୭୬ ବର୍ଷରେ ପାଦ ଦେଲେ ନବୀନ

The Sakala Picture
Published On

ଭୁବନେଶ୍ୱର: ୭୬ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା କୋଟି ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ହେଲେ ଆଜି ଜନ୍ମଦିନ ପାଳୁନାହାନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ସଂକଟ ସମୟକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ । ଦେଢ଼ବର୍ଷ ଧରି କୋଭିଡ୍‌ କଷ୍ଟରେ ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ । ସେଥିପାଇଁ ଏବେ ସେଲିବ୍ରେସନ ନୁହେଁ, ବରଂ ସେବାର ସମୟ […]

ଭୁବନେଶ୍ୱର: ୭୬ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା କୋଟି ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ହେଲେ ଆଜି ଜନ୍ମଦିନ ପାଳୁନାହାନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ସଂକଟ ସମୟକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ । ଦେଢ଼ବର୍ଷ ଧରି କୋଭିଡ୍‌ କଷ୍ଟରେ ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ସେଥିପାଇଁ ଏବେ ସେଲିବ୍ରେସନ ନୁହେଁ, ବରଂ ସେବାର ସମୟ ବୋଲି ନେତା, କର୍ମୀ ଓ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ମୃତକଙ୍କ ପରିବାରକୁ ସହଯୋଗ, ରକ୍ତଦାନ ଶିବିର ଭଳି କାର୍ଯ୍ୟରେ ସାମିଲ ହେଲେ ତାହା ତାଙ୍କ ପାଇଁ ବଡ଼ ଶୁଭେଚ୍ଛା ହେବ ବୋଲି ନବୀନ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ତୃଣମୂଳସ୍ତରରେ ପାଳନ କରୁଛନ୍ତି ଦଳୀୟ ନେତା ଓ କର୍ମୀ । ଆଜି ଜନ୍ମ ଦିବସ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

16 Oct 2021 By The Sakala

୭୬ ବର୍ଷରେ ପାଦ ଦେଲେ ନବୀନ

ଭୁବନେଶ୍ୱର: ୭୬ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଜନନାୟକ ତଥା କୋଟି ଓଡ଼ିଆଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ହେଲେ ଆଜି ଜନ୍ମଦିନ ପାଳୁନାହାନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ସଂକଟ ସମୟକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ । ଦେଢ଼ବର୍ଷ ଧରି କୋଭିଡ୍‌ କଷ୍ଟରେ ଘାଣ୍ଟି ହେଉଛନ୍ତି ରାଜ୍ୟବାସୀ ।

ସେଥିପାଇଁ ଏବେ ସେଲିବ୍ରେସନ ନୁହେଁ, ବରଂ ସେବାର ସମୟ ବୋଲି ନେତା, କର୍ମୀ ଓ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ମୃତକଙ୍କ ପରିବାରକୁ ସହଯୋଗ, ରକ୍ତଦାନ ଶିବିର ଭଳି କାର୍ଯ୍ୟରେ ସାମିଲ ହେଲେ ତାହା ତାଙ୍କ ପାଇଁ ବଡ଼ ଶୁଭେଚ୍ଛା ହେବ ବୋଲି ନବୀନ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ତୃଣମୂଳସ୍ତରରେ ପାଳନ କରୁଛନ୍ତି ଦଳୀୟ ନେତା ଓ କର୍ମୀ । ଆଜି ଜନ୍ମ ଦିବସ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର