ସର୍ବୋଚ୍ଚ ସ୍ତରରେ ସୁନା ମୂଲ୍ୟ, ଆଗକୁ ୬୫ ହଜାର ଛୁଇଁପାରେ ଦର

The Sakala Picture
Published On

ନୂଆଦିଲ୍ଲୀ: ଗତ ସପ୍ତାହକ ମଧ୍ୟରେ ସୁନା ମୂଲ୍ୟରେ ସର୍ବାଧିକ ବୃଦ୍ଧି ଘଟିଥିବା ବେଳେ ଏବେ ୧୦ ଗ୍ରାମ ପିଛା ମୂଲ୍ୟରେ ୮୧୨ ଟଙ୍କା ବୃଦ୍ଧି ଘଟି ଏହା ୬୧ ହଜାର ଟଙ୍କା ଅତିକ୍ରମ କରିଛି।ଏହା ହେଉଛି ସୁନା ମୂଲ୍ୟ ବୃଦ୍ଧିର ସର୍ବକାଳୀନ ରେକର୍ଡ। ତେବେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ରହିଥିବା କୁହାଯାଇଛି। ସୁନା ବ୍ୟତୀତ ରୁପା ମୂଲ୍ୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ରୁପା […]

ନୂଆଦିଲ୍ଲୀ: ଗତ ସପ୍ତାହକ ମଧ୍ୟରେ ସୁନା ମୂଲ୍ୟରେ ସର୍ବାଧିକ ବୃଦ୍ଧି ଘଟିଥିବା ବେଳେ ଏବେ ୧୦ ଗ୍ରାମ ପିଛା ମୂଲ୍ୟରେ ୮୧୨ ଟଙ୍କା ବୃଦ୍ଧି ଘଟି ଏହା ୬୧ ହଜାର ଟଙ୍କା ଅତିକ୍ରମ କରିଛି।ଏହା ହେଉଛି ସୁନା ମୂଲ୍ୟ ବୃଦ୍ଧିର ସର୍ବକାଳୀନ ରେକର୍ଡ। ତେବେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ରହିଥିବା କୁହାଯାଇଛି। ସୁନା ବ୍ୟତୀତ ରୁପା ମୂଲ୍ୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ରୁପା କିଲୋ ପିଛା ୪୧୦ ଟଙ୍କା ବୃଦ୍ଧି ପାଇ ଏହା ୭୭,୫୮୦ ଟଙ୍କା ଛୁଇଁଛି। ଆଗାମୀ ଦିନରେ ରୁପା କିଲୋ ପିଛା ମୂଲ୍ୟ ୯୦ ହଜାର ଟଙ୍କା ଅତିକ୍ରମ କରିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

16 Apr 2023 By The Sakala

ସର୍ବୋଚ୍ଚ ସ୍ତରରେ ସୁନା ମୂଲ୍ୟ, ଆଗକୁ ୬୫ ହଜାର ଛୁଇଁପାରେ ଦର

ନୂଆଦିଲ୍ଲୀ: ଗତ ସପ୍ତାହକ ମଧ୍ୟରେ ସୁନା ମୂଲ୍ୟରେ ସର୍ବାଧିକ ବୃଦ୍ଧି ଘଟିଥିବା ବେଳେ ଏବେ ୧୦ ଗ୍ରାମ ପିଛା ମୂଲ୍ୟରେ ୮୧୨ ଟଙ୍କା ବୃଦ୍ଧି ଘଟି ଏହା ୬୧ ହଜାର ଟଙ୍କା ଅତିକ୍ରମ କରିଛି।ଏହା ହେଉଛି ସୁନା ମୂଲ୍ୟ ବୃଦ୍ଧିର ସର୍ବକାଳୀନ ରେକର୍ଡ। ତେବେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ରହିଥିବା କୁହାଯାଇଛି। ସୁନା ବ୍ୟତୀତ ରୁପା ମୂଲ୍ୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ରୁପା କିଲୋ ପିଛା ୪୧୦ ଟଙ୍କା ବୃଦ୍ଧି ପାଇ ଏହା ୭୭,୫୮୦ ଟଙ୍କା ଛୁଇଁଛି। ଆଗାମୀ ଦିନରେ ରୁପା କିଲୋ ପିଛା ମୂଲ୍ୟ ୯୦ ହଜାର ଟଙ୍କା ଅତିକ୍ରମ କରିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp