ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରକୁ ମିଳିବ ୮୭,୪୧୬ କୋଟି

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ରକୁ ପ୍ରତିବର୍ଷ ଦେଇ ଆସୁଥିବା ଏହାର ଲାଭାଂଶରେ ଏଥରକ ରେକର୍ଡ ବୃଦ୍ଧ଄ କରିବାର ସୂଚନା ମିଳିଛି। ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଲାଭାଂଶ ବାବଦରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ରେକର୍ଡ ୮୭,୪୧୬ କୋଟି ଟଙ୍କା ପ୍ରଦାନ କରିବ। ଯାହାକି ବିଗତ ବର୍ଷ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ,୨୦୨୧-୨୨ […]

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ରକୁ ପ୍ରତିବର୍ଷ ଦେଇ ଆସୁଥିବା ଏହାର ଲାଭାଂଶରେ ଏଥରକ ରେକର୍ଡ ବୃଦ୍ଧ଄ କରିବାର ସୂଚନା ମିଳିଛି। ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଲାଭାଂଶ ବାବଦରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ରେକର୍ଡ ୮୭,୪୧୬ କୋଟି ଟଙ୍କା ପ୍ରଦାନ କରିବ। ଯାହାକି ବିଗତ ବର୍ଷ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ,୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୩୦,୩୧୦ କୋଟି ଟଙ୍କାର ଲାଭାଂଶ ଦେଇଥିଲା। ଚଳିତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କରୁ ୪୮ ହଜାର କୋଟି ଟଙ୍କାର ଲାଭାଂଶ ମିଳିବ ବୋଲି କେନ୍ଦ୍ର ସରକାର ଆଶା ରଖିଥିଲେ। ମାତ୍ର ବୈଦେଶିକ ମୁଦ୍ରା କାରବାରରୁ ରିଜର୍ଭ ବ୍ୟାଙ୍କ ବିପୁଳ ଆୟ କରିଥିବାରୁ ଏହି ଲାଭାଂଶ ଆଶାତୀତ ହୋଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

21 May 2023 By The Sakala

ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରକୁ ମିଳିବ ୮୭,୪୧୬ କୋଟି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ରକୁ ପ୍ରତିବର୍ଷ ଦେଇ ଆସୁଥିବା ଏହାର ଲାଭାଂଶରେ ଏଥରକ ରେକର୍ଡ ବୃଦ୍ଧ଄ କରିବାର ସୂଚନା ମିଳିଛି। ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଲାଭାଂଶ ବାବଦରେ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ରେକର୍ଡ ୮୭,୪୧୬ କୋଟି ଟଙ୍କା ପ୍ରଦାନ କରିବ। ଯାହାକି ବିଗତ ବର୍ଷ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ,୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୩୦,୩୧୦ କୋଟି ଟଙ୍କାର ଲାଭାଂଶ ଦେଇଥିଲା। ଚଳିତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କରୁ ୪୮ ହଜାର କୋଟି ଟଙ୍କାର ଲାଭାଂଶ ମିଳିବ ବୋଲି କେନ୍ଦ୍ର ସରକାର ଆଶା ରଖିଥିଲେ। ମାତ୍ର ବୈଦେଶିକ ମୁଦ୍ରା କାରବାରରୁ ରିଜର୍ଭ ବ୍ୟାଙ୍କ ବିପୁଳ ଆୟ କରିଥିବାରୁ ଏହି ଲାଭାଂଶ ଆଶାତୀତ ହୋଇଥିବା କୁହାଯାଇଛି।

https://www.thesakala.in/business/87-416-crores-will-be-received-by-the-center-from-the-reserve-bank-this-year/article-21856
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp