ସୁଟିଂ ବେଳେ ସାମାନ୍ୟ ଆହତ ହେଲେ ସୁପରଷ୍ଟାର ଶାହାରୁଖ ଖାନ୍, ନାକରେ ହେଲା ଛୋଟ ସର୍ଜରୀ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ ଆହତ । ଲସ୍ ଆଞ୍ଜେଲସ୍ରେ ସୁଟିଂ ବେଳେ ଶାହାରୁଖ୍ ଆହତ ହୋଇଥିବା ସୂଚନା ମିଳିଛି । ଶାହାରୁଖଙ୍କ ନାକରେ ଆଘାତ ଲାଗିଥିବା ଜଣାପଡିଛି । ନାକରେ ଆଘାତ ଲାଗି ରକ୍ତ ବାହାରିବାରୁ ହସ୍ପିଟାଲ ନିଆଯାଇଥିଲା । ନାକରୁ ରକ୍ତସ୍ରାବ ରୋକିବା ପାଇଁ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରିଛନ୍ତି । ଶାହାରୁଖଙ୍କ ନାକରେ ହୋଇଛି ଛୋଟ ସର୍ଜରୀ । ସର୍ଜରୀ ପରେ ଶାହାରୁଖ ବିପଦମୁକ୍ତ ଥିବା ସୂଚନା ମିଳିଛି । ସର୍ଜରୀ […]
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ୍ ଆହତ । ଲସ୍ ଆଞ୍ଜେଲସ୍ରେ ସୁଟିଂ ବେଳେ ଶାହାରୁଖ୍ ଆହତ ହୋଇଥିବା ସୂଚନା ମିଳିଛି । ଶାହାରୁଖଙ୍କ ନାକରେ ଆଘାତ ଲାଗିଥିବା ଜଣାପଡିଛି । ନାକରେ ଆଘାତ ଲାଗି ରକ୍ତ ବାହାରିବାରୁ ହସ୍ପିଟାଲ ନିଆଯାଇଥିଲା । ନାକରୁ ରକ୍ତସ୍ରାବ ରୋକିବା ପାଇଁ ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରିଛନ୍ତି । ଶାହାରୁଖଙ୍କ ନାକରେ ହୋଇଛି ଛୋଟ ସର୍ଜରୀ । ସର୍ଜରୀ ପରେ ଶାହାରୁଖ ବିପଦମୁକ୍ତ ଥିବା ସୂଚନା ମିଳିଛି । ସର୍ଜରୀ ସରିବା ପରେ ଶାହରୁଖ ତୁରନ୍ତ ଭାରତ ଫେରିଆସିଛନ୍ତି ।