ଖୁବଶୀଘ୍ର ନୂଆ ଅନ୍ଦାଜରେ ବଡ଼ ପରଦାକୁ ଫେରୁଛି ‘ଶକ୍ତିମାନ’

The Sakala Picture
Published On

ମୁମ୍ବାଇ: ପୁଣିଥରେ ସିଲଭର ସ୍କ୍ରିନକୁ ଫେରୁଛି ଶକ୍ତିମାନ । ପାପ ଉପରେ ପୁଣି ଥରେ ହେବ ସତ୍ୟର ବିଜୟ । ୯୦ ଦଶକରେ ସମସ୍ତଙ୍କ ପ୍ରଥମ ପସନ୍ଦ ସାଜିଥିବା ସୁପର ହିରୋ ଶକ୍ତିମାନ ନୂଆ ଅନ୍ଦାଜରେ ଆସିବ ବଡ଼ ପରଦାକୁ । ପୁଣି ଆକାଶରେ ଉଡି ସମସ୍ୟାରେ ପଡିଥିବା ଲୋକଙ୍କୁ ଉଦ୍ଧାର କରିବେ ଶକ୍ତିମାନ । ଶକ୍ତିମାନ ସିରିୟଲ ଏବେ ଫିଲ୍ମର ରୂପ ନେବାକୁ ଯାଉଛି । ସୋନୀ ପିକଚର୍ସ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା […]

ମୁମ୍ବାଇ: ପୁଣିଥରେ ସିଲଭର ସ୍କ୍ରିନକୁ ଫେରୁଛି ଶକ୍ତିମାନ । ପାପ ଉପରେ ପୁଣି ଥରେ ହେବ ସତ୍ୟର ବିଜୟ । ୯୦ ଦଶକରେ ସମସ୍ତଙ୍କ ପ୍ରଥମ ପସନ୍ଦ ସାଜିଥିବା ସୁପର ହିରୋ ଶକ୍ତିମାନ ନୂଆ ଅନ୍ଦାଜରେ ଆସିବ ବଡ଼ ପରଦାକୁ । ପୁଣି ଆକାଶରେ ଉଡି ସମସ୍ୟାରେ ପଡିଥିବା ଲୋକଙ୍କୁ ଉଦ୍ଧାର କରିବେ ଶକ୍ତିମାନ । ଶକ୍ତିମାନ ସିରିୟଲ ଏବେ ଫିଲ୍ମର ରୂପ ନେବାକୁ ଯାଉଛି । ସୋନୀ ପିକଚର୍ସ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ମୁକେଶ ଖାନ୍ନାଙ୍କ ବହୁଚର୍ଚ୍ଚିତ ଦେଶୀ ସୁପର ହିରୋର ଭୂମିକା କିଏ କରିବ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ଜଣେ ଲୋକପ୍ରିୟ ହିରୋ ଏବଂ ପ୍ରତିଷ୍ଠିତ ନିର୍ଦ୍ଦେଶକ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଖୁବଶୀଘ୍ର କଳାକାର ଚୟନ କରାଯିବ ବୋଲି ସୋନୀ ପିକଚର୍ସ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

11 Feb 2022 By The Sakala

ଖୁବଶୀଘ୍ର ନୂଆ ଅନ୍ଦାଜରେ ବଡ଼ ପରଦାକୁ ଫେରୁଛି ‘ଶକ୍ତିମାନ’

ମୁମ୍ବାଇ: ପୁଣିଥରେ ସିଲଭର ସ୍କ୍ରିନକୁ ଫେରୁଛି ଶକ୍ତିମାନ । ପାପ ଉପରେ ପୁଣି ଥରେ ହେବ ସତ୍ୟର ବିଜୟ । ୯୦ ଦଶକରେ ସମସ୍ତଙ୍କ ପ୍ରଥମ ପସନ୍ଦ ସାଜିଥିବା ସୁପର ହିରୋ ଶକ୍ତିମାନ ନୂଆ ଅନ୍ଦାଜରେ ଆସିବ ବଡ଼ ପରଦାକୁ । ପୁଣି ଆକାଶରେ ଉଡି ସମସ୍ୟାରେ ପଡିଥିବା ଲୋକଙ୍କୁ ଉଦ୍ଧାର କରିବେ ଶକ୍ତିମାନ । ଶକ୍ତିମାନ ସିରିୟଲ ଏବେ ଫିଲ୍ମର ରୂପ ନେବାକୁ ଯାଉଛି । ସୋନୀ ପିକଚର୍ସ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ।

ମୁକେଶ ଖାନ୍ନାଙ୍କ ବହୁଚର୍ଚ୍ଚିତ ଦେଶୀ ସୁପର ହିରୋର ଭୂମିକା କିଏ କରିବ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ଜଣେ ଲୋକପ୍ରିୟ ହିରୋ ଏବଂ ପ୍ରତିଷ୍ଠିତ ନିର୍ଦ୍ଦେଶକ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଖୁବଶୀଘ୍ର କଳାକାର ଚୟନ କରାଯିବ ବୋଲି ସୋନୀ ପିକଚର୍ସ ପକ୍ଷରୁ କୁହାଯାଇଛି ।

https://www.thesakala.in/big-news/superhero-shaktimaan-will-be-seen-on-the-big-screen/article-9159
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର