ରିଲିଜ୍ ହେଲା ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର୍, ସଲମାନ୍ କହିଲେ, ଆଇ ୱିଲ୍ କ୍ଲିନ୍ ଦ ସିଟି
ମୁମ୍ବାଇ : ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର ରିଲିଜ୍ ହୋଇଛି । ସଲମାନ ଇଦ୍ ଅବସରରେ ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେବେ । ଚଳିତ ବର୍ଷ ଇଦ୍ରେ ଫିଲ୍ମ ‘ରାଧେ’ ରିଲିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି । ଏହି ଟ୍ରେଲର୍ରେ ସଲମାନ ଖାନ୍ ଏକଦମ୍ ଆକ୍ସନ ଅନ୍ଦାଜରେ ନଜର ଆସିଛନ୍ତି। ତାଙ୍କ ଫ୍ୟାନ୍ମାନଙ୍କୁ ଭାଇଜାନ୍ଙ୍କ ଏହି ଅନ୍ଦାଜ ବେଶ୍ ପସନ୍ଦ ଆସୁଛି। ଟ୍ରେଲରରେ ଦମ୍ଦାର […]
ମୁମ୍ବାଇ : ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର ରିଲିଜ୍ ହୋଇଛି । ସଲମାନ ଇଦ୍ ଅବସରରେ ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେବେ । ଚଳିତ ବର୍ଷ ଇଦ୍ରେ ଫିଲ୍ମ ‘ରାଧେ’ ରିଲିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି । ଏହି ଟ୍ରେଲର୍ରେ ସଲମାନ ଖାନ୍ ଏକଦମ୍ ଆକ୍ସନ ଅନ୍ଦାଜରେ ନଜର ଆସିଛନ୍ତି। ତାଙ୍କ ଫ୍ୟାନ୍ମାନଙ୍କୁ ଭାଇଜାନ୍ଙ୍କ ଏହି ଅନ୍ଦାଜ ବେଶ୍ ପସନ୍ଦ ଆସୁଛି। ଟ୍ରେଲରରେ ଦମ୍ଦାର ଆକ୍ସନ ସହ ଦମଦାର ଡାଏଲଗ୍ ଏବଂ ସଲମାନଙ୍କ କିଛି ରୋମାଣ୍ଟି ସିନ୍ ମଧ୍ୟ ରହିଛି। ଏଥିସହ ଟ୍ରେଲରରେ ସଲମାନଙ୍କ ଚିରାଚରିତ ଡାଏଲ୍ଗ `ଏକ୍ ବାର୍ ଜୋ ମେନେ କମିଟ୍ମେଣ୍ଟ କରଦି ତୋ ମେଁ ଅପନେ ଆପ୍ କି ଭି ନହିଁ ସୁନ୍ତା..’ ମଧ୍ୟ ରହିଛି।
#RadheTrailerhttps://t.co/tRc146aR8R@bindasbhidu @DishPatani @RandeepHooda @PDdancing @SKFilmsOfficial @ZeeStudios_ @SohailKhan @atulreellife @ReelLifeProdn @ZeeMusicCompany @ZeeplexOfficial @ZEE5India
ଆହୁରି ପଢ଼ନ୍ତୁ: ରାଜ୍ୟରେ ବଢୁଛି ଭିଡ଼ ହିଂସା: ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ଲୋକେ, ଅପରାଧୀ ଚଳାଉଛନ୍ତି ଆତଙ୍କରାଜ— Salman Khan (@BeingSalmanKhan) April 22, 2021
ଏଥି ସହିତ ଏହି ଫିଲ୍ମରେ ବଲିଉଡର ଭାଇଜାନ୍ ସଲମାନ ଖାନ୍ ଏକ ଦମ୍ଦାର ଡାଏଲ୍ଗ କହିଛନ୍ତି- `ଆଇ ୱିଲ କ୍ଲିନ୍ ଦ ସିଟି। ପୁଲିସର ଚାକିରି, ଗିରଫ ତ କରିବାକୁ ପଡିବ ।’ ଏଥିସହ ସଲମାନ ଆହୁରି କହିଛନ୍ତି, `ସେ ଏଠୁ ଯିବାକୁ ନୁହେଁ ପଠାଇବାକୁ ଆସିଛନ୍ତି। ଆଉ ତୁମ ଭାଗର ବିରିଆନି ଖାଇ ଇଦ୍ ମୁକାବର କହିବା ପାଇଁ ଆସିଛନ୍ତି।’ କିଛି ଏଭଳି ହିଁ ଦମ୍ଦାର ଡାଏଲଗ ସହ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର।
ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା । ଏଥିରେ ସଲମାନ ଖାନଙ୍କ ସହ ଅଭିନେତ୍ରୀ ଦିଶା ପାଟନି,ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମକୁ ସଲମାନ୍ ଖାନ୍ ଫିଲ୍ମସ୍ ଜୀ ଷ୍ଟୁଡିଓ ସହ ମିଶି ପ୍ରସ୍ତୁତ କରିଛି। ସଲମା ଖାନ୍, ସୋହେଲ୍ ଖାନ୍ ଓ ରିଲ୍ ଲାଇଫ୍ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଫିଲ୍ମ ମେ’ ୧୩ ତାରିଖରେ ରିଲିଜ୍ ହେବ।
ରିଲିଜ୍ ହେଲା ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର୍, ସଲମାନ୍ କହିଲେ, ଆଇ ୱିଲ୍ କ୍ଲିନ୍ ଦ ସିଟି
ମୁମ୍ବାଇ : ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର ରିଲିଜ୍ ହୋଇଛି । ସଲମାନ ଇଦ୍ ଅବସରରେ ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେବେ । ଚଳିତ ବର୍ଷ ଇଦ୍ରେ ଫିଲ୍ମ ‘ରାଧେ’ ରିଲିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି । ଏହି ଟ୍ରେଲର୍ରେ ସଲମାନ ଖାନ୍ ଏକଦମ୍ ଆକ୍ସନ ଅନ୍ଦାଜରେ ନଜର ଆସିଛନ୍ତି। ତାଙ୍କ ଫ୍ୟାନ୍ମାନଙ୍କୁ ଭାଇଜାନ୍ଙ୍କ ଏହି ଅନ୍ଦାଜ ବେଶ୍ ପସନ୍ଦ ଆସୁଛି। ଟ୍ରେଲରରେ ଦମ୍ଦାର ଆକ୍ସନ ସହ ଦମଦାର ଡାଏଲଗ୍ ଏବଂ ସଲମାନଙ୍କ କିଛି ରୋମାଣ୍ଟି ସିନ୍ ମଧ୍ୟ ରହିଛି। ଏଥିସହ ଟ୍ରେଲରରେ ସଲମାନଙ୍କ ଚିରାଚରିତ ଡାଏଲ୍ଗ `ଏକ୍ ବାର୍ ଜୋ ମେନେ କମିଟ୍ମେଣ୍ଟ କରଦି ତୋ ମେଁ ଅପନେ ଆପ୍ କି ଭି ନହିଁ ସୁନ୍ତା..’ ମଧ୍ୟ ରହିଛି।
#RadheTrailerhttps://t.co/tRc146aR8R@bindasbhidu @DishPatani @RandeepHooda @PDdancing @SKFilmsOfficial @ZeeStudios_ @SohailKhan @atulreellife @ReelLifeProdn @ZeeMusicCompany @ZeeplexOfficial @ZEE5India
— Salman Khan (@BeingSalmanKhan) April 22, 2021