ଇପିଏଫ୍ଓ ୟୁଏଏନ୍‌ ଆକ୍ଟିଭେସନ୍‌, ଆଧାର ସିଡିଂ ଅବଧି ୧୫ ଯାଏ ବଢ଼ିଲା

The Sakala Picture
Published On

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୟୁଏଏନ୍‌ ଆକ୍ଟିଭେସନ୍‌ ଏବଂ ଆଧାର ସିଡିଂ ସମୟସୀମାରେ ବୃଦ୍ଧି ଘଟାଇଛି। ଇପିଏଫ୍‌ଓ ପକ୍ଷରୁ ବ୍ୟାଙ୍କରେ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଆକ୍ଟିଭେସନ୍‌ ଏବଂ ଆଧାର ସିଡିଂ ଅବଧିକୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଇପିଏଫ୍‌ଓ ​​ଏହାକୁ ଶୀଘ୍ର ସକ୍ରିୟ କରିବାକୁ କହିଥିଲା। ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଇପିଏଫ୍‌ଓ ​​ଏହାକୁ ଶୀଘ୍ର ସକ୍ରିୟ କରିବାକୁ […]

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୟୁଏଏନ୍‌ ଆକ୍ଟିଭେସନ୍‌ ଏବଂ ଆଧାର ସିଡିଂ ସମୟସୀମାରେ ବୃଦ୍ଧି ଘଟାଇଛି। ଇପିଏଫ୍‌ଓ ପକ୍ଷରୁ ବ୍ୟାଙ୍କରେ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଆକ୍ଟିଭେସନ୍‌ ଏବଂ ଆଧାର ସିଡିଂ ଅବଧିକୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଇପିଏଫ୍‌ଓ ​​ଏହାକୁ ଶୀଘ୍ର ସକ୍ରିୟ କରିବାକୁ କହିଥିଲା। ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଇପିଏଫ୍‌ଓ ​​ଏହାକୁ ଶୀଘ୍ର ସକ୍ରିୟ କରିବାକୁ କହିଥିଲା।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ଏଠାରେ ସୂଚନାଯୋଗ୍ୟ ଯେ, ୟୁଏଏନ୍‌ ନମ୍ବର ହେଉଛି ୧୨ ଅଙ୍କ ବିଶିଷ୍ଟ। ଏହା ମାଧ୍ୟମରେ କର୍ମଚାରୀମାନେ ସେମାନଙ୍କର ପିଏଫ୍‌ ଆକାଉଣ୍ଟ ସହ ଜଡିତ ସମସ୍ତ ସୂଚନା ଟ୍ରାକ୍ କରିପାରିବେ। ପିଏଫ୍ ଆକାଉଣ୍ଟ ସୂଚନା ଠାରୁ ଆରମ୍ଭ କରି ପାସବୁକ୍ ଡାଉନଲୋଡ୍ କରିବା ପର୍ଯ୍ୟନ୍ତ ଏଥିରେ ଅନ୍ତର୍ଭୁକ୍ତ। ଏହା ଜରିଆରେ ଆପଣ ପିଏଫ୍‌ ଅର୍ଥ ମଧ୍ୟ ଉଠାଇପାରିବେ କିମ୍ବା ସ୍ଥାନାନ୍ତର କରିପାରିବେ। କର୍ମଚାରୀ ଜମା-ସଂଯୁକ୍ତ ବୀମା ଯୋଜନା ଅଧୀନରେ ବୀମା କଭରେଜ୍ ପାଇବା ପାଇଁ ୟୁଏଏନ୍‌ ଆକ୍ଟିଭେସନ୍‌ ମଧ୍ୟ ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

04 Mar 2025 By The Sakala

ଇପିଏଫ୍ଓ ୟୁଏଏନ୍‌ ଆକ୍ଟିଭେସନ୍‌, ଆଧାର ସିଡିଂ ଅବଧି ୧୫ ଯାଏ ବଢ଼ିଲା

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ୟୁଏଏନ୍‌ ଆକ୍ଟିଭେସନ୍‌ ଏବଂ ଆଧାର ସିଡିଂ ସମୟସୀମାରେ ବୃଦ୍ଧି ଘଟାଇଛି। ଇପିଏଫ୍‌ଓ ପକ୍ଷରୁ ବ୍ୟାଙ୍କରେ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଆକ୍ଟିଭେସନ୍‌ ଏବଂ ଆଧାର ସିଡିଂ ଅବଧିକୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଇପିଏଫ୍‌ଓ ​​ଏହାକୁ ଶୀଘ୍ର ସକ୍ରିୟ କରିବାକୁ କହିଥିଲା। ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଇପିଏଫ୍‌ଓ ​​ଏହାକୁ ଶୀଘ୍ର ସକ୍ରିୟ କରିବାକୁ କହିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ୟୁଏଏନ୍‌ ନମ୍ବର ହେଉଛି ୧୨ ଅଙ୍କ ବିଶିଷ୍ଟ। ଏହା ମାଧ୍ୟମରେ କର୍ମଚାରୀମାନେ ସେମାନଙ୍କର ପିଏଫ୍‌ ଆକାଉଣ୍ଟ ସହ ଜଡିତ ସମସ୍ତ ସୂଚନା ଟ୍ରାକ୍ କରିପାରିବେ। ପିଏଫ୍ ଆକାଉଣ୍ଟ ସୂଚନା ଠାରୁ ଆରମ୍ଭ କରି ପାସବୁକ୍ ଡାଉନଲୋଡ୍ କରିବା ପର୍ଯ୍ୟନ୍ତ ଏଥିରେ ଅନ୍ତର୍ଭୁକ୍ତ। ଏହା ଜରିଆରେ ଆପଣ ପିଏଫ୍‌ ଅର୍ଥ ମଧ୍ୟ ଉଠାଇପାରିବେ କିମ୍ବା ସ୍ଥାନାନ୍ତର କରିପାରିବେ। କର୍ମଚାରୀ ଜମା-ସଂଯୁକ୍ତ ବୀମା ଯୋଜନା ଅଧୀନରେ ବୀମା କଭରେଜ୍ ପାଇବା ପାଇଁ ୟୁଏଏନ୍‌ ଆକ୍ଟିଭେସନ୍‌ ମଧ୍ୟ ଆବଶ୍ୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp