୨୦୨୪ ଶେଷ ସୁଦ୍ଧା ୧ ଲକ୍ଷ ଡଲାର ଛୁଇଁପାରେ ବିଟ୍‌ କଏନ୍‌

The Sakala Picture
Published On

ନୂଆଦିଲ୍ଲୀ: ସବୁଠାରୁ ଶକ୍ତିଶାଳୀ କ୍ରିପ୍ଟୋ କରେନ୍ସି ବିଟ୍‌ କଏନ୍ ୨୦୨୪ ସୁଦ୍ଧା ଏକ ବଡ଼ ରେକର୍ଡ କରିବାକୁ ଯାଉଛି। ଷ୍ଟାଣ୍ଡାର୍ଡ ଚାର୍ଟଡ୍ର କହିବାନୁଯାୟୀ, ୨୦୨୪ ଶେଷ ସୁଦ୍ଧା ବିଟ୍ କଏନ୍ ଏକ ଲକ୍ଷ ଡଲାରର ଐତିହାସିକ ସ୍ତର ଛୁଇଁପାରେ। ବର୍ତ୍ତମାନ ବିଟ୍‌ କଏନ୍ ପ୍ରାୟ ୩୦,୦୦୦ ଡଲାରରେ କାରବାର କରୁଛି। ଷ୍ଟାଣ୍ଡାର୍ଡ ଚାର୍ଟାର୍ଡର ଡିଜିଟାଲ୍ ଆସେଟସ୍ ରିସର୍ଚ୍ଚର ମୁଖ୍ୟ ଜିଓ କେଣ୍ଡ୍ରିକ୍ କହିଛନ୍ତି ଯେ ନିକଟରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ସଙ୍କଟ, ଆମେରିକାର ସେଣ୍ଟ୍ରାଲ୍ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ୍ […]

ନୂଆଦିଲ୍ଲୀ: ସବୁଠାରୁ ଶକ୍ତିଶାଳୀ କ୍ରିପ୍ଟୋ କରେନ୍ସି ବିଟ୍‌ କଏନ୍ ୨୦୨୪ ସୁଦ୍ଧା ଏକ ବଡ଼ ରେକର୍ଡ କରିବାକୁ ଯାଉଛି। ଷ୍ଟାଣ୍ଡାର୍ଡ ଚାର୍ଟଡ୍ର କହିବାନୁଯାୟୀ, ୨୦୨୪ ଶେଷ ସୁଦ୍ଧା ବିଟ୍ କଏନ୍ ଏକ ଲକ୍ଷ ଡଲାରର ଐତିହାସିକ ସ୍ତର ଛୁଇଁପାରେ। ବର୍ତ୍ତମାନ ବିଟ୍‌ କଏନ୍ ପ୍ରାୟ ୩୦,୦୦୦ ଡଲାରରେ କାରବାର କରୁଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ଷ୍ଟାଣ୍ଡାର୍ଡ ଚାର୍ଟାର୍ଡର ଡିଜିଟାଲ୍ ଆସେଟସ୍ ରିସର୍ଚ୍ଚର ମୁଖ୍ୟ ଜିଓ କେଣ୍ଡ୍ରିକ୍ କହିଛନ୍ତି ଯେ ନିକଟରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ସଙ୍କଟ, ଆମେରିକାର ସେଣ୍ଟ୍ରାଲ୍ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ୍ ସୁଧ ହାର ବୃଦ୍ଧି, କ୍ରିପ୍ଟୋ ଖଣି ବିଟ୍‌ କଏନ୍ କ୍ରିପ୍ଟୋ ମାଇନିଂରେ ଆୟରେ ବୃଦ୍ଧି ହେତୁ ବହୁ ଲାଭବାନ ହେବ। ୨୦୨୪ ସୁଦ୍ଧା ବିଟ୍‌ କଏନ୍ ୨୩୩ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇପାରେ। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଏହାର କଠୋର ମୁଦ୍ରା ନୀତି ଆଭିମୁଖ୍ୟକୁ ଶେଷ କରିପାରେ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

25 Apr 2023 By The Sakala

୨୦୨୪ ଶେଷ ସୁଦ୍ଧା ୧ ଲକ୍ଷ ଡଲାର ଛୁଇଁପାରେ ବିଟ୍‌ କଏନ୍‌

ନୂଆଦିଲ୍ଲୀ: ସବୁଠାରୁ ଶକ୍ତିଶାଳୀ କ୍ରିପ୍ଟୋ କରେନ୍ସି ବିଟ୍‌ କଏନ୍ ୨୦୨୪ ସୁଦ୍ଧା ଏକ ବଡ଼ ରେକର୍ଡ କରିବାକୁ ଯାଉଛି। ଷ୍ଟାଣ୍ଡାର୍ଡ ଚାର୍ଟଡ୍ର କହିବାନୁଯାୟୀ, ୨୦୨୪ ଶେଷ ସୁଦ୍ଧା ବିଟ୍ କଏନ୍ ଏକ ଲକ୍ଷ ଡଲାରର ଐତିହାସିକ ସ୍ତର ଛୁଇଁପାରେ। ବର୍ତ୍ତମାନ ବିଟ୍‌ କଏନ୍ ପ୍ରାୟ ୩୦,୦୦୦ ଡଲାରରେ କାରବାର କରୁଛି।

ଷ୍ଟାଣ୍ଡାର୍ଡ ଚାର୍ଟାର୍ଡର ଡିଜିଟାଲ୍ ଆସେଟସ୍ ରିସର୍ଚ୍ଚର ମୁଖ୍ୟ ଜିଓ କେଣ୍ଡ୍ରିକ୍ କହିଛନ୍ତି ଯେ ନିକଟରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ସଙ୍କଟ, ଆମେରିକାର ସେଣ୍ଟ୍ରାଲ୍ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ୍ ସୁଧ ହାର ବୃଦ୍ଧି, କ୍ରିପ୍ଟୋ ଖଣି ବିଟ୍‌ କଏନ୍ କ୍ରିପ୍ଟୋ ମାଇନିଂରେ ଆୟରେ ବୃଦ୍ଧି ହେତୁ ବହୁ ଲାଭବାନ ହେବ। ୨୦୨୪ ସୁଦ୍ଧା ବିଟ୍‌ କଏନ୍ ୨୩୩ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ଣ୍ଣ ଦେଇପାରେ। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଏହାର କଠୋର ମୁଦ୍ରା ନୀତି ଆଭିମୁଖ୍ୟକୁ ଶେଷ କରିପାରେ।

https://www.thesakala.in/business/by-the-end-of-2024-bitcoin-can-reach-1-million-dollars/article-21065
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp