ଆଜିଠୁ ବଦଳିବ ଏଲ୍‌ପିଜିଠାରୁ ପାନ୍‌-ଆଧାର ସଂଯୋଗ ଯାଏ ସବୁ ନିୟମ

The Sakala Picture
Published On

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି ସବୁ ନିୟମଗୁଡିକ ଆପଣଙ୍କର ଆର୍ଥିକ କାରବାର ସହ ଜଡିତ। ଏହା କାର୍ଯ୍ୟକାରୀ ହେବା ପରେ ଏହାର ପ୍ରଭାବ ଆପଣଙ୍କ ପକେଟ୍‌ ଉପରେ ପଡିପାରେ। ଏଥିରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ, ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ, ବ୍ୟାଙ୍କିଙ୍ଗ୍, କ୍ରିପ୍ଟୋରେ ନିବେଶ,କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାର, ନୂତନ ଶ୍ରମ ସଂହିତା ଏବଂ ପାନ୍ ଆଧାର ସଂଯୋଗ ସହ ଜଡିତ ବହୁତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନ୍ତର୍ଭୁକ୍ତ। […]

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି ସବୁ ନିୟମଗୁଡିକ ଆପଣଙ୍କର ଆର୍ଥିକ କାରବାର ସହ ଜଡିତ। ଏହା କାର୍ଯ୍ୟକାରୀ ହେବା ପରେ ଏହାର ପ୍ରଭାବ ଆପଣଙ୍କ ପକେଟ୍‌ ଉପରେ ପଡିପାରେ। ଏଥିରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ, ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ, ବ୍ୟାଙ୍କିଙ୍ଗ୍, କ୍ରିପ୍ଟୋରେ ନିବେଶ,କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାର, ନୂତନ ଶ୍ରମ ସଂହିତା ଏବଂ ପାନ୍ ଆଧାର ସଂଯୋଗ ସହ ଜଡିତ ବହୁତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଜୁଲାଇ ପହିଲାରୁ ଦେଶରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ବଦଳିପାରେ। ଏହାବାଦ୍‌ ଜୁନ୍ ସୁଦ୍ଧା ଆଧାର ପାନ୍‌ ସଂଯୋଗ କରି ନ ଥିଲେ ଆପଣଙ୍କୁ ଦୁଇଗୁଣ ଜରିମାନା ଦେବାକୁ ପଡିବ। ଯଦି ଆପଣ ୧ ଜୁଲାଇ ପରେ ଏହି ସଂଯୋଗ କରନ୍ତି ତେବେ ଏଥିପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

01 Jul 2022 By The Sakala

ଆଜିଠୁ ବଦଳିବ ଏଲ୍‌ପିଜିଠାରୁ ପାନ୍‌-ଆଧାର ସଂଯୋଗ ଯାଏ ସବୁ ନିୟମ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି ସବୁ ନିୟମଗୁଡିକ ଆପଣଙ୍କର ଆର୍ଥିକ କାରବାର ସହ ଜଡିତ। ଏହା କାର୍ଯ୍ୟକାରୀ ହେବା ପରେ ଏହାର ପ୍ରଭାବ ଆପଣଙ୍କ ପକେଟ୍‌ ଉପରେ ପଡିପାରେ। ଏଥିରେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ, ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ, ବ୍ୟାଙ୍କିଙ୍ଗ୍, କ୍ରିପ୍ଟୋରେ ନିବେଶ,କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ବ୍ୟବହାର, ନୂତନ ଶ୍ରମ ସଂହିତା ଏବଂ ପାନ୍ ଆଧାର ସଂଯୋଗ ସହ ଜଡିତ ବହୁତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନ୍ତର୍ଭୁକ୍ତ। ଜୁଲାଇ ପହିଲାରୁ ଦେଶରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ବଦଳିପାରେ। ଏହାବାଦ୍‌ ଜୁନ୍ ସୁଦ୍ଧା ଆଧାର ପାନ୍‌ ସଂଯୋଗ କରି ନ ଥିଲେ ଆପଣଙ୍କୁ ଦୁଇଗୁଣ ଜରିମାନା ଦେବାକୁ ପଡିବ। ଯଦି ଆପଣ ୧ ଜୁଲାଇ ପରେ ଏହି ସଂଯୋଗ କରନ୍ତି ତେବେ ଏଥିପାଇଁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp