ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ପ୍ରତିରକ୍ଷା କ୍ଷେତ୍ରରେ ୧.୮ ଲକ୍ଷ କୋଟି ନିବେଶ କରିବ ଆଦାନୀ ଗ୍ରୁପ

Madhusudan Das Picture
Published On

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଧରଣରର ନିବେଶ କରିବ ଆଦାନୀ ଗ୍ରୁପ। ଗ୍ରୁପ୍ ଆସନ୍ତା ବର୍ଷ ପ୍ରତିରକ୍ଷା ଉତ୍ପାଦନରେ ୧.୮ ଲକ୍ଷ କୋଟି ନିବେଶ କରିବାକୁ ଯୋଜନା କରୁଛି। ଏହି ନିବେଶ ମାଧ୍ୟମରେ, କମ୍ପାନୀ ମାନବ ବିହୀନ ଏବଂ ସ୍ୱୟଂଚାଳିତ ପ୍ରଣାଳୀ, ଆଡଭାନ୍ସ ଗାଇଡେଡ୍‌ ଅସ୍ତ୍ରଶସ୍ତ୍ର ଏବଂ ଭବିଷ୍ୟତର ଯୁଦ୍ଧ ଆବଶ୍ୟକତା ଅନୁଯାୟୀ ଉତ୍ପାଦ ବିକାଶ ଉପରେ ଧ୍ୟାନ ଦେବ। ଏକ ରିପୋର୍ଟ ଅନୁଯାୟୀ, ୨୦୨୫ରେ ଆଦାନୀର ମିଲିଟାରୀ ହାର୍ଡୱେର୍ ଅପରେସନ୍ ସିନ୍ଦୂର ଭଳି ମିଶନରେ ବ୍ୟବହୃତ ହୋଇସାରିଛି। ଆଦାନୀ ଡିଫେନ୍ସ ଏବଂ ଏରୋସ୍ପେସ୍ ଆସନ୍ତା ବର୍ଷ ଏଆଇ-ସକ୍ଷମ ମଲ୍ଟି-ଡୋମେନ୍ ଅପରେସନ୍, ସେନ୍ସର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ବଡ଼ ପରିମାଣର ଏମ୍‌ଆର୍‌ଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହାଲ୍) ତାଲିମ ଭିତ୍ତିଭୂମିରେ ନିବେଶ କରିବ। 

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

29 Dec 2025 By Madhusudan Das

ପ୍ରତିରକ୍ଷା କ୍ଷେତ୍ରରେ ୧.୮ ଲକ୍ଷ କୋଟି ନିବେଶ କରିବ ଆଦାନୀ ଗ୍ରୁପ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଧରଣରର ନିବେଶ କରିବ ଆଦାନୀ ଗ୍ରୁପ। ଗ୍ରୁପ୍ ଆସନ୍ତା ବର୍ଷ ପ୍ରତିରକ୍ଷା ଉତ୍ପାଦନରେ ୧.୮ ଲକ୍ଷ କୋଟି ନିବେଶ କରିବାକୁ ଯୋଜନା କରୁଛି। ଏହି ନିବେଶ ମାଧ୍ୟମରେ, କମ୍ପାନୀ ମାନବ ବିହୀନ ଏବଂ ସ୍ୱୟଂଚାଳିତ ପ୍ରଣାଳୀ, ଆଡଭାନ୍ସ ଗାଇଡେଡ୍‌ ଅସ୍ତ୍ରଶସ୍ତ୍ର ଏବଂ ଭବିଷ୍ୟତର ଯୁଦ୍ଧ ଆବଶ୍ୟକତା ଅନୁଯାୟୀ ଉତ୍ପାଦ ବିକାଶ ଉପରେ ଧ୍ୟାନ ଦେବ। ଏକ ରିପୋର୍ଟ ଅନୁଯାୟୀ, ୨୦୨୫ରେ ଆଦାନୀର ମିଲିଟାରୀ ହାର୍ଡୱେର୍ ଅପରେସନ୍ ସିନ୍ଦୂର ଭଳି ମିଶନରେ ବ୍ୟବହୃତ ହୋଇସାରିଛି। ଆଦାନୀ ଡିଫେନ୍ସ ଏବଂ ଏରୋସ୍ପେସ୍ ଆସନ୍ତା ବର୍ଷ ଏଆଇ-ସକ୍ଷମ ମଲ୍ଟି-ଡୋମେନ୍ ଅପରେସନ୍, ସେନ୍ସର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ବଡ଼ ପରିମାଣର ଏମ୍‌ଆର୍‌ଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହାଲ୍) ତାଲିମ ଭିତ୍ତିଭୂମିରେ ନିବେଶ କରିବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର