ଆଇପିଏଲ ନିଲାମରେ ବିକ୍ରି ହେଲେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି

The Sakala Picture
Published On

ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାର ୨ୟ ପର୍ଯ୍ଯୟ ଆଜି ଚଲିଛି। ଏହି  ୨ୟ ପର୍ଯ୍ଯୟରେ ଓଡ଼ିଶାର ଖେଳାଳୀ ଶୁଭ୍ରାଂଶୁ ସେନାପତି ବିକ୍ରି ହୋଇଛନ୍ତି। ୨୦ ଲକ୍ଷରେ ଚେନ୍ନାଇ ସୁପର କିଙ୍ଗସ କିଣିଛି। । ଶୁଭ୍ରାଂଶୁ ଆଇପିଏଲରେ ସାମିଲ ହେବା ପରେ  ଓଡିଆ କ୍ରିକେଟପ୍ରେମୀଙ୍କ ମନରେ ଆନନ୍ଦ ଆଣି ଦେଇଛି । ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଶୁଭ୍ରାଂଶୁ […]

ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାର ୨ୟ ପର୍ଯ୍ଯୟ ଆଜି ଚଲିଛି। ଏହି  ୨ୟ ପର୍ଯ୍ଯୟରେ ଓଡ଼ିଶାର ଖେଳାଳୀ ଶୁଭ୍ରାଂଶୁ ସେନାପତି ବିକ୍ରି ହୋଇଛନ୍ତି। ୨୦ ଲକ୍ଷରେ ଚେନ୍ନାଇ ସୁପର କିଙ୍ଗସ କିଣିଛି। । ଶୁଭ୍ରାଂଶୁ ଆଇପିଏଲରେ ସାମିଲ ହେବା ପରେ  ଓଡିଆ କ୍ରିକେଟପ୍ରେମୀଙ୍କ ମନରେ ଆନନ୍ଦ ଆଣି ଦେଇଛି । ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଶୁଭ୍ରାଂଶୁ ସେନାପତି ବର୍ତ୍ତମାନ ଓଡ଼ିଶା ରଣଜୀ ଦଳର ନେତୃତ୍ବ ନେଉଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ସୂଚନା ଅନୁଯାୟୀ, ଶୁଭ୍ରାଂଶୁ ତୃତୀୟ ଓଡ଼ିଆ କ୍ରିକେଟର୍ ଭାବେ ଆଇପିଏଲରେ ଖେଳିବେ। ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍ ଖେଳିଥିଲେ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର