ସଂସଦୀୟ କମିଟିକୁ ଆର୍‌ବିଆଇର ସୂଚନା : କ୍ରିପ୍ଟୋକରେନ୍ସି ଅର୍ଥନୀତିର ଏକ ଅଂଶର ଡଲାରୀକରଣ ପ୍ରତି ବିପଦ

The Sakala Picture
Published On

ମୁମ୍ବଇ : କ୍ରିପ୍ଟୋକରେନ୍ସି ଅର୍ଥନୀତିର ଏକ ଅଂଶର ଡଲାରୀକରଣ ହୋଇପାରେ। ଏହାଭାରତର ସାର୍ବଭୌମ ହିତ ବିରୁଦ୍ଧରେ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସଂସଦୀୟ କମିଟିକୁ କହିଛି। ସୂଚନାଯୋଗ୍ୟ ଯେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପୂର୍ବତନ ଅର୍ଥମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ନେତୃତ୍ୱରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ଏ ସମ୍ପର୍କରେ ନିଜର ମତ ଉପସ୍ଥାପନ କରି ଏହା କହିଛନ୍ତି। କ୍ରିପ୍ଟୋକରେନ୍ସି ବିଷୟରେ ସେ ତାଙ୍କ ଆଶଙ୍କାକୁ କମିଟି ସମ୍ମୁଖରେ […]

ମୁମ୍ବଇ : କ୍ରିପ୍ଟୋକରେନ୍ସି ଅର୍ଥନୀତିର ଏକ ଅଂଶର ଡଲାରୀକରଣ ହୋଇପାରେ। ଏହାଭାରତର ସାର୍ବଭୌମ ହିତ ବିରୁଦ୍ଧରେ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସଂସଦୀୟ କମିଟିକୁ କହିଛି। ସୂଚନାଯୋଗ୍ୟ ଯେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପୂର୍ବତନ ଅର୍ଥମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ନେତୃତ୍ୱରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ଏ ସମ୍ପର୍କରେ ନିଜର ମତ ଉପସ୍ଥାପନ କରି ଏହା କହିଛନ୍ତି। କ୍ରିପ୍ଟୋକରେନ୍ସି ବିଷୟରେ ସେ ତାଙ୍କ ଆଶଙ୍କାକୁ କମିଟି ସମ୍ମୁଖରେ ରଖିଥିଲେ। ଏହା ମଧ୍ୟ ଆର୍ଥିକ ବ୍ୟବସ୍ଥାର ସ୍ଥିରତା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ଆରବିଆଇ ଅଧିକାରୀ କହିଛନ୍ତି ଯେ ଏହା କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି ସ୍ଥିର କରିବା ଏବଂ ଦେଶର ମୁଦ୍ରା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା କ୍ଷମତାକୁ ଗୁରୁତର ଭାବେ କ୍ଷୁର୍ଣ୍ଣ କରିବ। କ୍ରିପ୍ଟୋକରେନ୍ସିଗୁଡ଼ିକର ବିନିମୟର ମାଧ୍ୟମ ହେବାର ସାମର୍ଥ୍ୟ ରହିଛି।

ଘରୋଇ କ୍ଷେତ୍ରରେ ତଥା ସୀମା ପାର ଆର୍ଥିକ କାରବାରରେ ଟଙ୍କାର ସ୍ଥାନ ନେଇପାରେ। କେନ୍ଦ୍ରୀୟ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ ମୁଦ୍ରା ବ୍ୟବସ୍ଥାର ଏକ ଅଂଶ ଦଖଲ କରିପାରେ ଏବଂ ସିଷ୍ଟମରେ ଟଙ୍କା ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇର କ୍ଷମତାକୁ ମଧ୍ୟ କ୍ଷୁର୍ଣ୍ଣ କରିପାରେ। ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଏହି ଚେତାବନୀ ଦେଇଛନ୍ତି ଯେ କ୍ରିପ୍ଟୋକରେନ୍ସିଗୁଡିକୁ ଆତଙ୍କବାଦୀ ଆର୍ଥିକ ସହାୟତା, ମନି ଲଣ୍ଡରିଂ ଏବଂ ଡ୍ରଗ୍ କାରବାରରେ ମଧ୍ୟ ବ୍ୟବହାର କରାଯାଇପାରେ। ଏହା ଦେଶର ଆର୍ଥିକ ବ୍ୟବସ୍ଥାର ସ୍ଥିରତା ପାଇଁ ଏକ ବଡ଼ ବିପଦ ହୋଇପାରେ। ସେ ସଂସଦୀୟ କମିଟିକୁ କହିଛନ୍ତି ଯେ ପ୍ରାୟ ସମସ୍ତ କ୍ରିପ୍ଟୋକରେନ୍ସି ଡଲାର ଆଧାରିତ ଏବଂ ବିଦେଶୀ ଘରୋଇ ଅନୁଷ୍ଠାନ ଦ୍ବାରା ଜାରି କରାଯାଇଛି। ଏପରି ପରିସ୍ଥିତିରେ ଏହା ସମ୍ଭବ ଯେ ଏହା ଆମ ଅର୍ଥନୀତିର କିଛି ଅଂଶର ଡଲାରାଇଜେସନ୍ ହୋଇପାରେ ବଶେଲି ଆର୍‌ବିଆଇ ଆଶଙ୍କାବ୍ୟକ୍ତ କରିଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

16 May 2022 By The Sakala

https://www.thesakala.in/business/rbi-information-to-parliamentary-committee-cryptocurrency-threatens-dollarization-of-part-of-economy/article-11618
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp