ଓପୋ, ସାଓମି ଖୁବ ଶୀଘ୍ର ଆଣିବେ ଇ-କାର

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ତୈଳ ଦର ଦିନକୁ ଦିନ ଯେତିକି ମହଙ୍ଗା ହେବାରେ ଲାଗିଛି ଇଲେକ୍‌ଟ୍ରିକ୍ କାର (ଇଭି)ର ଚାହିଦା ସେହିଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ନୂଆ ନୂଆ କମ୍ପାନୀ ଏହି କ୍ଷେତ୍ରରେ ପ୍ରବେଶ କରିବାରେ ଲାଗିଛନ୍ତି । ଉଚ୍ଚ ତେଲ ଦରକୁ ନଜରରେ ରଖି ଲୋକେ ଏବେ ପେଟ୍ରୋଲ ଡିଜେଲ ଚାଳିତ ଗାଡ଼ି ଚଳାଇବାକୁ ପସନ୍ଦ କରୁନାହାନ୍ତି। ଏହା ମଧ୍ୟରେ ପ୍ରଦୂଷଣ ମଧ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ବର୍ତ୍ତମାନ […]

ନୂଆଦିଲ୍ଲୀ: ଦେଶରେ ତୈଳ ଦର ଦିନକୁ ଦିନ ଯେତିକି ମହଙ୍ଗା ହେବାରେ ଲାଗିଛି ଇଲେକ୍‌ଟ୍ରିକ୍ କାର (ଇଭି)ର ଚାହିଦା ସେହିଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ନୂଆ ନୂଆ କମ୍ପାନୀ ଏହି କ୍ଷେତ୍ରରେ ପ୍ରବେଶ କରିବାରେ ଲାଗିଛନ୍ତି । ଉଚ୍ଚ ତେଲ ଦରକୁ ନଜରରେ ରଖି ଲୋକେ ଏବେ ପେଟ୍ରୋଲ ଡିଜେଲ ଚାଳିତ ଗାଡ଼ି ଚଳାଇବାକୁ ପସନ୍ଦ କରୁନାହାନ୍ତି। ଏହା ମଧ୍ୟରେ ପ୍ରଦୂଷଣ ମଧ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ବର୍ତ୍ତମାନ ଇ-ଯାନର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାହକ ମଧ୍ୟ ଏହାକୁ ଧିରେ ଧୂରେ କିଣିବା ଆରମ୍ଭ କଲେଣି। ଏହି ଅନୁକ୍ରମରେ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଖୁବଶୀଘ୍ର ଇ-ଯାନ ବଜାରକୁ ଛାଡିବାକୁ ଯୋଜନାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଖବର ଅନୁସାରେ, ସ୍ମାର୍ଟଫୋନ କମ୍ପାନୀ ଓପୋ ଖୁବ୍ ଶୀଘ୍ର ଭାରତରେ ଇଲେକ୍ଟ୍ରୋନିକ କାର ବଜାରକୁ ଛାଡିବାକୁ ଯାଉଛି।ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛି। କୁହାଯାଉଛି କମ୍ପାନୀ ଭାରତ ପାଇଁ ଏକ ଇଲେକ୍ଟ୍ରୋନିକ କାରର ଡିଜାଇନ କରିବା ସହ ୨୦୨୪ରେ ଏହି କାରକୁ ବଜାରକୁ ଛାଡିବାକୁ ଯୋଜନା ରଖିଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

୨୦୨୪ରେ ସ୍ମାର୍ଟଫୋନ୍‌ ନିର୍ମାତା ଓପୋର ଇ-ଯାନ ବଜାରକୁ ଆସିବ। ତେବେ ଏହି କାରରେ କ’ଣ ସବୁ ବୈଶିଷ୍ଟ ରହିବ ସେ ନେଇ କମ୍ପାନୀ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଗଣମାଧ୍ୟମର  ଏକ ରିପୋର୍ଟ ଅନୁସାରେ ବିବିକେ

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

ଇଲେକ୍ଟ୍ରୋନିକ୍ସର ସ୍ମାର୍ଟଫୋନ ବ୍ରାଣ୍ଡ ଯଥା ଓପୋ, ରିଅଲ ମି ଏବଂ ୱାନ ପ୍ଲସ ଏବେ ଭାରତରେ ଇଲେକ୍ଟ୍ରୋନିକ ଭେଇକଲକୁ ଉନ୍ନତ କରି ବଜାରକୁ ଆଣିବାର ଯୋଜନାରେ ରହିଛନ୍ତି। ନାମୀଦାମୀ କମ୍ପାନୀ ଆପଲ ଏହାର ଇ-କାର ଅଣିବାର ଯୋଜନା ରଖିଛି। କିନ୍ତୁ ଏହି କାର ସ୍ମାର୍ଟ ଫିଚର ସହ ଉପଲବ୍ଧ ହେବାକୁ ଯାଉଛି। ଏହା ଚାଳକ ବିହୀନ ହେବା ସହ ସମ୍ପୂର୍ଣ ଭାବେ ସେନ୍ସର ସହ ଜଡ଼ିତ ରହିବ। କାରରେ ବସୁଥିବା ଲୋକ ଏହାକୁ ସ୍ମାର୍ଟଫୋନ ଦ୍ବାରା ଅପରେଟ କରିପାରିବେ । ଏହି କାର ମୋଡ ବଦଳାଇବା ବେଳେ ଷ୍ଟିୟରିଂର ମଧ୍ୟ ଆବଶ୍ୟକତା ପଡିବନାହିଁ। ଅପରପକ୍ଷେ ହେଇ ଚଳିତ ମାସରେ ଅବତାର-୧୧ ନାମକ ଏକ ଇ-କାରର ବଜାର ପ୍ରବେଶ କରିବାକୁ ଯାଉଥିବା ଜଣାଯାଇଛି।

ଏହାର ସବୁଠୁ ଭଲ ବୈଶିଷ୍ଟ୍ୟ ହେଉଛି ଯେ, ଏହି କାରକୁ ଥରେ ଚାର୍ଜ କଲେ ଏହା ୭୦୦ କି.ମି. ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦୦ କେଡବ୍ଲ୍ୟୁଏଚ୍ ସୁପର ଚାର୍ଜେବଲ ବ୍ୟାଟେରୀ ଦିଆଯାଇଛି । ଏଥିରେ ଅଲଗା ଅଲଗା ପ୍ରକାରର ୪୦୦ଟି ଡ୍ରାଇଙ୍ଗି ବୈଶିଷ୍ଟ୍ୟ ମଧ୍ୟ ଉପଲବ୍ଧ। ଏହି କାର ୨୦୨୨ର ଦ୍ବିତୀୟ ତ୍ରୈମାସରେ ବଜାରକୁ ଆସିପାରେ। ଚାଇନା ସ୍ମାର୍ଟଫୋନ କମ୍ପାନୀ ସାଓମିର ସିଇଓ ଲେଇ ଯୁନ କହିଛନ୍ତି ଯେ, ତାଙ୍କ କମ୍ପାନୀ ୨୦୨୪ରେ ବହୁମାତ୍ରାରେ ଇ-କାର ଉତ୍ପାଦନ କରିବାକୁ ଯାଉଛି।

26 Nov 2021 By The Sakala

ଓପୋ, ସାଓମି ଖୁବ ଶୀଘ୍ର ଆଣିବେ ଇ-କାର

ନୂଆଦିଲ୍ଲୀ: ଦେଶରେ ତୈଳ ଦର ଦିନକୁ ଦିନ ଯେତିକି ମହଙ୍ଗା ହେବାରେ ଲାଗିଛି ଇଲେକ୍‌ଟ୍ରିକ୍ କାର (ଇଭି)ର ଚାହିଦା ସେହିଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ନୂଆ ନୂଆ କମ୍ପାନୀ ଏହି କ୍ଷେତ୍ରରେ ପ୍ରବେଶ କରିବାରେ ଲାଗିଛନ୍ତି । ଉଚ୍ଚ ତେଲ ଦରକୁ ନଜରରେ ରଖି ଲୋକେ ଏବେ ପେଟ୍ରୋଲ ଡିଜେଲ ଚାଳିତ ଗାଡ଼ି ଚଳାଇବାକୁ ପସନ୍ଦ କରୁନାହାନ୍ତି। ଏହା ମଧ୍ୟରେ ପ୍ରଦୂଷଣ ମଧ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ବର୍ତ୍ତମାନ ଇ-ଯାନର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାହକ ମଧ୍ୟ ଏହାକୁ ଧିରେ ଧୂରେ କିଣିବା ଆରମ୍ଭ କଲେଣି। ଏହି ଅନୁକ୍ରମରେ ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଖୁବଶୀଘ୍ର ଇ-ଯାନ ବଜାରକୁ ଛାଡିବାକୁ ଯୋଜନାରେ ଅଛନ୍ତି।

ଖବର ଅନୁସାରେ, ସ୍ମାର୍ଟଫୋନ କମ୍ପାନୀ ଓପୋ ଖୁବ୍ ଶୀଘ୍ର ଭାରତରେ ଇଲେକ୍ଟ୍ରୋନିକ କାର ବଜାରକୁ ଛାଡିବାକୁ ଯାଉଛି।ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛି। କୁହାଯାଉଛି କମ୍ପାନୀ ଭାରତ ପାଇଁ ଏକ ଇଲେକ୍ଟ୍ରୋନିକ କାରର ଡିଜାଇନ କରିବା ସହ ୨୦୨୪ରେ ଏହି କାରକୁ ବଜାରକୁ ଛାଡିବାକୁ ଯୋଜନା ରଖିଛି।

୨୦୨୪ରେ ସ୍ମାର୍ଟଫୋନ୍‌ ନିର୍ମାତା ଓପୋର ଇ-ଯାନ ବଜାରକୁ ଆସିବ। ତେବେ ଏହି କାରରେ କ’ଣ ସବୁ ବୈଶିଷ୍ଟ ରହିବ ସେ ନେଇ କମ୍ପାନୀ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ଗଣମାଧ୍ୟମର  ଏକ ରିପୋର୍ଟ ଅନୁସାରେ ବିବିକେ

ଇଲେକ୍ଟ୍ରୋନିକ୍ସର ସ୍ମାର୍ଟଫୋନ ବ୍ରାଣ୍ଡ ଯଥା ଓପୋ, ରିଅଲ ମି ଏବଂ ୱାନ ପ୍ଲସ ଏବେ ଭାରତରେ ଇଲେକ୍ଟ୍ରୋନିକ ଭେଇକଲକୁ ଉନ୍ନତ କରି ବଜାରକୁ ଆଣିବାର ଯୋଜନାରେ ରହିଛନ୍ତି। ନାମୀଦାମୀ କମ୍ପାନୀ ଆପଲ ଏହାର ଇ-କାର ଅଣିବାର ଯୋଜନା ରଖିଛି। କିନ୍ତୁ ଏହି କାର ସ୍ମାର୍ଟ ଫିଚର ସହ ଉପଲବ୍ଧ ହେବାକୁ ଯାଉଛି। ଏହା ଚାଳକ ବିହୀନ ହେବା ସହ ସମ୍ପୂର୍ଣ ଭାବେ ସେନ୍ସର ସହ ଜଡ଼ିତ ରହିବ। କାରରେ ବସୁଥିବା ଲୋକ ଏହାକୁ ସ୍ମାର୍ଟଫୋନ ଦ୍ବାରା ଅପରେଟ କରିପାରିବେ । ଏହି କାର ମୋଡ ବଦଳାଇବା ବେଳେ ଷ୍ଟିୟରିଂର ମଧ୍ୟ ଆବଶ୍ୟକତା ପଡିବନାହିଁ। ଅପରପକ୍ଷେ ହେଇ ଚଳିତ ମାସରେ ଅବତାର-୧୧ ନାମକ ଏକ ଇ-କାରର ବଜାର ପ୍ରବେଶ କରିବାକୁ ଯାଉଥିବା ଜଣାଯାଇଛି।

ଏହାର ସବୁଠୁ ଭଲ ବୈଶିଷ୍ଟ୍ୟ ହେଉଛି ଯେ, ଏହି କାରକୁ ଥରେ ଚାର୍ଜ କଲେ ଏହା ୭୦୦ କି.ମି. ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦୦ କେଡବ୍ଲ୍ୟୁଏଚ୍ ସୁପର ଚାର୍ଜେବଲ ବ୍ୟାଟେରୀ ଦିଆଯାଇଛି । ଏଥିରେ ଅଲଗା ଅଲଗା ପ୍ରକାରର ୪୦୦ଟି ଡ୍ରାଇଙ୍ଗି ବୈଶିଷ୍ଟ୍ୟ ମଧ୍ୟ ଉପଲବ୍ଧ। ଏହି କାର ୨୦୨୨ର ଦ୍ବିତୀୟ ତ୍ରୈମାସରେ ବଜାରକୁ ଆସିପାରେ। ଚାଇନା ସ୍ମାର୍ଟଫୋନ କମ୍ପାନୀ ସାଓମିର ସିଇଓ ଲେଇ ଯୁନ କହିଛନ୍ତି ଯେ, ତାଙ୍କ କମ୍ପାନୀ ୨୦୨୪ରେ ବହୁମାତ୍ରାରେ ଇ-କାର ଉତ୍ପାଦନ କରିବାକୁ ଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp