ଆରବିଆଇ ମୁଦ୍ରାନୀତି ୨୦୨୧ : ଲଗାତାର ଷଷ୍ଠ ଥର ପାଇଁ ଅପରିବର୍ତ୍ତିତ ରହିଲା ସୁଧହାର, ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫%ରେ ସ୍ଥିର

The Sakala Picture
Published On

ଲଗାତର ଷଷ୍ଠଥର ପାଇଁ ରେପୋ ରେଟ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ, ଏପ୍ରିଲ ଏବଂ ମେ ମାସରେ ଦେଶର ଅନେକ ସ୍ଥାନରେ ଲାଗୁ କରାଯାଇଥିବା କଠୋର ପ୍ରତିବନ୍ଧକ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି | ଏପ୍ରିଲ-ଜୁନ୍ ତ୍ରୈମାସିକ ସମୀକ୍ଷା ପରେ ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଏନେଇ ସାମ୍ବାଦିକ […]

ଲଗାତର ଷଷ୍ଠଥର ପାଇଁ ରେପୋ ରେଟ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ, ଏପ୍ରିଲ ଏବଂ ମେ ମାସରେ ଦେଶର ଅନେକ ସ୍ଥାନରେ ଲାଗୁ କରାଯାଇଥିବା କଠୋର ପ୍ରତିବନ୍ଧକ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି | ଏପ୍ରିଲ-ଜୁନ୍ ତ୍ରୈମାସିକ ସମୀକ୍ଷା ପରେ ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ରିଜର୍ଭ ବ୍ୟାଙ୍କର ଏମପିସି ହାରରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି। ଆରବିଆଇର ଏମପିସି ନିଷ୍ପତ୍ତି ନେଇଛି ଯେ, କରୋନାର ପ୍ରଭାବ ଶେଷ ନହେବା ପର୍ଯ୍ୟନ୍ତ କେବଳ ଆବାସିକ ପଦ୍ଧତି ହିଁ ବଜାୟ ରହିବ। କରୋନା ମହାମାରୀ ହେତୁ ଆର୍ଥିକ ପରିସ୍ଥିତି ନସୁଧୁରିବା ଯାଏଁ ଏବଂ ପୁନରୁଦ୍ଧାର ଜାରି ରଖିବା ପାଇଁ ଏହି ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ । ତେଣୁ ଦରରେ କୌଣସି ପରିବର୍ତ୍ତନ ନକରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

04 Jun 2021 By The Sakala

ଆରବିଆଇ ମୁଦ୍ରାନୀତି ୨୦୨୧ : ଲଗାତାର ଷଷ୍ଠ ଥର ପାଇଁ ଅପରିବର୍ତ୍ତିତ ରହିଲା ସୁଧହାର, ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫%ରେ ସ୍ଥିର

ଲଗାତର ଷଷ୍ଠଥର ପାଇଁ ରେପୋ ରେଟ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ, ଏପ୍ରିଲ ଏବଂ ମେ ମାସରେ ଦେଶର ଅନେକ ସ୍ଥାନରେ ଲାଗୁ କରାଯାଇଥିବା କଠୋର ପ୍ରତିବନ୍ଧକ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି | ଏପ୍ରିଲ-ଜୁନ୍ ତ୍ରୈମାସିକ ସମୀକ୍ଷା ପରେ ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।

ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ରିଜର୍ଭ ବ୍ୟାଙ୍କର ଏମପିସି ହାରରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି। ଆରବିଆଇର ଏମପିସି ନିଷ୍ପତ୍ତି ନେଇଛି ଯେ, କରୋନାର ପ୍ରଭାବ ଶେଷ ନହେବା ପର୍ଯ୍ୟନ୍ତ କେବଳ ଆବାସିକ ପଦ୍ଧତି ହିଁ ବଜାୟ ରହିବ। କରୋନା ମହାମାରୀ ହେତୁ ଆର୍ଥିକ ପରିସ୍ଥିତି ନସୁଧୁରିବା ଯାଏଁ ଏବଂ ପୁନରୁଦ୍ଧାର ଜାରି ରଖିବା ପାଇଁ ଏହି ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ । ତେଣୁ ଦରରେ କୌଣସି ପରିବର୍ତ୍ତନ ନକରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି ।

https://www.thesakala.in/big-news/rbi-monetary-policy-2021-rbi-keeps-repo-rate-unchanged/article-2666
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର