ଟେସଲା କମ୍ପାନୀର ସେୟାର ବିକ୍ରି କରି ଦିନକରେ ପାଇଲେ ୧୫୦୦ କୋଟି

The Sakala Picture
Published On

ନୂଆଦିଲ୍ଲୀ: ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସଲା । ସେୟାର ବଜାରରେ ଧୁମ୍ ମଚାଉଛି ଏଲୋନ ମସ୍କଙ୍କ କମ୍ପାନୀ ଟେସଲା । ଟେସଲା କମ୍ପାନୀର ଷ୍ଟକ୍ ପ୍ରତିଦିନ ଏକ ନୂଆ ରେକର୍ଡ ସ୍ତରକୁ ଛୁଇଁଛି । ତେବେ ଏହି କମ୍ପାନୀର ସେୟାରରୁ ଜଣେ ବ୍ୟକ୍ତି ୧୫୦୦ କୋଟିରୁ ଅଧିକ ଆୟ କରିଛନ୍ତି । ଏହି ସପ୍ତାହରେ ଟେସଲାର ଷ୍ଟକ୍ ପ୍ରଥମ ଥର ପାଇଁ ୧୦୦୦ ଡଲାର ଅତିକ୍ରମ କରିଛି । ନାସଡାକ ଉପରେ […]

ନୂଆଦିଲ୍ଲୀ: ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସଲା । ସେୟାର ବଜାରରେ ଧୁମ୍ ମଚାଉଛି ଏଲୋନ ମସ୍କଙ୍କ କମ୍ପାନୀ ଟେସଲା । ଟେସଲା କମ୍ପାନୀର ଷ୍ଟକ୍ ପ୍ରତିଦିନ ଏକ ନୂଆ ରେକର୍ଡ ସ୍ତରକୁ ଛୁଇଁଛି । ତେବେ ଏହି କମ୍ପାନୀର ସେୟାରରୁ ଜଣେ ବ୍ୟକ୍ତି ୧୫୦୦ କୋଟିରୁ ଅଧିକ ଆୟ କରିଛନ୍ତି । ଏହି ସପ୍ତାହରେ ଟେସଲାର ଷ୍ଟକ୍ ପ୍ରଥମ ଥର ପାଇଁ ୧୦୦୦ ଡଲାର ଅତିକ୍ରମ କରିଛି । ନାସଡାକ ଉପରେ କମ୍ପାନୀର ଷ୍ଟକ୍ ବର୍ତ୍ତମାନ ପ୍ରାୟ ୧୧୦୦ ଡଲାର ରହିଛି । ଏହି ଅନୁସାରେ ଟେସଲା ହେଉଛି ପଞ୍ଚମ କମ୍ପାନୀ ଯାହାର ମାର୍କେଟ କ୍ୟାପିଟାଲାଇଜେସନ ଏକ ହଜାର ବିଲିୟନ ଅତିକ୍ରମ କରିଛି ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ତେବେ ଟେସଲାର ଷ୍ଟକ୍ ବୃଦ୍ଧି ଫଳରେ ନିବେଶକମାନେ ମଧ୍ୟ ଉପକୃତ ହୋଇଛନ୍ତି । ଏହାର ଫାଇଦା ଉଠାଇଛନ୍ତି ଏହି କମ୍ପାନୀର ବୋର୍ଡ ସଦସ୍ୟ ଇରା ଏହରେନପ୍ରେସ୍ ମଧ୍ୟ ଷ୍ଟକ୍ ମାର୍କେଟରେ ଟେସଲାର ସେୟାର ବିକ୍ରି କରି ୨୦୦ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୫୦୦ କୋଟି ଟଙ୍କା ରେଜଗାର କରିଛନ୍ତି । ଆମେରିକା ବଜାର ନିୟାମକ ଓ ରଏର୍ଟସ ଗଣନା ଅନୁଯାୟୀ ୨୦୦୭ ମେ’ରେ କମ୍ପାନୀର ସ୍ବତନ୍ତ୍ର ନିର୍ଦ୍ଦେଶକ ଇରା ଏହରେନପ୍ରେସ୍ ଟେସଲାର ୩ ଲକ୍ଷ ୭୦ ହଜାର ସେୟାର କିଣିଥିଲେ । ସେ ସମୟରେ ସେ ପ୍ରତି ସେୟାରକୁ ୫୦ ଡଲାର ମୂଲ୍ୟରେ କିଣିଥିଲେ । କିନ୍ତୁ ଏବେ ଟେସଲାର ଷ୍ଟକ୍ ମୂଲ୍ୟ ୧୦୦୦ ଡଲାରରୁ ଅଧିକ ହେବା ପରେ ସେ ୨,୦୩,୪୨୯ଟି ସେୟାରକୁ ୧୦୬୮ ଡଲାର ମୂଲ୍ୟରେ ବିକ୍ରି କରିଛନ୍ତି । ଯାହାଫଳରେ ସେ ୨୧୪ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୬୦୦ କୋଟି ଆୟ କରିଥିଲେ ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

30 Oct 2021 By The Sakala

ଟେସଲା କମ୍ପାନୀର ସେୟାର ବିକ୍ରି କରି ଦିନକରେ ପାଇଲେ ୧୫୦୦ କୋଟି

ନୂଆଦିଲ୍ଲୀ: ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସଲା । ସେୟାର ବଜାରରେ ଧୁମ୍ ମଚାଉଛି ଏଲୋନ ମସ୍କଙ୍କ କମ୍ପାନୀ ଟେସଲା । ଟେସଲା କମ୍ପାନୀର ଷ୍ଟକ୍ ପ୍ରତିଦିନ ଏକ ନୂଆ ରେକର୍ଡ ସ୍ତରକୁ ଛୁଇଁଛି । ତେବେ ଏହି କମ୍ପାନୀର ସେୟାରରୁ ଜଣେ ବ୍ୟକ୍ତି ୧୫୦୦ କୋଟିରୁ ଅଧିକ ଆୟ କରିଛନ୍ତି । ଏହି ସପ୍ତାହରେ ଟେସଲାର ଷ୍ଟକ୍ ପ୍ରଥମ ଥର ପାଇଁ ୧୦୦୦ ଡଲାର ଅତିକ୍ରମ କରିଛି । ନାସଡାକ ଉପରେ କମ୍ପାନୀର ଷ୍ଟକ୍ ବର୍ତ୍ତମାନ ପ୍ରାୟ ୧୧୦୦ ଡଲାର ରହିଛି । ଏହି ଅନୁସାରେ ଟେସଲା ହେଉଛି ପଞ୍ଚମ କମ୍ପାନୀ ଯାହାର ମାର୍କେଟ କ୍ୟାପିଟାଲାଇଜେସନ ଏକ ହଜାର ବିଲିୟନ ଅତିକ୍ରମ କରିଛି ।

ତେବେ ଟେସଲାର ଷ୍ଟକ୍ ବୃଦ୍ଧି ଫଳରେ ନିବେଶକମାନେ ମଧ୍ୟ ଉପକୃତ ହୋଇଛନ୍ତି । ଏହାର ଫାଇଦା ଉଠାଇଛନ୍ତି ଏହି କମ୍ପାନୀର ବୋର୍ଡ ସଦସ୍ୟ ଇରା ଏହରେନପ୍ରେସ୍ ମଧ୍ୟ ଷ୍ଟକ୍ ମାର୍କେଟରେ ଟେସଲାର ସେୟାର ବିକ୍ରି କରି ୨୦୦ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୫୦୦ କୋଟି ଟଙ୍କା ରେଜଗାର କରିଛନ୍ତି । ଆମେରିକା ବଜାର ନିୟାମକ ଓ ରଏର୍ଟସ ଗଣନା ଅନୁଯାୟୀ ୨୦୦୭ ମେ’ରେ କମ୍ପାନୀର ସ୍ବତନ୍ତ୍ର ନିର୍ଦ୍ଦେଶକ ଇରା ଏହରେନପ୍ରେସ୍ ଟେସଲାର ୩ ଲକ୍ଷ ୭୦ ହଜାର ସେୟାର କିଣିଥିଲେ । ସେ ସମୟରେ ସେ ପ୍ରତି ସେୟାରକୁ ୫୦ ଡଲାର ମୂଲ୍ୟରେ କିଣିଥିଲେ । କିନ୍ତୁ ଏବେ ଟେସଲାର ଷ୍ଟକ୍ ମୂଲ୍ୟ ୧୦୦୦ ଡଲାରରୁ ଅଧିକ ହେବା ପରେ ସେ ୨,୦୩,୪୨୯ଟି ସେୟାରକୁ ୧୦୬୮ ଡଲାର ମୂଲ୍ୟରେ ବିକ୍ରି କରିଛନ୍ତି । ଯାହାଫଳରେ ସେ ୨୧୪ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୬୦୦ କୋଟି ଆୟ କରିଥିଲେ ।

https://www.thesakala.in/business/earned-more-than-1500-crores-selling-tesla-shares/article-6465
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp