ବିଗୁଡୁଛି ଚାଇନା ଅର୍ଥନୀତି, ଟେନ୍‌ସନ୍‌ରେ ଆମେରିକା

The Sakala Picture
Published On

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଚାଇନା ଆମେରିକାକୁ ପଛରେ ପକାଇ ବିଶ୍ୱ ଶକ୍ତିରେ ପରିଣତ ହେବା ପଥରେ ଅଗ୍ରସର ହେଉଥିଲା। ସମଗ୍ର ବିଶ୍ୱରେ ଚୀନ୍ ନିଜର ଦବ୍‌ଦବା ଜାହିର କରିବାରେ ଲାଗିଛି। ହେଲେ ନିକଟରେ କିଛି ମାସ ହେବ ଏଥିରେ ଭଟ୍ଟା ପଡିଯାଇଛି। ବର୍ତ୍ତମାନ ସମୟରେ ଡ୍ରାଗନ୍ର ଅର୍ଥନୀତି ଉପରେ ସଙ୍କଟ ଢ଼ାଙ୍କି ହୋଇରହିଛି। ଚୀନ୍‌ର ଜିଡିପି ଅଭିବୃଦ୍ଧି ଥମିଯାଇଛି। ଦେଶରେ କମ୍ପାନୀଗୁଡିକ ଉପରେ ଋଣ ଭାର ବଢ଼ିବାରେ ଲାଗିଛି। ଚୀନ୍‌ରେ ସମ୍ପ୍ରତି ବେକାରୀ ସମସ୍ୟା ଚରମ […]

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଚାଇନା ଆମେରିକାକୁ ପଛରେ ପକାଇ ବିଶ୍ୱ ଶକ୍ତିରେ ପରିଣତ ହେବା ପଥରେ ଅଗ୍ରସର ହେଉଥିଲା। ସମଗ୍ର ବିଶ୍ୱରେ ଚୀନ୍ ନିଜର ଦବ୍‌ଦବା ଜାହିର କରିବାରେ ଲାଗିଛି। ହେଲେ ନିକଟରେ କିଛି ମାସ ହେବ ଏଥିରେ ଭଟ୍ଟା ପଡିଯାଇଛି। ବର୍ତ୍ତମାନ ସମୟରେ ଡ୍ରାଗନ୍ର ଅର୍ଥନୀତି ଉପରେ ସଙ୍କଟ ଢ଼ାଙ୍କି ହୋଇରହିଛି। ଚୀନ୍‌ର ଜିଡିପି ଅଭିବୃଦ୍ଧି ଥମିଯାଇଛି। ଦେଶରେ କମ୍ପାନୀଗୁଡିକ ଉପରେ ଋଣ ଭାର ବଢ଼ିବାରେ ଲାଗିଛି। ଚୀନ୍‌ରେ ସମ୍ପ୍ରତି ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଛି, ବିଦେଶୀ କମ୍ପାନୀଗୁଡିକ ଚାଇନାରୁ ସେମାନଙ୍କର ବ୍ୟବସାୟକୁ ଅନ୍ୟତ୍ର ସ୍ଥାନାନ୍ତର ଉପରେ ଏବେ ଜୋର ଦେଉଛନ୍ତି। ସାରା ଦୁନିଆର କାରଖାନା କୁହାଯାଉଥିବା ଚୀନ୍ ଏବେ ପୁରୁଣା ହୋଇଯାଉଛି। ଚୀନ୍‌ର ଅବିସ୍ମରଣୀୟ ଉଡନ୍ତା ଇଞ୍ଜିନ୍ ଏବେ ଏହାର ଅର୍ଥନୀତି ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇରୁଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ଅପରପକ୍ଷେ ଚୀନ୍ ଏବଂ ଆମେରିକା ମଧ୍ୟରେ ଶତ୍ରୁତା କାହାକୁ ଛପି ରହିନାହିଁ। କିନ୍ତୁ ଚାଇନାର ତଳମୁହାଁ ହେଉଥିବା ଅର୍ଥନୀତି ଆମେରିକା ଏବେ ଚିନ୍ତା ବିଷୟ ହୋଇଛି। ବାଣିଜ୍ୟ ନୀତିଠାରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଚୀନ୍ ଏବଂ ଆମେରିକା ପ୍ରାୟତଃ ମୁହାଁମୁହିଁ ସ୍ଥିତିରେ ରହୁଛନ୍ତି। ଚୀନ୍‌ର ଅର୍ଥନୀତିରେ ଏଭଳି ବିପଦ ଆମେରିକା ପାଇଁ ସତର୍କ ଘଣ୍ଟି ସାଜିଛି। ଚାଇନାରେ ଏହି ଆର୍ଥିକ ଅସ୍ଥିରତାକୁ ନେଇ ଆମେରିକା ଖୁସି ହେବା ଉଚିତ୍, କିନ୍ତୁ ତାହା ନୁହେଁ। ଚୀନ୍‌ର ଅବନତି ଅବସ୍ଥା ମଧ୍ୟ ଆମେରିକା ପାଇଁ ବିପଦ ସାଜିବାକୁ ଯାଉଛି। ଏହାର କାରଣ ହେଉଛି ଯେ, ଚାଇନା ଆମେରିକା ସମେତ ବିଶ୍ବର ବିଭିନ୍ନ ଦେଶ ପାଇଁ କାରଖାନା ଭାବରେ କାମ କରିଥାଏ। ଗତ ଦୁଇ ଦଶନ୍ଧି ଧରି ଚୀନ୍ ବିଶ୍ବ ପାଇଁ ସବୁଠୁ ବଡ ଯୋଗାଣକାରୀ ରହିଆସିଛି। ଆମେରିକା ସମେତ ବିଶ୍ବର ବିଭିନ୍ନ ଦେଶ ଚାଇନାରୁ ଶସ୍ତା ସାମଗ୍ରୀ କିଣି ବିପୁଳ ଲାଭ କରୁଛନ୍ତି। ଚାଇନାରେ ସେମାନଙ୍କର କାରଖାନା ସ୍ଥାପନ କରି ଆମେରିକୀୟ କମ୍ପାନୀମାନେ ସେଠାରୁ ଶସ୍ତା ଦ୍ରବ୍ୟ ଉତ୍ପାଦନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

29 Aug 2023 By The Sakala

ବିଗୁଡୁଛି ଚାଇନା ଅର୍ଥନୀତି, ଟେନ୍‌ସନ୍‌ରେ ଆମେରିକା

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଚାଇନା ଆମେରିକାକୁ ପଛରେ ପକାଇ ବିଶ୍ୱ ଶକ୍ତିରେ ପରିଣତ ହେବା ପଥରେ ଅଗ୍ରସର ହେଉଥିଲା। ସମଗ୍ର ବିଶ୍ୱରେ ଚୀନ୍ ନିଜର ଦବ୍‌ଦବା ଜାହିର କରିବାରେ ଲାଗିଛି। ହେଲେ ନିକଟରେ କିଛି ମାସ ହେବ ଏଥିରେ ଭଟ୍ଟା ପଡିଯାଇଛି। ବର୍ତ୍ତମାନ ସମୟରେ ଡ୍ରାଗନ୍ର ଅର୍ଥନୀତି ଉପରେ ସଙ୍କଟ ଢ଼ାଙ୍କି ହୋଇରହିଛି। ଚୀନ୍‌ର ଜିଡିପି ଅଭିବୃଦ୍ଧି ଥମିଯାଇଛି। ଦେଶରେ କମ୍ପାନୀଗୁଡିକ ଉପରେ ଋଣ ଭାର ବଢ଼ିବାରେ ଲାଗିଛି। ଚୀନ୍‌ରେ ସମ୍ପ୍ରତି ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଛି, ବିଦେଶୀ କମ୍ପାନୀଗୁଡିକ ଚାଇନାରୁ ସେମାନଙ୍କର ବ୍ୟବସାୟକୁ ଅନ୍ୟତ୍ର ସ୍ଥାନାନ୍ତର ଉପରେ ଏବେ ଜୋର ଦେଉଛନ୍ତି। ସାରା ଦୁନିଆର କାରଖାନା କୁହାଯାଉଥିବା ଚୀନ୍ ଏବେ ପୁରୁଣା ହୋଇଯାଉଛି। ଚୀନ୍‌ର ଅବିସ୍ମରଣୀୟ ଉଡନ୍ତା ଇଞ୍ଜିନ୍ ଏବେ ଏହାର ଅର୍ଥନୀତି ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇରୁଛି।

ଅପରପକ୍ଷେ ଚୀନ୍ ଏବଂ ଆମେରିକା ମଧ୍ୟରେ ଶତ୍ରୁତା କାହାକୁ ଛପି ରହିନାହିଁ। କିନ୍ତୁ ଚାଇନାର ତଳମୁହାଁ ହେଉଥିବା ଅର୍ଥନୀତି ଆମେରିକା ଏବେ ଚିନ୍ତା ବିଷୟ ହୋଇଛି। ବାଣିଜ୍ୟ ନୀତିଠାରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଚୀନ୍ ଏବଂ ଆମେରିକା ପ୍ରାୟତଃ ମୁହାଁମୁହିଁ ସ୍ଥିତିରେ ରହୁଛନ୍ତି। ଚୀନ୍‌ର ଅର୍ଥନୀତିରେ ଏଭଳି ବିପଦ ଆମେରିକା ପାଇଁ ସତର୍କ ଘଣ୍ଟି ସାଜିଛି। ଚାଇନାରେ ଏହି ଆର୍ଥିକ ଅସ୍ଥିରତାକୁ ନେଇ ଆମେରିକା ଖୁସି ହେବା ଉଚିତ୍, କିନ୍ତୁ ତାହା ନୁହେଁ। ଚୀନ୍‌ର ଅବନତି ଅବସ୍ଥା ମଧ୍ୟ ଆମେରିକା ପାଇଁ ବିପଦ ସାଜିବାକୁ ଯାଉଛି। ଏହାର କାରଣ ହେଉଛି ଯେ, ଚାଇନା ଆମେରିକା ସମେତ ବିଶ୍ବର ବିଭିନ୍ନ ଦେଶ ପାଇଁ କାରଖାନା ଭାବରେ କାମ କରିଥାଏ। ଗତ ଦୁଇ ଦଶନ୍ଧି ଧରି ଚୀନ୍ ବିଶ୍ବ ପାଇଁ ସବୁଠୁ ବଡ ଯୋଗାଣକାରୀ ରହିଆସିଛି। ଆମେରିକା ସମେତ ବିଶ୍ବର ବିଭିନ୍ନ ଦେଶ ଚାଇନାରୁ ଶସ୍ତା ସାମଗ୍ରୀ କିଣି ବିପୁଳ ଲାଭ କରୁଛନ୍ତି। ଚାଇନାରେ ସେମାନଙ୍କର କାରଖାନା ସ୍ଥାପନ କରି ଆମେରିକୀୟ କମ୍ପାନୀମାନେ ସେଠାରୁ ଶସ୍ତା ଦ୍ରବ୍ୟ ଉତ୍ପାଦନ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp