକ୍ଷାରୁ ଜଣାପଡ଼ିଛି।

ସେହିପରି ଏହି ସମୟରେ ଏଲପିଜି ଚାହିଦାରେ ମଧ୍ୟ ୨% ହ୍ରାସ ଘଟିଥିବା ଜଣାପଡ଼ିଛି। ମାର୍ଚ୍ଚ ୨୨ ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା ବେଳେ ମାର୍ଚ୍ଚ ୨୨ରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp