ମନୋରଞ୍ଜନ
ଓଡ଼ିଶା
କେମିତି କଟିବ ଏ ସପ୍ତାହ, ଜାଣନ୍ତୁ ସପ୍ତାହର ରାଶିଫଳ
ମେଷ: ସୋମ,ମଙ୍ଗଳବାରରେ ବନ୍ଧୁ ମନାନ୍ତର ଦେଖାଦେଇପାରେ । ଅର୍ଥଚିନ୍ତା ଲାଗି ରହିବ। ବୁଧ,ଗୁରୁବାରରେ ପରିଶ୍ରମର ଫଳ ପ୍ରାପ୍ତି ଓ ସନ୍ତାନମାନେ ଉନ୍ନତି କରିବେ। ଶୁକ୍ର,ଶନିବାରରେ ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହେବେ। ବ୍ୟବସାୟ ଲାଭଜନକ ରହିବ। ବୃଷ: ସୋମ,ମଙ୍ଗଳବାରରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଭ୍ରାତୃଭଗ୍ନୀଙ୍କ ସହଯୋଗ ପାଇବେ। ବୁଧ,ଗୁରୁବାରରେ କାର୍ଯ୍ୟମନ୍ଥର ଯୋଗୁ ଅସୁବିଧାରେ ପଡ଼ିପାରନ୍ତି। ଶୁକ୍ର, ଶନିବାରରେ ଗୁରୁଜନଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ସାଙ୍ଗସାଥୀଙ୍କ ସହ ମଜାମସ୍ତି କରିବେ। ମିଥୁନ: ସୋମ,ମଙ୍ଗଳବାରରେ ପଡ଼ୋଶୀଙ୍କ ସହଯୋଗ […]
ମେଷ: ସୋମ,ମଙ୍ଗଳବାରରେ ବନ୍ଧୁ ମନାନ୍ତର ଦେଖାଦେଇପାରେ । ଅର୍ଥଚିନ୍ତା ଲାଗି ରହିବ। ବୁଧ,ଗୁରୁବାରରେ ପରିଶ୍ରମର ଫଳ ପ୍ରାପ୍ତି ଓ ସନ୍ତାନମାନେ ଉନ୍ନତି କରିବେ। ଶୁକ୍ର,ଶନିବାରରେ ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହେବେ। ବ୍ୟବସାୟ ଲାଭଜନକ ରହିବ।
ବୃଷ: ସୋମ,ମଙ୍ଗଳବାରରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଭ୍ରାତୃଭଗ୍ନୀଙ୍କ ସହଯୋଗ ପାଇବେ। ବୁଧ,ଗୁରୁବାରରେ କାର୍ଯ୍ୟମନ୍ଥର ଯୋଗୁ ଅସୁବିଧାରେ ପଡ଼ିପାରନ୍ତି। ଶୁକ୍ର, ଶନିବାରରେ ଗୁରୁଜନଙ୍କ ସହଯୋଗ ପାଇ ଆଗକୁ ବଢ଼ିବେ। ସାଙ୍ଗସାଥୀଙ୍କ ସହ ମଜାମସ୍ତି କରିବେ।
ମିଥୁନ: ସୋମ,ମଙ୍ଗଳବାରରେ ପଡ଼ୋଶୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବୁଧ,ଗୁରୁବାରରେ ସମାଜରେ ପ୍ରତିଷ୍ଠିତ ହେବେ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଶୁକ୍ର, ଶନିବାରରେ କୌଣସି କ୍ଷେତ୍ରରେ ଠକାମିର ଶିକାର ହୋଇପାରନ୍ତି।
କର୍କଟ: ସୋମ,ମଙ୍ଗଳବାରରେ ବନ୍ଧୁବାନ୍ଧଙ୍କଠାରୁ ଆର୍ଥିକ ସହଯୋଗ ପାଇପାରନ୍ତି। କୌଣସି କଥାକୁ ନେଇ ବ୍ୟସ୍ତତା ଭିତରେ ରହିବେ। ବୁଧ,ଗୁରୁବାରରେ ପ୍ରିୟଜନଙ୍କ ପ୍ରତି ସମ୍ବେଦନଶୀଳ ହେବେ। ଶୁକ୍ର,ଶନିବାରରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ଦୃଢ଼ମନା ହୋଇ କାର୍ଯ୍ୟ କରିବେ।
ସିଂହ: ସୋମ,ମଙ୍ଗଳବାରରେ ବ୍ୟୟବହୁଳତା କାରଣରୁ ଅଭାବ ଅସୁବିଧା ଲାଗି ରହିବ। ବୁଧ, ଗୁରୁବାରରେ ପରିବାରରେ ନିବିଡ଼ତା ବୃଦ୍ଧି ପାଇବ। ଶୁକ୍ର, ଶନିବାରରେ ଅର୍ଥପ୍ରାପ୍ତି ଯୋଗ ରହିଛି। ପରିବାରରେ ଉତ୍ତମ ବୁଝାମଣା ରହିବ। ଦୂରସ୍ଥାନକୁ ଯାତ୍ରାଯୋଗ ରହିଛି।
କନ୍ୟା: ସୋମ,ମଙ୍ଗଳବାରରେ ଭବିଷ୍ୟତ ପାଇଁ ଯୋଜନା କାର୍ଯ୍ୟକାରୀ କରିବେ। ସହକର୍ମୀଙ୍କ ସହଯୋଗ ପାଇବେ। ବୁଧ, ଗୁରୁବାରରେ ଦ୍ରବ୍ୟହାନି ହୋଇପାରେ । ଶୁକ୍ର, ଶନିବାରରେ ଉଚ୍ଚଆଶା ସଫଳ ହେବ।
ତୁଳା: ସୋମ, ମଙ୍ଗଳବାରରେ କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ। ବୁଧ, ଗୁରୁବାରରେ ହଠାତ୍ ପରିବାରରେ ସୁଖସନ୍ତୋଷ ବୃଦ୍ଧି ପାଇବ। ଶୁକ୍ର,ଶନିବାରରେ ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନଦେବେ।
ବିଛା: ସୋମ, ମଙ୍ଗଳବାରରେ ଯୋଜନା କରି ସଫଳ ହେବେ। ସନ୍ତାନମାନେ ଉନ୍ନତି କରିବେ। ବୁଧ,ଗୁରୁବାରରେ ପୁରୁଣା କାର୍ଯ୍ୟ ପାଇଁ ପଶ୍ଚାତ୍ତାପ କରିପାରନ୍ତି। ଶୁକ୍ର, ଶନିବାରରେ ବନ୍ଧୁବାନ୍ଧବଙ୍କ ସହ ସୁଖମୟ ଦିନଚର୍ଯ୍ୟା। ବ୍ୟବସାୟରେ ଲାଭାନ୍ବିତ ହେେବ।
ଧନୁ: ସୋମ, ମଙ୍ଗଳବାରରେ ଧର୍ମପରାୟଣ ହେବେ। ବୁଧ,ଗୁରୁବାରରେ ଗୁରୁଜନଙ୍କ ସହଯୋଗ ପାଇବେ। ଅଟକି ରହିଥିବା କାର୍ଯ୍ୟ ସଫଳ ହେବ। ଶୁକ୍ର,ଶନିବାରରେ ଦୁଃସାହସିକ ପଦକ୍ଷେପ ନେଇ ପାରନ୍ତି। ମାନସିକ ସୁଖଶାନ୍ତି ପ୍ରାପ୍ତି ହେବ।
ମକର: ସୋମ,ମଙ୍ଗଳବାରରେ ନିଜ ପ୍ରତିଭାକୁ ପ୍ରମାଣ କରିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ବୁଧ, ଗୁରୁବାରରେ ବନ୍ଧୁଙ୍କ ସହ ମନାନ୍ତର ଦେଖାଦେବ। ଶୁକ୍ର,ଶନିବାରରେ ଚେଷ୍ଟାକରି ସଫଳତା ପାଇବେ। ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ।
କୁମ୍ଭ: ସୋମ, ମଙ୍ଗଳବାରରେ ଦୀର୍ଘ ଦିନର ଯୋଜନା ସଫଳ ହେବ। ବୁଧ, ଗୁରୁବାରରେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। ଶୁକ୍ର, ଶନିବାରରେ ସମସ୍ୟା ଭିତରେ ରହି ପରିବାର ସହ ସମୟ ଅତିବାହିତ କରିବେ।
ମୀନ: ସୋମ, ମଙ୍ଗଳବାରରେ ମୂଲ୍ୟାଦି ଦ୍ରବ୍ୟ ଲାଭ କରିବାର ଯୋଗ ରହିଛି। ବୁଧ, ଗୁରୁବାରରେ ବିଭିନ୍ନ ଉପାୟରେ ଆୟର ସ୍ରୋତ ବୃଦ୍ଧି ପାଇବ। ଶୁକ୍ର, ଶନିବାରରେ ସହକର୍ମୀଙ୍କ ସହଯୋଗ ପାଇପାରନ୍ତି। ବ୍ୟବସାୟିକ ଶୁଭଫଳ ମିଳିବ।