ଲକଡାଉନ୍ ଭିତରେ ପିପିଲି ଉପନିର୍ବାଚନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ମେ’ ୫ ତାରିଖରୁ ଲାଗୁ ହେବ । ଲକଡାଉନ୍ ଭିତରେ ପିପିଲି ଉପନିର୍ବାଚନ ଲାଗି ମତଦାନ ହେବ । ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ପିପିଲି ଉପନିର୍ବାଚନକୁ ଅନୁମତି ଦିଆଯାଇଛି । ଆସନ୍ତା ୧୬ ତାରିଖରେ ରବିବାର ପିପିଲିରେ ଭୋଟ୍ ଗ୍ରହଣ କରାଯିବ । ରବିବାର ସଟଡାଉନରେ ମତଦାନ କରାଯିବ । ପିପିଲି ଉପନିର୍ବାଚନ ସହ ଜଡ଼ିତ ବ୍ୟକ୍ତି, ଅଧିକାରୀଙ୍କ ଉପରେ କଟକଣା ରହିବ ନାହିଁ । ଏଥିସହ ନିର୍ବାଚନ ଟ୍ରେନିଂ, […]

ଭୁବନେଶ୍ୱର: ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ମେ’ ୫ ତାରିଖରୁ ଲାଗୁ ହେବ । ଲକଡାଉନ୍ ଭିତରେ ପିପିଲି ଉପନିର୍ବାଚନ ଲାଗି ମତଦାନ ହେବ । ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ପିପିଲି ଉପନିର୍ବାଚନକୁ ଅନୁମତି ଦିଆଯାଇଛି । ଆସନ୍ତା ୧୬ ତାରିଖରେ ରବିବାର ପିପିଲିରେ ଭୋଟ୍ ଗ୍ରହଣ କରାଯିବ । ରବିବାର ସଟଡାଉନରେ ମତଦାନ କରାଯିବ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ପିପିଲି ଉପନିର୍ବାଚନ ସହ ଜଡ଼ିତ ବ୍ୟକ୍ତି, ଅଧିକାରୀଙ୍କ ଉପରେ କଟକଣା ରହିବ ନାହିଁ । ଏଥିସହ ନିର୍ବାଚନ ଟ୍ରେନିଂ, ପୋଲିଂ ଷ୍ଟେସନ, ନିର୍ବାଚନ ସାମଗ୍ରୀ ପରିବହନ ଜାରି ରହିବ । ଭୋଟ୍ ଦିନ ପ୍ରାର୍ଥୀ, କାଉଣ୍ଟିଂ ଏଜେଣ୍ଟ ଏବଂ ମତଦାତାଙ୍କ ଉପରେ କୌଣସି କଟକଣା ରହିବ ନାହିଁ । ସମସ୍ତ କୋଭିଡ୍ ଗାଇଡଲାଇନ୍ ମାନି ମତଦାନ କରାଯିବ ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର