ୟୁପିଆଇ ଜରିଆରେ ଡିଜିଟାଲ କରେନ୍ସି କାରବାର

The Sakala Picture
Published On

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ୍ ମୁଦ୍ରାକୁ ୟୁପିଆଇ ସହିତ ସଂଯୋଗ କରିଛି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଏସବିଆଇ ଗ୍ରାହକମାନେ ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ମୁଦ୍ରା କାରବାର କରିବାରେ ସକ୍ଷମ ହେବେ। ଏଥିପାଇଁ ଉପଭୋକ୍ତାମାନଙ୍କୁ ଇ-ରୁପି ବାଏ ଏସ୍ବିଆଇ ଆପ୍ ଡାଉନଲୋଡ୍ କରିବାକୁ ପଡିବ। ଏସ୍ବିଆଇ ପୂର୍ବରୁ ଦେଶର ୬ ଟି ବଡ ବ୍ୟାଙ୍କ ୟସ୍ ବ୍ୟାଙ୍କ, ଆକ୍ସିସ୍, ଏଚ୍‌ଡିଏଫ୍‌ସି, କାନାରା, କୋଟାକ୍ ମହିନ୍ଦ୍ରା […]

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ୍ ମୁଦ୍ରାକୁ ୟୁପିଆଇ ସହିତ ସଂଯୋଗ କରିଛି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଏସବିଆଇ ଗ୍ରାହକମାନେ ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ମୁଦ୍ରା କାରବାର କରିବାରେ ସକ୍ଷମ ହେବେ। ଏଥିପାଇଁ ଉପଭୋକ୍ତାମାନଙ୍କୁ ଇ-ରୁପି ବାଏ ଏସ୍ବିଆଇ ଆପ୍ ଡାଉନଲୋଡ୍ କରିବାକୁ ପଡିବ। ଏସ୍ବିଆଇ ପୂର୍ବରୁ ଦେଶର ୬ ଟି ବଡ ବ୍ୟାଙ୍କ ୟସ୍ ବ୍ୟାଙ୍କ, ଆକ୍ସିସ୍, ଏଚ୍‌ଡିଏଫ୍‌ସି, କାନାରା, କୋଟାକ୍ ମହିନ୍ଦ୍ରା ଏବଂ ବ୍ୟାଙ୍କ ଅଫ୍ ବରୋଦା ଏହି ସେବା କାର୍ଯ୍ୟକାରୀ କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଆରବିଆଇ ସେଣ୍ଟ୍ରାଲ ବ୍ୟାଙ୍କ ଇ-ରୁପୀ ବା ଡିଜିଟାଲ ମୁଦ୍ରା (ସିବିଡିସି) କାର୍ଯ୍ୟକ୍ରମ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

05 Sep 2023 By The Sakala

ୟୁପିଆଇ ଜରିଆରେ ଡିଜିଟାଲ କରେନ୍ସି କାରବାର

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଡିଜିଟାଲ୍ ମୁଦ୍ରାକୁ ୟୁପିଆଇ ସହିତ ସଂଯୋଗ କରିଛି। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଏସବିଆଇ ଗ୍ରାହକମାନେ ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ମୁଦ୍ରା କାରବାର କରିବାରେ ସକ୍ଷମ ହେବେ। ଏଥିପାଇଁ ଉପଭୋକ୍ତାମାନଙ୍କୁ ଇ-ରୁପି ବାଏ ଏସ୍ବିଆଇ ଆପ୍ ଡାଉନଲୋଡ୍ କରିବାକୁ ପଡିବ। ଏସ୍ବିଆଇ ପୂର୍ବରୁ ଦେଶର ୬ ଟି ବଡ ବ୍ୟାଙ୍କ ୟସ୍ ବ୍ୟାଙ୍କ, ଆକ୍ସିସ୍, ଏଚ୍‌ଡିଏଫ୍‌ସି, କାନାରା, କୋଟାକ୍ ମହିନ୍ଦ୍ରା ଏବଂ ବ୍ୟାଙ୍କ ଅଫ୍ ବରୋଦା ଏହି ସେବା କାର୍ଯ୍ୟକାରୀ କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଆରବିଆଇ ସେଣ୍ଟ୍ରାଲ ବ୍ୟାଙ୍କ ଇ-ରୁପୀ ବା ଡିଜିଟାଲ ମୁଦ୍ରା (ସିବିଡିସି) କାର୍ଯ୍ୟକ୍ରମ ଆରମ୍ଭ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp