ପାର୍ସଲରେ ବେଆଇନ ସାମଗ୍ରୀ ଆସିଛି କହି ମହିଳାଙ୍କୁ ୮ ଲକ୍ଷ ଟଙ୍କାର ଚୂନ ଲଗାଇଲେ ସାଇବର ଠକ
ଭୁବନେଶ୍ବର: ସାଇବର ଠକଙ୍କ ନୂଆ ଚାଲ କୋରିୟର ସ୍କାମ । କ୍ରାଇମବ୍ରାଞ୍ଚ ନାଁରେ ଠକ କରୁଛି କଲ୍ । କୋରିୟର ପାର୍ସଲରେ ବେଆଇନ ସାମଗ୍ରୀ ଆସିଛି । ଟଙ୍କା ଦେଇ ମାମଲା ରଫା ଦଫା କରିବାକୁ ଠକ ଦେଉଛି ଅଫର । ଟଙ୍କା ନ ଦେଲେ ଗିରଫ ଭୟ ଦେଖାଉଛି ଠକ । ଠକେଇର ଶିକାର ହେଲେ ଭୁବନେଶ୍ବର ଜଣେ ମହିଳା । ସଂପକ୍ତ ମହିଳାଙ୍କ ଠାରୁ ଠକ ନେଇଗଲା ୮ ଲକ୍ଷ ଟଙ୍କା। ସାଇବର ଥାନାରେ […]
ଭୁବନେଶ୍ବର: ସାଇବର ଠକଙ୍କ ନୂଆ ଚାଲ କୋରିୟର ସ୍କାମ । କ୍ରାଇମବ୍ରାଞ୍ଚ ନାଁରେ ଠକ କରୁଛି କଲ୍ । କୋରିୟର ପାର୍ସଲରେ ବେଆଇନ ସାମଗ୍ରୀ ଆସିଛି । ଟଙ୍କା ଦେଇ ମାମଲା ରଫା ଦଫା କରିବାକୁ ଠକ ଦେଉଛି ଅଫର । ଟଙ୍କା ନ ଦେଲେ ଗିରଫ ଭୟ ଦେଖାଉଛି ଠକ । ଠକେଇର ଶିକାର ହେଲେ ଭୁବନେଶ୍ବର ଜଣେ ମହିଳା ।
ସଂପକ୍ତ ମହିଳାଙ୍କ ଠାରୁ ଠକ ନେଇଗଲା ୮ ଲକ୍ଷ ଟଙ୍କା। ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଏବେ ଶୁଦ୍ଧା ୩ଟି ମାମଲା ଥାନାକୁ ଆସିଛି । କୋରିୟର ସ୍କାମ ନେଇ ଭୁବନେଶ୍ବର ଡିସିପି କହିଛନ୍ତି ଯେ, ଠକ ମାନେ ଏଭଳି ଢଙ୍ଗରେ କଲ କରୁଛନ୍ତି। କଷ୍ଟମ କିମ୍ବା କୌଣସି ଜାଗାରେ ପାର୍ସଲ ଅଟକି ରହିଛି । ବେଆଇନ ପାର୍ସଲକୁ ପୁଲିସ ଜବତ କରିଛି। ପାର୍ସଲ ରିଲିଜ କରିବାକୁ ହେଲେ ଟଙ୍କା ପଠାଓ । ଲୋଙ୍କ ମାନେ ବି ଭୟରେ ବ୍ୟାଙ୍କ ଡିଟେଲ୍ସ ଦେଉଛନ୍ତି। ଏଭଳି କଲ ଆସିଲେ ଦୂରେଇ ରୁହିବାରୁ ଡିସିପି ସାଧାରାଣ ଲୋକଙ୍କୁ ଅପିଲ କରିଛନ୍ତି। ଭୟ କରି ଠକକୁ କୌଣସି ତଥ୍ୟ ସେୟାର କରନ୍ତୁ ନାହିଁ । ଯଦି ଠକେଇର ଶିକାର ହେଲେ ୧୯୩୦ ହେଲ୍ପ ଲାଇନ କଲ କରନ୍ତୁ ବୋଲି
ଡିସିପି କହିଛନ୍ତି।