ଫେବୃଆରୀ ପହିଲାରୁ ବ୍ଯାଙ୍କିଙ୍ଗ କ୍ଷେତ୍ରରେ ଆସିବ ନୂଆ ନିୟମ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ପହିଲାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା କିଛି ନିୟମ ପରିବର୍ତ୍ତନ କରିବାକୁ ଯାୁଛନ୍ତି। ବ୍ୟାଙ୍କ ଅଫ୍‌ ବରୋଦାର ଗ୍ରାହକଙ୍କ ପାଇଁ ଚେକ୍‌ରେ ପେମେଣ୍ଟ୍‌ କରିବା ସମ୍ବନ୍ଧିତ ନିୟମ ବଦଳିବାକୁ ଯାଉଥିବାବେଳେ ଏସ୍‌ବିଆଇ ଏବଂ ପିଏନ୍‌ବି ଗ୍ରାହକଙ୍କ ପାଇଁ ଟଙ୍କା ନେଣଦେଣ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ ହେବ। ବ୍ୟାଙ୍କ ଅଫ୍‌ ବରୋଦାରେ ଫେବୃଆରୀରୁ ଚେକ୍‌ ପେମେଣ୍ଟ ପାଇଁ କନଫର୍‌ମେସନ୍‌ ଅନିବାର୍ଯ୍ୟ ହେବ। କନ୍‌ଫର୍‌ମେସନ୍‌ ନମିଳିଲେ ଚେକ୍‌କୁ ଫେରାଇ […]

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ପହିଲାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା କିଛି ନିୟମ ପରିବର୍ତ୍ତନ କରିବାକୁ ଯାୁଛନ୍ତି। ବ୍ୟାଙ୍କ ଅଫ୍‌ ବରୋଦାର ଗ୍ରାହକଙ୍କ ପାଇଁ ଚେକ୍‌ରେ ପେମେଣ୍ଟ୍‌ କରିବା ସମ୍ବନ୍ଧିତ ନିୟମ ବଦଳିବାକୁ ଯାଉଥିବାବେଳେ ଏସ୍‌ବିଆଇ ଏବଂ ପିଏନ୍‌ବି ଗ୍ରାହକଙ୍କ ପାଇଁ ଟଙ୍କା ନେଣଦେଣ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ ହେବ। ବ୍ୟାଙ୍କ ଅଫ୍‌ ବରୋଦାରେ ଫେବୃଆରୀରୁ ଚେକ୍‌ ପେମେଣ୍ଟ ପାଇଁ କନଫର୍‌ମେସନ୍‌ ଅନିବାର୍ଯ୍ୟ ହେବ। କନ୍‌ଫର୍‌ମେସନ୍‌ ନମିଳିଲେ ଚେକ୍‌କୁ ଫେରାଇ ଦିଆଯିବ। ସେହିପରି ଏସ୍‌ବିଆଇ ଗ୍ରାହକଙ୍କୁ ଏବେ ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ପଡ଼ିପାରେ। ଏସ୍‌ବିଆଇର ୱେବ୍‌ସାଇଟ୍‌ ଅନୁସାରେ ବ୍ୟାଙ୍କ ୧ ଫେବୃଆରୀରୁ ଆଇଏମ୍‌ପିଏସ ଟ୍ରାଞ୍ଜାକ୍ସନରେ ଏକ ନୂଆ ସ୍ଲାବ୍‌ ଜୋଡ଼ିବାକୁ ଯାଉଛି। ଏଥିରେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାର ସ୍ଲାବ୍‌ ରହିବ। ୧ ତାରିଖରୁ ୨ରୁ ୫ ଲକ୍ଷ ଟଙ୍କା ଆଇଏମ୍‌ପିଏସ କଲେ ୨୦ ଟଙ୍କା ଶୁଳ୍କ ସହ ଜିଏସ୍‌ଟି ଦେବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

23 Jan 2022 By The Sakala

ଫେବୃଆରୀ ପହିଲାରୁ ବ୍ଯାଙ୍କିଙ୍ଗ କ୍ଷେତ୍ରରେ ଆସିବ ନୂଆ ନିୟମ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ପହିଲାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା କିଛି ନିୟମ ପରିବର୍ତ୍ତନ କରିବାକୁ ଯାୁଛନ୍ତି। ବ୍ୟାଙ୍କ ଅଫ୍‌ ବରୋଦାର ଗ୍ରାହକଙ୍କ ପାଇଁ ଚେକ୍‌ରେ ପେମେଣ୍ଟ୍‌ କରିବା ସମ୍ବନ୍ଧିତ ନିୟମ ବଦଳିବାକୁ ଯାଉଥିବାବେଳେ ଏସ୍‌ବିଆଇ ଏବଂ ପିଏନ୍‌ବି ଗ୍ରାହକଙ୍କ ପାଇଁ ଟଙ୍କା ନେଣଦେଣ ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ ହେବ। ବ୍ୟାଙ୍କ ଅଫ୍‌ ବରୋଦାରେ ଫେବୃଆରୀରୁ ଚେକ୍‌ ପେମେଣ୍ଟ ପାଇଁ କନଫର୍‌ମେସନ୍‌ ଅନିବାର୍ଯ୍ୟ ହେବ। କନ୍‌ଫର୍‌ମେସନ୍‌ ନମିଳିଲେ ଚେକ୍‌କୁ ଫେରାଇ ଦିଆଯିବ। ସେହିପରି ଏସ୍‌ବିଆଇ ଗ୍ରାହକଙ୍କୁ ଏବେ ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ପଡ଼ିପାରେ। ଏସ୍‌ବିଆଇର ୱେବ୍‌ସାଇଟ୍‌ ଅନୁସାରେ ବ୍ୟାଙ୍କ ୧ ଫେବୃଆରୀରୁ ଆଇଏମ୍‌ପିଏସ ଟ୍ରାଞ୍ଜାକ୍ସନରେ ଏକ ନୂଆ ସ୍ଲାବ୍‌ ଜୋଡ଼ିବାକୁ ଯାଉଛି। ଏଥିରେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାର ସ୍ଲାବ୍‌ ରହିବ। ୧ ତାରିଖରୁ ୨ରୁ ୫ ଲକ୍ଷ ଟଙ୍କା ଆଇଏମ୍‌ପିଏସ କଲେ ୨୦ ଟଙ୍କା ଶୁଳ୍କ ସହ ଜିଏସ୍‌ଟି ଦେବାକୁ ପଡ଼ିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର